banner
Breaking

ବାର୍ତାଳାପ ରିପ୍ଲେ: ୨୦୧୯ରେ ଟ୍ୱିଟରରେ‘ଭଲ କାମକରିବା’, ‘ପରିବାର’ଏବଂ ‘ପୋଷା ଜୀବଜନ୍ତୁ’ଉପରେ କଥାବାର୍ତାରେ ଭୁବନେଶ୍ୱର ଆଧିପତ୍ୟ ବିସ୍ତାର କରିଥିଲା।

0

ଟ୍ୱିଟର ଇଣ୍ଡିଆ ଦ୍ୱାରା ଆୟୋଜିତ ଏକ ଅଧ୍ୟୟନ ଦର୍ଶାଉଛି ଯେ ଗତ ବର୍ଷ ଦୈନନ୍ଦିନ ଉପରେ କଥାବାର୍ତାରେ ଭାରତୀୟମାନେ ଆନନ୍ଦ ପାଇଥିଲେ । ସେପ୍ଟେମ୍ବର-ନଭେମ୍ବର ୨୦୧୯ ରେ ଭାରତରେ ୨୨ସିଟି’ରେ ୮୫୦,୦୦୦ ଟ୍ୱିଟକୁ ଟିମ ବିଶ୍ଳେଷଣ କରିଥିଲେ ।
ଅଧ୍ୟୟନ ଅନୁସାରେ ୨୦୧୯ରେ ଟ୍ୱିଟ’ର ପରିମାଣ ସହିତ ଆନନ୍ଦଦାୟକ କଥାବାର୍ତାର ସର୍ବାଧିକ ବିଷୟ ବସ୍ତୁରେ ଭୁବନେଶ୍ୱର ଶୀର୍ଷରେ ଥିଲା; ଏଥିରେ ସାମିଲ ଥିଲା ‘ଭଲ କାମ କରିବା\’, ‘ପରିବାର ପୋଷା ଜୀବଜନ୍ତୁ’ ଏବଂ ‘ରୋମା ଭରାକାର୍ଯ୍ୟ ଓ ଯାତ୍ରା’
ଉଚ୍ଚ ସ୍ତରର ଆଗ୍ରହ ଦେଖାଇଥିବା ଏବଂ ଭୁବନେଶ୍ୱର ଲୋକମାନଙ୍କ ପାଖରୁ ଯୋଗଦାନ ପାଇଥିବା ଅନ୍ୟ ଏକ ଆନନ୍ଦଦାୟକ ବିଷୟବସ୍ତୁ ‘ସ୍ପୋର୍ଟ୍ସ’ ଏବଂ ‘ଉପଲବ୍ଧି’ ଥିଲା ।
ବାର୍ତାଳାପ ରିପ୍ଲେ ସହିତ ଟ୍ୱିଟର ୨୦୧୯ରୁ ସେ ସମସ୍ତ ଆନନ୍ଦଦାୟକ କଥାବାର୍ତାକୁ ଫେରସ୍ତ ଫୋପାଡୁଛି ଯେପରିକି ଲୋକମାନେ ଜୀବନର ଛୋଟିଆ ଖୁସି ଗୁଡିକୁ ପୁଣି ପୁନଃ-ପରିଦର୍ଶନ କରିପାରିବେ ।

ଆମର ଏକଦମ୍ ଆଖପାଖ ପରିବେଶ ଏବଂ ଦୈନନ୍ଦିନ କଥାବାର୍ତାରେ ପରିଚିତ ଓ ସାଂସାରିକ ଆନନ୍ଦ ରହିଛି । ୨୦୨୦ଯଦି ଆମକୁ କିଛି ଶିଖାଇ ଥାଏ, ଏହାହିଁ ତାହା ଅଟେ । ଯେପରିକି ଆମେ ଘର ଭିତରେ ରହିବା ଜାରିରଖିଛୁ ଏବଂ ସାମାଜିକ ଦୂରତା ପାଳନ କରୁଛୁ, ଏହାକୁ ଟ୍ୱିଟର ୨୦୧୯କୁ ଫେରସ୍ତ ଫୋପାଡୁଛି ଠିକ ଆମ ଚାରି ପଟ ବିଶ୍ୱ ପରିବର୍ତନ ହେବାକୁ ଆରମ୍ଭ କରିବା ପୂର୍ବରୁ । ଗତବର୍ଷ ଏହି ସମୟରେ ସେବା ଉପରେ ଶୀର୍ଷ ଆନନ୍ଦଦାୟକ କଥାବାର୍ତା ଉପରେ ଧ୍ୟାନ କେନ୍ଦ୍ରିତ କରୁଥିବା ବାର୍ତାଳାପ ରିପ୍ଲେ ମାଧ୍ୟମରେ ଗତବର୍ଷ ସେମାନଙ୍କର ଦୈନନ୍ଦିନ ଜୀବନରେ ସେମାନେ ପାଇଥିବା ଆନନ୍ଦର ସେହି ଛୋଟିଆ ଉତ୍ସକୁ ଭାରତୀୟମାନେ ଚିନ୍ତାକରିବା, ତା’ର କଳ୍ପନାରେ ବଂଚିବା ଏବଂ  ଆନନ୍ଦିତ ହେବା ପାଇଁ ଟ୍ୱିଟର ଚାହୁଁଛି ।

ମଜାଦାର ଉପାଖ୍ୟାନା ଏବଂ ସେମାନଙ୍କର ଦୈନନ୍ଦିନ ଜୀବନର ଅନୁଭୁତି ବାଂଟିିବା ପାଇଁ ଭାରତୀୟମାନେ ସବୁବେଳେ ଟ୍ୱିଟରକୁ ନେଇଥାନ୍ତି । ଖାଦ୍ୟ ଉପରେ ସେମାନେ ଅନୌପଚାରିକ ଧାରା ବିବରଣୀ ଲେଖନ୍ତି ଏବଂ ଭଲ ପାଗରେ ଉତ୍ସବ ପାଳନ କରନ୍ତି, ପ୍ରମାଣିତ କରିଥାନ୍ତି ଯେ ଛୋଟିଆ ଖୁସିରେ ହିଁ ଆନନ୍ଦ ରହିଛି । ୨୦୨୦ ପୂର୍ବରୁ କଣ ଲୋକମାନଙ୍କ ପାଇଁ ଆନନ୍ଦ ଆଣୁଥିଲା, ଉପରେ ଅଧିକ ଅନ୍ତଦୃଷ୍ଟି ପାଇବା ପାଇଁ ସେବା ଉପରେ କଥାବାର୍ତା ବିଶ୍ଲେଷଣ କରିବାକୁ ଟ୍ୱିଟର ଇଣ୍ଡିଆ ଛଙ୍କସକ୍ଷଗ୍ଧ.ଇଓ ଆୟୋଜିତ କରିଥିଲେ । ଗତ ବର୍ଷ ସମାନ ସମୟରୁ ଅର୍ଥାତ ସେପ୍ଟେମ୍ବର-ନଭେମ୍ବର ୨୦୧୯,ଏକ ୧୦୦-ଦିନ ଫ୍ରେମୱାର୍କରେ, ଭାରତରେ ୨୨ ସିଟିରେ ୮୫୦,୦୦୦ ଟ୍ୱିଟକୁ ଟିମ ଅଧ୍ୟୟନ କରିଥିଲେ । ଅଧ୍ୟୟନରୁ ଜଣା ପଡିଲା ଯେ ଦଶ ସର୍ବାଧିକ କଥାବାର୍ତା କରାଯାଉଥିବା ବିଷୟବସ୍ତୁ ସାମିଲ କରିଥାଏ : ଉଦାସୀନତା, ଉତ୍ସବ, ଖାଦ୍ୟ, ପଶୁ, ପରିବାର, ଭଲ କାମକରିବା, ରୋମାନ୍ସ, ସେଲିବ୍ରିଟି ବିଷୟବସ୍ତୁ, ସ୍ପୋର୍ଟ୍ସ ଏବଂ ହାସ୍ୟ (ବର୍ଣ୍ଣମାଳା କ୍ରମରେ ସୂଚୀବଦ୍ଧ) ।
ମନୀଷ ମାହେଶ୍ୱରୀ, ମ୍ୟାନେଜିଙ୍ଗ ନିର୍ଦ୍ଦେଶକ, ଟ୍ୱିଟର ଇଣ୍ଡିଆ କହନ୍ତି, “ଟ୍ୱିଟର ଏକ ଆଧୁନିକ ସାର୍ବଜନୀନ ବର୍ଗ ଅଟେ ଯେଉଁଠି ବିବିଧ ସ୍ୱର ସେମାନଙ୍କ ରୁଚିଥିବା ବିଷୟ ଏବଂ  କଥାବାର୍ତା ଉପରେ ଆଲୋଚନା କରନ୍ତି ଓ ସେମାନଙ୍କର ବିଚାରଭାଗ କରିଥାନ୍ତି । ଗତବର୍ଷ ଲୋକମାନେ ଜୀବନର ଅନେକ ଆନନ୍ଦରେ ଉତ୍ସବ ପାଳନ ଏବଂ ନାଚକୁଦ କରୁଥିଲେ ଏବଂ ବାର୍ତାଳାପ ରିପ୍ଲେ ସହିତ ଆମର ଉଦ୍ଦେଶ୍ୟ ହେଲା ଜୀବନର ଉତ୍ସବ ପାଳନ କରିବାକୁ ପ୍ରୋତ୍ସାହିତ କରିବା ପାଇଁ ଭାରତର ବିବିଧ ଭାଗରୁ ଆନନ୍ଦର ବିଭିନ୍ନ ବିଷୟବସ୍ତୁରେ ସେ ସମସ୍ତ ଜୀବନ୍ତ କଥାବାର୍ତାକୁ ଫେରସ୍ତ ଫିଙ୍ଗିବା । ସେ ସମସ୍ତ କଥାବାର୍ତାକୁ ଭାଗକରିବା ଆମର ବାଟରେ ଭାରତୀୟ ମାନଙ୍କୁ ଖୁସିର ଏକ କ୍ଷଣ ଦେବା ଏବଂ ସେମାନଙ୍କୁ ମନେ ପକାଇ ଦେବା ଯେ ଛୋଟିଆ ଖୁସିରେ ମଧ୍ୟ ଆନନ୍ଦ ମିଳିପାରେ ।
ଉକ୍ଟଦ୍ଭଙ୍ଖରକ୍ସଗ୍ଦବଗ୍ଧସକ୍ଟଦ୍ଭ ଜରକ୍ଟ୍ରକ୍ଷବଚ୍ଚ:  ଭୁବନେଶ୍ୱରରେ ଆନନ୍ଦର ପସନ୍ଦୀୟ ବିଷୟବସ୍ତୁ
ଭଲ କାମକରିବା: ଯେତିକି ଅଧିକ ଆନନ୍ଦ ଜଣେ ଦେଇଥାଏ, ସେମାନେ ନିଜଭିତରେ ସେତିକି ଆନନ୍ଦ ଅନୁଭବ କରିଥାନ୍ତି
ବାସ କରିବାକୁ ଲୋକଙ୍କ ପାଇଁ ବୃହତର ସ୍ଥାନ ନିର୍ମାଣରେ ସାହାର୍ଯ୍ୟ କରିବା ଦ୍ୱାରା ଆମ ନିଜଠାରୁ ଉଦ୍ଦେଶ୍ୟର ବୃହତର ଭାବନା ଜଣକୁ ଭଲ କାମକରିବା ଦେଇଥାଏ । ଭାଗ କରିବା, ସ୍ୱୀକୃତି ଦେବା ଏବଂ ଦୟାଳୁତା ଓ ମାନବିକତା ର କାର୍ଯ୍ୟ ହାତକୁ ନେବା ପାଇଁ ଅନ୍ୟମାନଙ୍କୁ ପ୍ରୋତ୍ସାହିତ କରିବାରେ ଏହା ପ୍ରକଟ ହୋଇପାରେ । ଟ୍ୱିଟ କରିବା ଏବଂ ଏଥିରେ ଯୋଗଦାନ କରିବାରେ ଭୁବନେଶ୍ୱର ଶୀର୍ଷ ସିଟି ରହିବା ସହିତ ଏହି କଥାବାର୍ତା ବିଷୟ ବସ୍ତୁ ମାଧ୍ୟମରେ ଟ୍ୱିଟରରେ ଲୋକମାନେ ବହୁତ ବଡ ଖୁସି ଦେଖିଲେ ।
ପରିବାର: କାରଣ ଆପଣ ଆନନ୍ଦକୁ ଲୋକଙ୍କ ସହିତ ଭାଗକରି ପାରିଲେହିଁ ଏହା ବାସ୍ତବ ହୋଇଥାଏ
ପରିବାର ଉସ୍ରବ ପାଳନ ଏବଂ ସେମାନଙ୍କ ସହିତ ନୂତନ ସ୍ମୃତି ସୃଷ୍ଟିକରିବା ପାଇଁ ଟ୍ୱିଟର ମଧ୍ୟ ଏକ ସ୍ଥାନ ଅଟେ । ଗୋଟିଏ ଗୋଷ୍ଟୀ ସହିତ ସମ୍ବନ୍ଧର ଏହି ଆନନ୍ଦ ଏବଂ ପ୍ରିୟଜନଙ୍କ ସହିତ ବିଶେଷକ୍ଷଣର ସ୍ମୃତି ସମ୍ମାନର ଉସ୍ରବ ଭୁବନେଶ୍ୱରରେ ସର୍ବାଧିକ ଦେଖିବାକୁ ମିଳିଥିଲା ।
ପୋଷା ଜୀବଜନ୍ତୁ: ସମୟ ସମୟରେ ଏକ ଲୋମଶ ସାଙ୍ଗ ଆପଣଙ୍କ ଜୀବନରେ ପ୍ରବେଶ କରନ୍ତିଏବଂତାହାକୁ ଆନନ୍ଦରେ ଭରି ଦିଅନ୍ତି
ପୋଷା ଜୀବଜନ୍ତୁ ଅମେଳ ସାହଚର୍ଯ୍ୟ ଏବଂ ଖୁସି ଆଣିପାରିନ୍ତି । ଏହି ଅତି ସୁନ୍ଦର ପ୍ରାଣୀମାନଙ୍କ ସହିତ କୌତୁକ ଆଦାନ ପ୍ରଦାନ ଏବଂ ଘଟଣା ବଶତଃ ମିଶିବା ଆଦି ପ୍ରାୟତଃ ଟ୍ୱିଟ ମାଧ୍ୟମରେ ଲୋକମାନେ ଦସ୍ତା ବିଜିକରଣ କରିଥାନ୍ତି । ପ୍ରକୃତରେ ସେମାନଙ୍କର ମନୋଦଶା ଉପରକୁ ଉଠାଇବା ପାଇଁଁ କ୍ୟୁଟନେସର ଏକ ଖୋରାକ ପାଇଁ ଚରଗ୍ଧ ଞଙ୍ଗସଗ୍ଧଗ୍ଧରକ୍ସ ଡାକିବାକୁ ଲୋକଙ୍କ ପାଇଁ ଅସାମାନ୍ୟ ନାହିଁ । ଅଧ୍ୟୟନରୁ ଜଣା ପଡିଲା ୨୦୧୯ରେ ଟ୍ୱିଟରେ ପୋଷା ଜୀବଜନ୍ତୁଙ୍କ ପାଇଁ ଭଲ ପାଇବା ଭାଗକରିବା ଆସିଲେ ଭୁବନେଶ୍ୱରରୁ ଲୋକମାନେ ଚାର୍ଟ ଶୀର୍ଷରେ ରହିଥିଲେ ।
ବାର୍ତାଳାପ  ରିପ୍ଲେ: ସାରାଭାରତରେ ଖୁସିର ପସନ୍ଦୀୟ ବିଷୟ ବସ୍ତୁ ଏର୍ଣ୍ଣାକୁଲମ, ହାଇଦ୍ରାବାଦ ଏବଂ ଚେନ୍ନାଇ ଭଳି ଦାକ୍ଷିଣାତ୍ୟ ସିଟି’ରେ ସ୍ପୋର୍ଟ୍ସ, ଖାଦ୍ୟ, ଉତ୍ସବ, ସେଲେବ୍ରିଟ ିବିଷୟ ବସ୍ତୁ, ଏବଂ ହାସ୍ୟ ଆଦି କଥାବାର୍ତାରେ ମୁଖ୍ୟସ୍ଥାନ ପାଇଥାଏ । ଯେତେବେଳେ କି ରୋମାନ୍ସ ଉପରେ କାଥାବାର୍ତାରେ ଲୁଧିଆନା ଚାର୍ଟର ସବୁଠୁ ଶୀର୍ଷରେ ଥିଲାବେଳେ ରାଇପୁର ଶୀର୍ଷରେ ଥିଲା ଜୀବଜନ୍ତୁଙ୍କ କଥାବାର୍ତା ବିଷୟରେ । ଭୁବନେଶ୍ୱର’ର ଅଧିକାଂଶ କଥାବାର୍ତା ପରିବାର ଏବଂ ଭଲ କାମକରିବା ଉପରେ ରହିଥିବାବେଳେ ଉଦାସୀନତା ଉପରେ ମୁମ୍ବାଇ ଶୀର୍ଷରେ ଥିଲା ।
ଟ୍ୱିଟର ବିଷୟରେ(ଘଣଝଋ:ଞଡଞଜ)
ବର୍ତମାନ ଦୁନିଆରେ କଣ ହେଉଛି ଏବଂ ଲୋକମାନେ କଣ କଥା ହେଉଛନ୍ତି ହେଲା ଟ୍ୱିଟର । ବ୍ରେକିଙ୍ଗ ନ୍ୟୁଜ ଏବଂ ମନୋରଞ୍ଜନ ଠାରୁ ସ୍ପୋର୍ଟ୍ସ, ରାଜନୀତି ଏବଂ ଦୈନନ୍ଦିନ ଆକର୍ଷଣ, କାହାଣୀର ପ୍ରତ୍ୟେକ ପାଶ୍ୱର୍ ଦେଖନ୍ତୁ । ଖୋଲା କଥାବାର୍ତା ରେ ଯୋଗ ଦିଅନ୍ତୁ । ଲାଇଭ-ଷ୍ଟ୍ରିମିଙ୍ଗ ଘଟଣା ଦେଖନ୍ତୁ । ସାରା ପୃଥିବୀରେ ୪୦ରୁ ଅଧିକ ଭାଷାରେ ଉପଲବ୍ଧ ସେବା ଗ୍ଧଙ୍ଗସଗ୍ଧଗ୍ଧରକ୍ସ.ମକ୍ଟଜ୍ଞ, ମୋବାଇଲ ଡିଭାଇସର ଏକ ଅରେ, ଏବଂ ଝଗଝ ମାଧ୍ୟମରେ ଏକ୍ସେସ କରାଯାଇପାରିବ । ଅଧିକ ସୂଚନା ପାଇଁ ଦୟାପୂର୍ବକ www.twitter.comପରିଦର୍ଶନ କରନ୍ତୁ, ଅଞଙ୍ଗସଗ୍ଧଗ୍ଧରକ୍ସ ଅନୁସରଣ କରନ୍ତୁ , ଏବଂ ଗ୍ଧଙ୍ଗସଗ୍ଧଗ୍ଧରକ୍ସ.ମକ୍ଟଜ୍ଞ/ୟକ୍ଟଙ୍ଗଦ୍ଭକ୍ଷକ୍ଟବୟ ଓ କ୍ଟ୍ରରକ୍ସସଗ୍ଦମକ୍ଟକ୍ଟ୍ରର.ଗ୍ଧଙ୍ଖ ରେ ଉଭୟ ଟ୍ୱିଟର ଏବଂ ପେରିସ୍କୋପ  ଆପ  ଡାଉନଲୋଡ କରନ୍ତୁ ।.

Khansweb Solution Bhubaneswar

Leave A Reply

Your email address will not be published.