ଡିସେମ୍ବର ୧ରୁ ବଦଳିବ ଏଟିଏମ ନିୟମ।
ଭୁବନେଶ୍ୱର,୨୯ା୧୧: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍ବି) ପକ୍ଷରୁ ଡିସେମ୍ବର ୧ରୁ ଏହାର ଏଟିଏମ୍ରୁ ଟଙ୍କା ଉଠାଣ ପ୍ରକ୍ରିୟାରେ ବଡ଼ ଧରଣର ପରିବର୍ତ୍ତନ କରିବାକୁ ଯାଉଛି। ବ୍ୟାଙ୍କ ନିଜର ଗ୍ରାହକମାନଙ୍କୁ ଉନ୍ନତ ସେବା ଓ ସୁବିଧା ସହ ବିଭିନ୍ନ ପ୍ରକାର ଠକେଇରୁ ସୁରକ୍ଷା ଦେବା ପାଇଁ ଏହି…
Read More...
Read More...