banner
Breaking
Yearly Archives

2020

ଆସନ୍ତା ଅପ୍ରେଲ ସୁଦ୍ଧା ସବୁ ପଞ୍ଚାୟତକୁ ହାଇସ୍ପିଡ ଇଣ୍ଟରନେଟ।

ଭୁବନେଶ୍ବର: ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ୫‘ଟି’ ଆଧାାରରେ ସମସ୍ୟା ପରିବର୍ତ୍ତନ ଉଦ୍ଦେଶ୍ୟରେ ଗଠିତ ରାଜ୍ୟସ୍ତରୀୟ ରୂପାୟନ କମିଟିର ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଆସନ୍ତା ୨୦୨୧ ଅପ୍ରେଲ ସୁଦ୍ଧା ରାଜ୍ୟର ସମସ୍ତ ଗ୍ରାମପଞ୍ଚାୟତକୁ ହାଇ ସ୍ପିଡ୍‌ ଇଣ୍ଟରନେଟ୍‌…
Read More...

ଆଉ ଦୁଇମାସ ଭିତରେ ମିଳିବ କରୋନା ଟୀକା। ହୁ(who)

ଜେନେଭା,:- ସାରା ବିଶ୍ବ କରୋନା କବଳରେ ଘାଣ୍ଟି ଚକଟି ହେଉଥିବା ବେଳେ ଆସିଛି ଏକ ଆଶ୍ବସ୍ତିକର ଖବର।ଏ ବର୍ଷ ଶେଷ ସୁଦ୍ଧା ମିଳିପାରେ କରୋନା ଟୀକା। ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନ (ହୁ)ର ମୁଖ୍ୟ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।ମହାମାରୀ ଉପରେ କାର୍ଯ୍ୟନିର୍ବାହୀ ବୋର୍ଡର…
Read More...

୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଖୋଲିବ ସିନେମା ହଲ।

ନୂଆଦିଲ୍ଲୀ : ଚଳିତ ଅକ୍ଟୋବର ୧୫ରୁ ଦେଶରେ ସିନେମା ହଲ୍‍ଗୁଡ଼ିକୁ ଖୋଲିବା ସଂକ୍ରାନ୍ତୀୟ ନିର୍ଦ୍ଦେଶାବଳୀକୁ ସୂଚନା ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର ଉନ୍ମୋଚନ କରିଛନ୍ତି। ଆଜି ନୂଆଦିଲ୍ଲୀଠାରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ସେ କହିଛନ୍ତି, ସିନେମାହଲ୍‍ଗୁଡ଼ିକ ୫୦ ପ୍ରତିଶତ ଦର୍ଶକଙ୍କୁ…
Read More...

କମ୍ ପାଣି ପିଇଲେ ଶରୀରରେ ଏହିସବୁ ଲକ୍ଷଣ ଦେଖାଯାଏ।

ନୂଆଦିଲ୍ଲୀ ୬।୧୦ : ପାଣି ଆମ ଶରୀର ପାଇଁ କେତେ ଜରୁରୀ, ଏହା ଜାଣିବା ବ୍ୟତୀତ ବହୁତ ଲୋକ ଉପଯୁକ୍ତ ମାତ୍ରାରେ ପାଣି ପିଅନ୍ତି ନାହିଁ। ଆବଶ୍ୟକ ମାତ୍ରାରେ ପାଣି ନପିଇବା ଦ୍ବାରା ଆମ ସ୍ବାସ୍ଥ୍ୟ ଉପରେ ନକରାତ୍ମକ ପ୍ରଭାବ ପଡ଼ିଥାଏ। ଏହା ବାଦ୍‌ ବହୁତ ପ୍ରକାରର ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା…
Read More...

ରୁଷ ବହାରକଲା ଦ୍ବିତୀୟ କରୋନା ଟୀକା।

ମସ୍କୋ- ବିଶ୍ୱର ପ୍ରଥମ ଦେଶ ଭାବେ ରୁଷ୍‌ ସ୍ପୁଟୋନିକ ଭି ନାମକ କରୋନା ଟିକା ଲଞ୍ଚ କରିଛି । ଏବେ ସାଧାରଣ ଲୋକଙ୍କ ପାଇଁ ଏହି ଟିକା ଉପଲବ୍ଧ । ଏବେ ରୁଷ୍ ଦ୍ୱିତୀୟ କରୋନା ଟିକା ଲଞ୍ଚ୍‌ କରିବା ପାଇଁ ଯାଉଛି। ପ୍ରଥମ ଟିକାର ନାମ ସ୍ପୁଟୋନିକ୍‌ ଭିଥିବା ବେଳେ ଦ୍ୱିତୀୟ ଟିକାର ନାମ ଏପି ଭାକ୍‌…
Read More...

ଭୁବନେଶ୍ୱରରୁ ଆଜି ୩୬୫ ପଜିଟିଭ ଚିହ୍ନଟ ଓ ୩୨୯ ସୁସ୍ଥ।

ଭୁବନେଶ୍ୱର,୬/୧୦(ଓଡ଼ିଆ ନ୍ୟୁଜ):ରାଜଧାନୀ ଭୁବନେଶ୍ୱରରୁ ଆଜି ମୋଟ ୩୬୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ହୋଇଥିବା ମୋଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ୍‌ରୁ ୧୧୬ଜଣ ଓ ଲୋକାଲ୍‌ କଣ୍ଟାକ୍ଟ କେସ ୨୪୯ ଜଣ ଅଛନ୍ତି। ତେବେ ରାଜଧାନୀ ଭୁବନେଶ୍ୱରରୁ ଆଜି ୩୨୯ ଜଣ…
Read More...

ବିଧାନସଭାରେ ପାରିତ ହେଲା ପାଞ୍ଚଟି ବିଲ୍।

ଭୁବନେଶ୍ୱର,୬।୧୦(ବ୍ୟୁରୋ): ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ-୨୦୨୦ ମଙ୍ଗଳବାର ବହୁ ହଟ୍ଟଗୋଳ ମଧ୍ୟରେ ବିଧାନସଭାରେ ପାରିତ ହୋଇଛି। ୪ ଦିନର ଆଲୋଚନା ପରେ ଗୃହରେ ଏହି ବିଲ୍‌ ପାରିତ ହୋଇଛି। ଭାଜପା ଓ କ°ଗ୍ରେସ ବିଧାୟକମାନେ ବାରମ୍ବାର ହଟ୍ଟଗୋଳ କରି ବିଲ୍‌କୁ ବିରୋଧ କରିଥିଲେ। ଏହି ବିଲ ପାରିତ…
Read More...

ବିଶ୍ବବିଦ୍ୟାଳୟ ସ°ଶୋଧନ ବିଲ ଉପରେ ଉତ୍ତର ରଖିଲେ ଅରୁଣ ସାହୁଙ୍କ ।

ଭୁବନେଶ୍ୱର,୬ ।୧୦(ଓଡ଼ିଆ ନ୍ୟୁଜ): ବିଧାନସଭାରେ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲକୁ ନେଇ ଆଲୋଚନା ହୋଇଛି । ଏନେଇ ଗୃହରେ ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଯେ, ‘କେନ୍ଦ୍ର ଆଇନ ଓ ରାଜ୍ୟ ଆଇନ ଭିତରେ କୌଣସି ଦ୍ୱନ୍ଦ୍ୱ ନାହିଁ । ଅନ୍ୟ ରାଜ୍ୟରେ ଭିସି ଚୟନରେ ଯେଉଁ…
Read More...

ରାଜ୍ୟରେ ପୁଣି ପ୍ରବଳ ବର୍ଷା ହେବ।

ଭୁବନେଶ୍ୱର,୬।୧୦(ବ୍ୟୁରୋ): ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଓଡିଶା ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଏବଂ ଏହାକୁ ଲାଗି ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଯୋଗୁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୩ ଜିଲା ଗଜପତି, ଗଞ୍ଜାମ, ରାୟଗଡା, ମାଲକାନଗିରି,…
Read More...

ଯୁକ୍ତ ୨ ଦ୍ବିତୀୟ କଟ୍ ଅଫ ମାର୍କ ପ୍ରକାଶିତ।

ଭୁବନେଶ୍ୱର, ୬।୧୦(ବ୍ୟୁରୋ): ଯୁକ୍ତ୨ ନାମଲେଖା ପାଇଁ ଦ୍ୱିତୀୟ କଟ୍‌ ଅଫ୍‌ ମାର୍କ ତାଲିକା ସୋମବାର ପ୍ରକାଶ ପାଇଛି। କଳାରେ ବିଜେବି, ବିଜ୍ଞାନରେ ରେଭେନ୍‌ଶା, ବାଣିଜ୍ୟରେ ବ୍ୟାସନଗର ଉଚ୍ଚ ମାଧ୍ୟମିକ ସ୍କୁଲ ପ୍ରଥମ ସ୍ଥାନରେ ରହିଛନ୍ତି। କଳାରେ ବିଜେବି ଉଚ୍ଚ ମାଧ୍ୟମିକ ସ୍କୁଲ ୭୦% କଟ୍‌ଅଫ୍‌…
Read More...