banner
Breaking
Yearly Archives

2020

ରାଜ୍ୟରେ ଆଜି ୪୩୫୬ ପଜିଟିଭ ଚିହ୍ନଟ , ୪୭୬୧ ସୁସ୍ଥ ଓ ୧୬ ମୃତ।

ଭୁବନେଶ୍ୱର,୨୬/୯(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୪୩୫୬ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୨୫୨୯ ଓ ୧୮୨୭ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୦୫,୪୫୨ରେ ପହଞ୍ଚିଛି। ସେଥିରୁ ୩୯,୧୮୪ ଜଣ…
Read More...

ଆସନ୍ତାକାଲି ପୁରୀ ଓ କୋଣାର୍କକୁ ଗଡିବ ମୋ ବସ।

ଭୁବନେଶ୍ୱର,୨୬/୯(ଓଡ଼ିଆ ନ୍ୟୁଜ): ଆସନ୍ତାକାଲି ବିଶ୍ୱ ପର୍ୟ୍ୟଟନ ଦିବସରେ ପୁରୀ ଏବଂ କୋଣାର୍କକୁ ଗଡ଼ିବ ମୋ ବସ୍। କ୍ରୁଟ୍ ପକ୍ଷରୁ ଆସନ୍ତା ସେପ୍ଟେମ୍ବର ୨୭ରେ ଏହି ବ୍ୟବସ୍ଥା ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି। ବସ୍ ଚଳାଚଳ ପାଇଁ ବହୁ ଦିନରୁ ସ୍ଥାନୀୟ ବାସିନ୍ଦା ଦାବିକରି ଆସୁଥିଲେ। ତେବେ…
Read More...

ଦିଲ୍ଲୀ ୪୪ ରନରେ ହରାଇଲା ଚେନାଇକୁ।

ଦୁବାଇ, ୨୬।୯ : ଯୁବ ଓପନର ପୃଥ୍ବୀ ଶ’ଙ୍କ ଦ୍ରୁତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଆକର୍ଷଣୀୟ ପ୍ରଦର୍ଶନ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ଶୁକ୍ରବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗ୍ସକୁ ୪୪ ରନରେ ପରାସ୍ତ କରିଛି। ଦିଲ୍ଲୀ ପକ୍ଷରୁ ୧୭୬ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ବିଶେଷ ଭ୍ରମଣଜନିତ ଶାରୀରିକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ। ବନ୍ଧୁମାନଙ୍କ ଗହଣରେ ନୂତନ ସ୍ଥାନ ପରିଦର୍ଶନରେ ଯାଇପାରନ୍ତି। ବ୍ୟବସାୟିକ ସ୍ଥିତି କେତେକାଂଶରେ ଚିନ୍ତାଜନକ ସ୍ଥିତିକୁ ଆସି ଯାଇପାରେ। ବିବାଦୀୟ ଘଟଣାଠାରୁ ଦୂରେଇ ରହିବା ଭଲ ହେବ। ବୃଷ:-ଆଜି କୌଣସି ନୂତନ ଯୋଜନା…
Read More...

ଭାଗବତ ପ୍ରସାଦ ନନ୍ଦଙ୍କ ଅମ୍ଳାନ ସ୍ମୃତିରେ।

ଭୁବନେଶ୍ୱର, ୨୫.୯ : ଶ୍ରୀ ଭାଗବତ ପ୍ରସାଦ ନନ୍ଦ (ସମ୍ବଲପୁର) ୮୩ ବର୍ଷ ବୟସରେ ଗତ ୨୪ ତାରିଖରେ ଚାଲିଗଲେ । ସମ୍ବଲପୁର ଅଞ୍ଚଳର ସମସ୍ତ ସାଧାରଣ ଜନତାଙ୍କ ସ୍ୱାର୍ଥ ସମ୍ବଳିତ ସଂଗ୍ରାମରେ ସେ ଆଗରେ ରହୁଥିଲେ ଓ ସାଇକେଲ୍ ଚଢି ପହଞ୍ଚି ଯାଉଥିଲେ । ଗର୍ବ, ଈର୍ଷା, ପରଶ୍ରୀକାତରତା ଠାରୁ ସେ ଥିଲେ…
Read More...

ଓଡିଶୀ ନୃତ୍ୟ ଓ ସ°ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ କେନ୍ଦ୍ରକୁ ଚିଠି ଲେଖିଲେ ନବୀନ।

ଭୁବନେଶ୍ୱର,୨୫/୯(ଓଡ଼ିଆ ନ୍ୟୁଜ): ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା ନିମନ୍ତେ କେନ୍ଦ୍ରକୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତ ମନ୍ତ୍ରୀ ପହ୍ଲାଦ ସିଂହ ପଟେଲଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖି ପଦକ୍ଷେପ…
Read More...

ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା କରୋନା ଆକ୍ରାନ୍ତ।

ଭୁବନେଶ୍ୱର, ୨୫ା୯(ଓଡ଼ିଆ ନ୍ୟୁଜ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ବିଧାୟକଙ୍କଠାରୁ ଆରମ୍ଭ କରି ସାଂସଦ, ମନ୍ତ୍ରୀ କରୋନା ରେ ଆକ୍ରାନ୍ତ ହେଉଛନ୍ତି । ଏହାରି ମଧ୍ୟରେ ଆଜି ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା କରୋନା କବଜାକୁ…
Read More...

ଅକ୍ଟୋବର ୨୮ରେ ନିର୍ବାଚନ। ନଭେମ୍ବର ୧୦ରେ ଗଣତି।

ନୂଆଦିଲ୍ଲୀ : ଆସନ୍ତା ମାସ ୨୮ ତାରିଖରୁ ବିହାରରେ ବିଧାନସଭା ନିର୍ବାଚନ ତିନିଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ଭୋଟ ଗଣନା ନଭେମ୍ବର ୧୦ରେ ହେବ। ଆଜି ନୂଆଦିଲ୍ଲୀରେ ଏ ବିଷୟ ଘୋଷଣା କରି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା କହିଛନ୍ତି, ନିର୍ବାଚନ ଘୋଷଣା ସହିତ ଆଦର୍ଶ ଆଚରଣ ସଂହିତା…
Read More...

କୃଷି ବିଲ୍ ଦେଶର କୃଷକ ଓ ଶ୍ରମିକମାନଙ୍କୁ ଅନାବଶ୍ୟକ ଆଇନର ବନ୍ଧନରୁ ମୁକ୍ତ କରିବ : ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ସଂସଦରେ ନିକଟରେ ଗୃହୀତ ହୋଇଥିବା କୃଷି ବିଲ୍ ଏବଂ ଶ୍ରମ ଆଇନ ଦେଶର କୃଷକ ଓ ଶ୍ରମିକମାନଙ୍କୁ ଅନାବଶ୍ୟକ ଆଇନର ବନ୍ଧନରୁ ମୁକ୍ତ କରିବ। ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମ ବାର୍ଷିକୀ ଅବସରରେ ବିଜେପି ଦଳର କର୍ମୀଙ୍କୁ ସମ୍ବୋଧିତ…
Read More...

ଭାରତ ବନ୍ଦରେ ବିକ୍ଷୋଭ କରି ଆମ ଅଧିକାରର କର୍ମୀମାନେ ଗିରଫ

ଭୁବନେଶ୍ୱର, ୨୫/୯(ଓଡ଼ିଆ ନ୍ୟୁଜ) : କେନ୍ଦ୍ର ସରକାର ସଂସଦରେ ଗୃହିତ କରାଇଥିବା କୃଷକ ବିରୋଧୀ କଳାବିଲ୍ ବାତିଲ୍ କରିବା ଦାବୀରେ ବିଭିନ୍ନ କୃଷକ ଓ ଗଣସଂଗଠନ ଗୁଡ଼ିକ ପକ୍ଷରୁ ଆହୂତ ଭାରତ ବନ୍ଦରେ ପୂର୍ବ ନିର୍ଦ୍ଧାରିତ ଘୋଷଣା ଅନୁଯାୟୀ ‘ଆମ ଅଧିକାର’ ଆଜି ସାମିଲ୍ ହୋଇଥିଲା । ସଂଗଠନର ୫୦ରୁ…
Read More...