banner
Breaking
Yearly Archives

2020

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ନୂତନ କର୍ମାରମ୍ଭ ସକାଶେ ଅନୁକୂଳ ବାତାବରଣ ଆସି ନ ପାରେ। ଅଧିକନ୍ତୁ ମତାନ୍ତର କିମ୍ବା ମନାନ୍ତର ଜନିତ ମାନସିକ ଅଶାନ୍ତିର ଆଶଙ୍କା ମଧ୍ୟ ରହିଛି। ତଥାପି ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ। ବୃଷ:-ଆଜି ପର କଥାକୁ ସତ ମନେକରି ଘରୋଇକଳହକୁ ନେଇ…
Read More...

କଟକରେ ତୁଟିଲା ମୁର୍ତ୍ତି ବିବାଦ।

କଟଖ,୧୬/୯(ଓଡ଼ିଆ ନ୍ୟୁଜ): କଟକ ସହର ରେ ମା ଦୂର୍ଗାଙ୍କ ମୂର୍ତ୍ତି ଉଚ୍ଚତାକୁ ନେଇ ହାଇକୋର୍ଟ ଦାୟର ମାମଲା ର ଶୁଣାଣି ଆଜି ହାଇକୋର୍ଟ ରେ ହୋଇଛି।ହାଇକୋର୍ଟ ର ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ ଏବଂ ଜଷ୍ଟିସ ଡଃ ବି.ଆର ଷଡଙ୍ଗୀକୁ ନେଇ ଗଠିତ ଖଣ୍ଡପୀଠ ମାମଲା ର ଶୁଣାଣି କରି ସହର ର…
Read More...

କରୋନା ଓ ବିଭିନ୍ନ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

ଭୁବନେଶ୍ଵର,୧୬/୯(ଓଡ଼ିଆ ନ୍ୟୁଜ): ରାଜ୍ୟର ଅନ୍ୟ ଅଞ୍ଚଳମାନଙ୍କରେ କୋଭିଡ ନିୟମର କଡାକଡି ଅନୁପାଳନ ସନ୍ତୋଷଜନକ ଥିବାବେଳେ ଭୁବନେଶ୍ବର କଟକ କମିଶନରେଟ ଅଞ୍ଚଳରେ ଏହା ସେତେଟା ଉତ୍ସାହଜନକ ନଥିବାରୁ ଭୁବନେଶ୍ବର କଟକ କମିଶନରେଟ ଅଞ୍ଚଳରେ କୋଭିଡ ନିୟମ କାର୍ଯ୍ୟକାରିତା ଉପରେ ପୋଲିସ…
Read More...

ରାଜ୍ୟରେ ନିରାଡମ୍ବରରେ ବିଶ୍ବକର୍ମା ପୂଜା ପାଳିତ।

ଭୁବନେଶ୍ୱର,୧୬/୯(ଓଡ଼ିଆ ନ୍ୟୁଜ): କୋଭିଡ଼୍‍ କଟକଣା ଯୋଗୁଁ ସମଗ୍ର ରାଜ୍ୟରେ ନିରାଡ଼ମ୍ବର ଭାବେ ପାଳନ ହୋଇଛି ବିଶ୍ୱକର୍ମା ପୂଜା। ରାଜ୍ୟର ବିଭିନ୍ନ ସରକାରୀ କାର୍ଯ୍ୟାଳୟ , ବେସରକାରୀ ଅନୁଷ୍ଠାନ ଓ ବିଭିନ୍ନ ଦୋକାନ ମାନଙ୍କରେ ଏହି ପୂଜା ଆଜି ପାଳିତ ହୋଇଯାଇଛି। ତେବେ ରାଜ୍ୟର କୌଣସି ସ୍ଥାନରେ…
Read More...

ଓଡ଼ିଶାର ୨ଟି ଉପନିର୍ବାଚନ ପାଇଁ ଆସିଲା ଗାଇଡଲାଇନ।

ଭୁବନେଶ୍ୱର,୧୬/୯(ଓଡ଼ିଆ ନ୍ୟୁଜ): ଓଡ଼ିଶାର ବାଲେଶ୍ୱର ଓ ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେବାକୁ ଥିବା ଉପନିର୍ବାଚନରେ ଅଂଶଗ୍ରହଣ କରୁଥିବା ପ୍ରାର୍ଥୀ ଓ ରାଜନୈତିକ ଦଳମାନେ ତିନୋଟି ପର୍ଯ୍ୟାୟରେ ପ୍ରାର୍ଥୀଙ୍କର ଅପରାଧପ୍ରବଣ ପୃଷ୍ଠଭୂମି ସଂପର୍କରେ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ…
Read More...

ବନ୍ୟାଞ୍ଚଳ ବୁଲି ଦେଖିଲେ କେନ୍ଦ୍ରୀୟ ଟିମ୍।

ଭୁବନେଶ୍ୱର,୧୬ା୯(ଓଡ଼ିଆ ନ୍ୟୁଜ): ଓଡ଼ିଶାର ବନ୍ୟା କ୍ଷୟକ୍ଷତି ଆକଳନ କରିବାକୁ ବୁଧବାର ୭ ଜଣିଆ କେନ୍ଦ୍ରୀୟ ଟିମ୍‌ ଭୁବନେଶ୍ୱରରେ ପହଞ୍ଚିଛନ୍ତି। କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ଯୁଗ୍ମ ସଚିବ(ବାମପନ୍ଥୀ ଉଗ୍ରବାଦ ମୁକାବିଲା ବ୍ୟାପାର) ପ୍ରବୀଣ ବଶିଷ୍ଠଙ୍କ ନେତୃତ୍ୱରେ ଏକ ଅନ୍ତଃ…
Read More...

ରୁଷିଆ ଭାରତକୁ ଦେବ ୧୦ କୋଟି କୋଭିଡ ଟୀକା।

ମସ୍କୋ,୧୬।୯ : କରୋନା ମୁକାବିଲା ପାଇଁ ରୁଷିଆ ଭାରତକୁ ୧୦ କୋଟି ସ୍ପୁଟନିକ-ଭି ଟିକା ଯୋଗାଇ ଦେବ। ଏହି ଟିକା ଭାରତର ଫାର୍ମା କମ୍ପାନୀ ଡକ୍ଟର ରେଡ୍ଡୀ ଲାବୋରେଟୋରିକୁ ମିଳିବ। ଏ ନେଇ ରୁଷିଆର ଡାଇରେକ୍ଟ ଇନ୍‌ଭେଷ୍ଟମେଣ୍ଟ ଫଣ୍ଡ (ଆରଡିଆଇଏଫ) ସହ ଭାରତର ଚୁକ୍ତି ହୋଇଛି। ରୁଷିଆ ଦ୍ୱାରା…
Read More...

ବାର୍ତାଳାପ ରିପ୍ଲେ: ୨୦୧୯ରେ ଟ୍ୱିଟରରେ‘ଭଲ କାମକରିବା’, ‘ପରିବାର’ଏବଂ ‘ପୋଷା ଜୀବଜନ୍ତୁ’ଉପରେ କଥାବାର୍ତାରେ…

ଟ୍ୱିଟର ଇଣ୍ଡିଆ ଦ୍ୱାରା ଆୟୋଜିତ ଏକ ଅଧ୍ୟୟନ ଦର୍ଶାଉଛି ଯେ ଗତ ବର୍ଷ ଦୈନନ୍ଦିନ ଉପରେ କଥାବାର୍ତାରେ ଭାରତୀୟମାନେ ଆନନ୍ଦ ପାଇଥିଲେ । ସେପ୍ଟେମ୍ବର-ନଭେମ୍ବର ୨୦୧୯ ରେ ଭାରତରେ ୨୨ସିଟି’ରେ ୮୫୦,୦୦୦ ଟ୍ୱିଟକୁ ଟିମ ବିଶ୍ଳେଷଣ କରିଥିଲେ । ଅଧ୍ୟୟନ ଅନୁସାରେ ୨୦୧୯ରେ ଟ୍ୱିଟ’ର ପରିମାଣ ସହିତ…
Read More...

ରାଜ୍ୟରେ ଆଜି ପୁଣି ୪୨୭୦ ପଜିଟିଭ ଚିହ୍ନଟ ଓ ୧୧ ମୃତ।

ଭୁବନେଶ୍ବର,୧୬/୯(ଓଡ଼ିଆ ନ୍ୟୁଜ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଛି। ବୁଧବାର ରାଜ୍ୟର ୩୦ଟି ଜିଲ୍ଲାରୁ ୪୨୭୦ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ  ୨୪୭୮ ସଙ୍ଗରୋଧ କେନ୍ଦ୍ରରୁ ଏବଂ ୧୭୯୨ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ​​। ଫଳରେ…
Read More...

ରାଜ୍ୟ କ୍ୟାବିନେଟରେ ତିନୋଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି।

ଭୁବନେଶ୍ୱର,୧୫।୯(ଓଡ଼ିଆ ନ୍ୟୁଜ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଭିଡିଓ କନ୍ଫରେନ୍ହି ମାଧ୍ୟମରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି। ଏଥିରେ ଓଡ଼ିଶା ଦ୍ରବ୍ୟ ଓ…
Read More...