banner
Breaking
Yearly Archives

2020

ରାଜ୍ୟରେ ଆଜି ପୁଣି ୩୩୨୬ ପଜିଟିଭ ଚିହ୍ନଟ ଓ ୧୫ ମୃତ।

ଭୁବନେଶ୍ୱର ,୪/୧୦(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୩୩୨୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୧୯୪୫ ଓ ସ୍ଥାନୀୟ ଅଞ୍ଚଳରୁ ୧୩୮୧ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା୨,୩୨,୭୧୩ ରେ ପହଞ୍ଚିଛି। ସେଥିରୁ ୧,୯୮,୧୯୪ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ…
Read More...

ମହାବୀର ସାମାଜିକ ସଙ୍ଗଠନ ପକ୍ଷରୁ ସାମ୍ବାଦିକଙ୍କୁ କରୋନା ଯୋଦ୍ଧା ସମ୍ମାନ ।

ଭୁବନେଶ୍ୱର : ନୟାପଲ୍ଲୀ ୱାର୍ଡ଼ ନଂ-୩୯ ଅଧିନରେ ଥିବା ଶାସ୍ତ୍ରୀନଗର କମ୍ୟୁନିଟି ହଲରେ ଶ୍ରୀ ମହାବୀର ସାମାଜିକ ସଂଗଠନର ସାଧାରଣ ସଂପାଦକ ତଥା ବିଜୁ ଜନତା ଦଳର ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଂପାଦକ ମିଲନ୍ କୁମାର ପାଇକରାୟଙ୍କ ନେତୃତ୍ୱରେ ଗଣମାଧ୍ୟମ ବ୍ୟକ୍ତି ବିଶେଷଙ୍କୁ କରୋନା ଯୋଦ୍ଧା…
Read More...

ଭୁବନେଶ୍ୱରରେ ହତ୍ୟାକାଣ୍ଡ।

ଭୁବନେଶ୍ବର,୪/୧୦(ବ୍ୟୁରୋ): ଭୁବନେଶ୍ବରସ୍ଥିତ ସାମନ୍ତରାପୁରରେ ରବିବାର ଅଭାବନୀୟ ଘଟଣା ଘଟିଛି। ଲିଙ୍ଗରାଜ ଥାନା ଅନ୍ତର୍ଗତ ସାମନ୍ତରାପୁର ଦୁର୍ଗା ମଣ୍ଡପ ନିକଟରେ ଜଣେ ମିଠା ଦୋକନୀ ଅନ୍ୟ ଜଣେ ମିଠା ଦୋକାନୀକୁ ଗୋଡାଇ ଗୋଡାଇ ମାରଣାସ୍ତ୍ରରେ ନିର୍ମମ ଭାବେ ହତ୍ୟା କରିଥିବା ଜଣାପଡ଼ିଛି। ଘଟଣା…
Read More...

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ମହାରଥୀଙ୍କ ଶେଷକୃତ୍ୟ ସ°ପନ୍ନ।

ଭୁବନେଶ୍ୱର, ୪।୧୦(ବ୍ୟୁରୋ): ଓଡିଶା ରାଜନୀତିର ବେଲଗାମ୍ବ ବାଦଶାହା,ସବୁରି ପ୍ରିୟ,ବରିଷ୍ଠ ବିଜେଡି ନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କର ଶନିବାର ରାତି ୨ ଟା ୩୬ମିନିଟ ସମୟରେ ପରଲୋକ ଘଟିଥିଲା। ଆଜି ତାଙ୍କ ପାର୍ଥୀବ ଶରୀରକୁ ଏକ ସ୍ୱତନ୍ତ୍ର ଗାଡି ଯୋଗେ ଶୋଭାଯାତ୍ରାରେ…
Read More...

ହାରିଗଲେ ମହାରଥୀ, ସରିଗଲା ରାଜନୀତି।

ଭୁବନେଶ୍ୱର, ୪।୧୦(ବ୍ୟୁରୋ): ଓଡିଶା ରାଜନୀତିର ବେଲଗାମ୍ବ ବାଦଶାହା,ସବୁରି ପ୍ରିୟ,ବରିଷ୍ଠ ବିଜେଡି ନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କର ଶନିବାର ରାତି ୨ ଟା ୩୬ମିନିଟ ସମୟରେ ପରଲୋକ ଘଟିଛି। ଜୀବନ ଯୁଦ୍ଧରେ ହାରିଗଲେ ଏହି ମହାନ ନେତା। ମୃତ୍ୟୁବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା।…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ଯେଉଁ କାମ କରନ୍ତୁନା କାହିଁକି, ଅବଶ୍ୟ ଠିକ୍‌ ସମୟରେ ସମ୍ପନ୍ନ ହେବା କଷ୍ଟକର ହୋଇ ପଡିବ। କର୍ମକ୍ଷେତ୍ରରେ ପ୍ରତିଟି ସମସ୍ୟାକୁ ସୁଧାରି ନେବାରେ କିଛି ଅସୁବିଧା ହେବନାହିଁ। ସଭାସମିତି,ମନୋରଞ୍ଜନ,ସଙ୍ଗୀତ ଚର୍ଚ୍ଚା, କଳା, ସାହିତ୍ୟ ସବୁ ଦିଗରୁ ଖୁସୀ ମନେଇବେ। ଅନାବଶ୍ୟକ ଭାବରେ…
Read More...

ତିର୍ତ୍ତୋଲରେ ବିଜୟଙ୍କୁ ଗ୍ରୀନ ସିଗନାଲ।

ଭୁବନେଶ୍ୱର,୩/୧୦(ଓଡ଼ିଆ ନ୍ୟୁଜ): ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଉପ-ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ଏବେ ରାଜନୈତିକ ଦଳରେ ସରଗରମ ଲାଗି ରହିଛି। ନିର୍ବାଚନ ଯେତିକି ପାଖେଇ ଆସୁଛି, ପ୍ରାର୍ଥୀ ଚୟନ ନେଇ ସେତିକି ଉଷ୍ମତା ମଧ୍ୟ ବୃଦ୍ଧି ପାଉଛି । ତିର୍ତୋଲ ବିଧାନସଭା ଆସନକୁ ନେଇ…
Read More...

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା। ୭ ଯାଏ ବର୍ଷିବ।

ଭୁବନେଶ୍ୱର,୩/୧୦(ବ୍ୟୁରୋ): ଆସନ୍ତା ୨୪ ଘଣ୍ଟା (ରବିବାର ) ମଧ୍ୟରେ କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଅନୁଗୋଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା  ଆଶଙ୍କା କରିଛି ପାଣିପାଗ ବିଭାଗ ।  ରାୟଗଡା, ବୌଦ୍ଧ, ପୁରୀ,ଖୋର୍ଦ୍ଧା, ନୟାଗଡ଼, ପୁରୀ,ବଲାଙ୍ଗୀର, କଟକ,ଜଗତସିଂହପୁର, କେନ୍ଦ୍ରାପଡା,…
Read More...

ପ୍ଲାଜମା ଦାନକଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କଟକ ,୩/୧୦(ଓଡ଼ିଆ ନ୍ୟୁଜ): କେନ୍ଦ୍ର ତୈଳ ଓ ପ୍ରାକୃତିକ ବାସ୍ପ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଶନିବାର କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଳେଜ ଓ ହସ୍ପିଟାଲରେ ପ୍ଳାଜମା ଦାନ କରିଛନ୍ତି। ଏଥିସହିତ କରୋନା ଆକ୍ରାନ୍ତ ହୋଇ ଆରୋଗ୍ୟ ଲାଭ କରିଥିବା ସମସ୍ତେ ପ୍ଳାଜମା ଦାନ…
Read More...

ପ୍ରଦୀପ ମହାରଥୀଙ୍କ ସ୍ବାସ୍ଥ୍ୟବସ୍ଥା ନେଇ କଥାହେଲେ ମୁଖ୍ୟମନ୍ତ୍ରୀ।

ଭୁବନେଶ୍ୱର,୩/୧୦(ଓଡ଼ିଆ ନ୍ୟୁଜ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କର ଆରୋଗ୍ୟ କାମନା କରିଛନ୍ତି । ପିପିଲି ବିଧାୟକ କରୋନା ସଂକ୍ରମିତ ହେବାପରେ ଏବେ ତାଙ୍କର ଚିକିତ୍ସା ଚାଲିଛି । ସେ ଭେଣ୍ଟିଲେଟର ସପୋର୍ଟରେ ରହିଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ପରିବାର…
Read More...