banner
Breaking
Yearly Archives

2020

ସେକ୍ସ ରାକେଟ କାରବାରରେ ଅମୃତା ଗିରଫ।

ମୁମ୍ବାଇ,୧୦ ।୧: ବିଗ ବସ୍ ପ୍ରତିଯୋଗୀ ଅରହାନ ଖାନଙ୍କ ପୂର୍ବ ପ୍ରେମିକା ଅମୃତା ଧନୋଆ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ଗତ ଶୁକ୍ରବାର ଦିନ ଗୋରେଗାଁ ଇଷ୍ଟ ହୋଟେଲରୁ ସେକ୍ସ ରାକେଟ ଚଳାଉଥିବା ଅଭିଯୋଗରେ ତାଙ୍କୁ ଗିରଫ କରିଛି ପୋଲିସ । ରେଡ୍ କରି ମୁମ୍ବାଇର ୫ ଷ୍ଟାର ହେଟେଲରୁ ଅମୃତାଙ୍କୁ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ଚନ୍ଦ୍ର ଭାଗ୍ୟସ୍ଥାନକୁ ଅବଲୋକନ କରି ଆପଣଙ୍କ ଚେଷ୍ଟା ଓ କର୍ମାନୁସରି ଅର୍ଥପ୍ରାପ୍ତିର ମାର୍ଗ ଉନ୍ମୁକ୍ତ କରିବେ। ଆଶଙ୍କା ଥିଲେ ହେଁ ସାହାଯ୍ୟ, ସହଯୋଗ ଲାଭକରି କାମ ହାସଲରେ ସମର୍ଥ ହେବେ। କଳା, ସାହିତ୍ୟ, କ୍ରୀଡା ଓ ଚଳଚ୍ଚିତ୍ରରେ ସଫଳତା ସାଙ୍ଗକୁ ଯାନବାହନ, ନିର୍ମାଣ, ଘର…
Read More...

କୋଣାର୍କ ମନ୍ଦିରରେ ୫ଟି ସଚିବ।

କୋଣାର୍କ,୯।୧(ଓଡ଼ିଆ ନ୍ୟୁଜ) ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିରର ପାରିପାଶର୍‌ବିକ ବିକାଶ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ ଗୁରୁବାର ଅଚାନକ କୋଣାର୍କ ପରିଦର୍ଶନ କରିଛନ୍ତି। ଏହି ପରିପ୍ରେକ୍ଷୀରେ କୋଣାର୍କର…
Read More...

ଆଧୁନିକତାର ସ୍ପର୍ଶ ଭିତରେ ଲୁକ୍କାୟିତ ପ୍ରତିଭା ରହିଛି ପ୍ରତିଶ୍ରୁତିର ରାଜ୍ୟସ୍ତରୀୟ କବିତା ଆସର ଓ ପ୍ରତିଭା ସମ୍ମାନ

ଭୁବନେଶ୍ୱର, ୮.୧ : ଆଧୁନିକତାର ସ୍ପର୍ଶ ଭିତରେ ଆଜି ବି ପ୍ରକୃତିଦତ୍ତ ପ୍ରତିଭା ଲୁକ୍କାୟିତ ହୋଇ ରହିଛି । ନିଜର ଭାବନାକୁ କେବଳ ପରିପ୍ରକାଶ କଲେ ହେବ ନାହିଁ, ବରଂ ସମାଜର ସବୁବର୍ଗଙ୍କ ପାଖରେ ପହଞ୍ଚିବା ଦରକାର । ସମକାଳୀନ ସାହିତ୍ୟରେ ସମ୍ବେଦନଶୀଳତା କ୍ରମଶଃ ହ୍ରାସ ପାଇଛି ।…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ଏକାଦଶସ୍ଥ ଶୁକ୍ର ଯୋଗୁ ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟରେ ବନ୍ଧୁମାନଙ୍କ ଆନୁଷଙ୍ଗିକ ସାହାଯ୍ୟ ଓ ସହଯୋଗ ଅବ୍ୟାହତ ରହିବ । ଚନ୍ଦ୍ର ପାପଗ୍ରହ ରାହୁ ସଂଯୁକ୍ତ ହେତୁ ପାରିବାରିକ ସ୍ତରରେ ରାଗ, ରୁଷା ଓ ଅଭିମାନଭରା ପରିବେଶ ସୃଷ୍ଟି ହୋଇପାରେ । ଅର୍ଥ ସମ୍ପର୍କୀୟ ଆବଶ୍ୟକତା ପୂରଣ ହେବାରେ…
Read More...

ଶ୍ରୀଲଙ୍କାକୁ ୭ ୱିକେଟରେ ପରାସ୍ତ କଲା ଭାରତ।

ଇନ୍ଦୋର : ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଇନ୍ଦୋରର ହୋଲକର ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା  ତିନିଟିକିଆ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ଶ୍ରୀଲଙ୍କାକୁ ୭ ୱିକେଟରେ ପରାସ୍ତ କରିଛି ଭାରତ। ୨ଓଭର ୩ଟି ବଲ ବାକି ଥାଇ ଭାରତ ଏହି ମ୍ୟାଚକୁ ହାତେଇ ନେଇଛି। ଆଜିର…
Read More...

ନୀଳାଦ୍ରି ବିହାର ପଣ୍ଡାପାର୍କ ବସ୍ତିରେ ନିଶାନିବାରଣ ସଚେତନତା।

ଭୁବନେଶ୍ୱର,୭/୧(ଓଡ଼ିଆ ନ୍ୟୁଜ) ଚନ୍ଦ୍ରଶେଖରପୁର ଅଂଚଳର ନୀଳାଦ୍ରୀବିହାରସ୍ଥିତ ପଣ୍ଡା ପାର୍କ ଖ ବସ୍ତି ରେ ନିଶା କାରବାର ବନ୍ଦ କରିବା ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ସମାଜସେବୀ ତଥା ଆଞ୍ଚଳିକ ମହିଳା ମହାସଂଘର ସଭାନେତ୍ରୀ ମିଲି ରଣାଙ୍କ ସଭାପତିତ୍ୱର…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଚନ୍ଦ୍ର ଓ ମଙ୍ଗଳଙ୍କ ସମସପ୍ତକ ଦୃଷ୍ଟି ଆପଣଙ୍କୁ କର୍ମକ୍ଷେତ୍ରରେ ସଫଳତା ପ୍ରଦାନ କରିବ। କାନକୁହା କଥା ପାରିବାରିକ କ୍ଷେତ୍ରରେ ପ୍ରତିବନ୍ଧକ ଓ କୈାଣସି ବିବାଦୀୟ ପରିବେଶ ସୃଷ୍ଟି କରିପାରେ। ପରୋକ୍ଷ ଶତ୍ରୁତା, ବାଣିଜ୍ୟରେ କ୍ଷତି, ଜମିଜମା କାରବାରରେ ଦ୍ୱନ୍ଦ୍ୱ ଅସ୍ଥିରତାର ମୁଖ୍ୟ କାରଣ…
Read More...

ଟ୍ରମ୍ପଙ୍କ ମୁଣ୍ଡ ପାଇଁ ୮୦ ମିଲିୟନ ଘୋଷଣା କଲା ଇରାନ

ଇରାନ,(ବ୍ୟୁରୋ): ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମୁଣ୍ଡ ଉପରେ ୮୦ ମିଲିୟନ ଡଲାର ଘୋଷଣା କରିଛି ଇରାନ। ଇରାନର ଏହି ଘୋଷଣା ପରେ ଆମେରିକା ଏବଂ ଇରାନ ମଧ୍ୟରେ ଲାଗି ରହିଥିବା ତିକ୍ତତା ଆହୁରି ବଢିବାର ସମ୍ଭାବନା ରହିଛି। ଅନ୍ୟପଟେ ଟ୍ରମ୍ପ ମଧ୍ୟ ଇରାନକୁ ଧମକ ଦେଇ କହିଛନ୍ତି ଯଦି…
Read More...

ବଢିଲା ବସ ଭଡା।

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ): ଇରାନ ଓ ଆମେରିକା ମଧ୍ୟରେ ଲାଗି ରହିଥିବା ତିକ୍ତତାର ପ୍ରଭାବ ଏବେ ସିଧାସଳଖ ଭାରତ ବଜାର ଉପରେ ପଡିଛି। ସେୟାର ବଜାରରେ ସେନସେକ୍ସ ଓ ନିଫ୍ଟି ହ୍ରାସ ପାଇଥିବା ବେଳେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୨୧ ପଇସା ହ୍ରାସ ଘଟିଛି। ଏହାର ପ୍ରଭାବରେ ସୁନାର ଦାମ୍ ମଧ୍ୟ…
Read More...