banner
Breaking
Yearly Archives

2020

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଆଦାନୀ।

ଭୁବନେଶ୍ୱର,୯ା୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶନିବାର ଜଣାଶୁଣା ଶିଳ୍ପପତି ଗୌତମ ଆଦାନୀ ନବୀନ ନିବାସରେ ଭେଟିଛନ୍ତି। ଏହି ବୈଠକରେ ଆଦାନୀ ଗ୍ରୁପ୍‌ର ରାଜ୍ୟରେ ପୁଞ୍ଜିନିବେଶ ସମ୍ପର୍କିତ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା। ରାଜ୍ୟରେ ଲଜିଷ୍ଟିକ୍‌, ଶିଳ୍ପଭିତ୍ତିକ ପାର୍କ,…
Read More...

ବିଜୁ ଜୟନ୍ତୀ ପାଇଁ ଜୋରଦାର ପ୍ରସ୍ତୁତି।

ଭୁବନେଶ୍ୱର,୯ା୨(ବ୍ୟୁରୋ): ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ମାର୍ଚ୍ଚ ୫ରେ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳନ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକର ଦଳର ୨ ପ୍ରମୁଖ ଛାମୁଆ ସଙ୍ଗଠନ (ଛାତ୍ର ଓ ଯୁବ) କର୍ମକର୍ତ୍ତା ଯୋଗ ଦେଇ ବିଭିନ୍ନ ପ୍ରସ୍ତାବ ଦେଇଛନ୍ତି। ଦଳୀୟ…
Read More...

ଆଜି ଚକଲେଟ ଡେ।

ଭୁବନେଶ୍ୱର ୯/୨: ଅମାନିଆ ମନରେ ପ୍ରେମକୁ ନେଇ ବଢ଼ୁଛି ଅଝଟ ପଣିଆ । ଅଦ୍ଭୂତ ଅନୁଭବ ଓ ଅନୁଭୂତିର ସମାହାର ମନକୁ ଜଡ଼ସଡ଼ କରି ଭିଜାଇ ଦେଉଛି । ବାଉଳାପଣରେ ମନ ଏବେ ଛଟପଟ । ମଣିଷର ସବୁଠୁ ବଡ଼ ଆବିଷ୍କାର ହେଉଛି ପ୍ରେମ । ପ୍ରେମର ଭାଗ୍ୟ ବି ଅତି ଅଦ୍ଭୂତ । ଥରେ ଆରମ୍ଭ ହେଲେ ସରେ ନାହିଁ । ସେ…
Read More...

ଖଣ୍ଡଗିରି ଯାତ୍ରାର ପ୍ରଥମ ପର୍ଯ୍ୟାୟ ଫିକା।

ଭୁବନେଶ୍ୱର: ପୁଣିଥରେ ସେଇ ନାଟକ । ହେଇ ହେଇଲୋ..ଇଆଡ଼େ ମାଡ଼ି ଆସ…ଏମିତି ଡାକ ଛାଡ଼ିଛି ଖଣ୍ଡଗିରି ଯାତ୍ରା ପେଣ୍ଡାଲ । କିନ୍ତୁ ବାଧକ ସାଜିଛି ବର୍ଷା । ଯେମିତି କି ଯାତ୍ରା ପେଣ୍ଡାଲ ଓ ଦର୍ଶକଙ୍କ ଭିତରେ ଛିଡ଼ା କରିଦେଲା ପାଚେରି । ଇଛା ଥାଇ ବି ଦୂରଦୂରାନ୍ତରୁ ଆସି ପାରିଲେନି ଯାତ୍ରାପ୍ରେମୀ ।…
Read More...

ପ୍ରପୋଜ ଡେ ଟିପସ୍ ।

ନୂଆଦିଲ୍ଲୀ : ଆଜି ଥିଲା ଭାଲେଣ୍ଟାଇନ୍ ସପ୍ତାହର ଦ୍ୱିତୀୟ ଦିନ ଅର୍ଥାତ ପ୍ରପୋଜ ଡେ’। ଆଜିର ଦିନର ପ୍ରେମୀଯୁଗଳ ପରସ୍ପରକୁ ପ୍ରେମ ନିବେଦନ କରିଥାନ୍ତି। ତେବେ ଆଉ କିଛି ଯୁବକ ବା ଯୁବତୀ ସେମାନଙ୍କ ପ୍ରେମିକ କିମ୍ବା ପ୍ରେମିକାଙ୍କୁ ନିଜର ମନ କଥା କହି ପାରିନଥାନ୍ତି। ମନରେ ଡର ରହିଥାଏ। କାଳେ…
Read More...

ଅଙ୍କିତାଙ୍କ ବୋଲ୍ଡ ଫଟୋ ଭାଇରାଲ।

ମୁମ୍ବାଇ : ଛୋଟ ପରଦାଠୁ ବଡ ପରଦା ପର୍ଯ୍ୟନ୍ତ ସବୁଠି ନିଜ ଦମଦାର୍ ଅଭିନୟରେ ଲୋକଙ୍କ ହୃଦୟ ଜିଣିଆସିଥିବା ଅଙ୍କିତା ଲୋଖଣ୍ଡେ ଏବେ ନିଜ ବୋଲ୍ଡ ଫଟୋ ପାଇଁ ଚର୍ଚ୍ଚାରେ । ଅଙ୍କିତା ଲୋଖଣ୍ଡେ ଇନଷ୍ଟାଗ୍ରାମରେ ସବୁବେଳେ ଆକ୍ଟିଭ୍ ରୁହନ୍ତି ଏବଂ ନିଜ ଫଟୋ ସେୟାର କରିଥାନ୍ତି । ଏବେ ସେ ନିଜ ସିଲଭର…
Read More...

ଓଡ଼ିଶାର ମୁଖ୍ୟମନ୍ତ୍ରୀ ଜଣେ ଭଲ ଦକ୍ଷ ଶାସକ। କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାଓ୍ବାଲେ

ଭୁବନେଶ୍ବର,୯/୨(ଓଡ଼ିଆ ନ୍ୟୁଜ): କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଣାଯାଇଥିବା ନାଗରିକ ସଂଶୋଧନ ଆଇନ(ସିଏଏ) କେବଳ ଧାର୍ମିକ ଉତ୍ପୀଡନଙ୍କୁ ନାଗରିକତା ଓ ସୁରକ୍ଷା ଯୋଗାଇବା ପାଇଁ ଉଦ୍ଦିଷ୍ଟ; ହେଲେ ବିରୋଧୀ କଂଗ୍ରେସ ଏହାକୁ ନେଇ ଦେଶରେ ବିଭ୍ରାନ୍ତ ସୃଷ୍ଟି କରୁଛି। ରାହୁଳ ଗାନ୍ଧୀଙ୍କ ଓଲଟପାଲଟ…
Read More...

କରୋନା ପାଇଁ ବାହାରିଲା ଔଷଧ।

ଲାସା,୯।୨: କରୋନା ଭୁତାଣୁ ଚାଇନାରେ ଆତଙ୍କ ସୃଷ୍ଟି କରିଛି। ଇତିମଧ୍ୟରେ ଏହା ପୃଥିବୀର ୨୭ରୁ ଅଧିକ ଦେଶରେ ସଂକ୍ରମିତ ହୋଇଛି। ଏହାର ଚିକିତ୍ସା ପାଇଁ ଔଷଧ ପ୍ରସ୍ତୁତ କରିଥିବା ତିବ୍ବତର ଜଣେ ଡାକ୍ତର ଦାବି କରିଛନ୍ତି। ଏହି ଔଷଧକୁ ବେକରେ କଳା କନାରେ ବାନ୍ଧି ବାରମ୍ବାର ଶୁଙ୍ଘିବା ଦ୍ୱାରା…
Read More...

ଆଜି ଭାରତ ଓ ବା°ଲାଦେଶ ଫାଇନାଲ ମ୍ୟାଚ।

ଦକ୍ଷିଣ ଆଫ୍ରିକା : ଦକ୍ଷିଣ ଆଫ୍ରିକାରେ ଖେଳାଯାଉଥିବା ୧୯ବର୍ଷରୁ କମ ବିଶ୍ୱକପ କ୍ରିକେଟର ଫାଇନାଲ ମ୍ୟାଚରେ ଆଜି(ରବିବାର) ଭାରତ-ବାଂଲାଦେଶ ମୁହାଁମୁହିଁ ହେବେ। ସେମିଫାଇନାଲ ମ୍ୟାଚରେ ପାକିସ୍ତାନ ଟିମକୁ ଏକତରଫା ଭାବେ ପରାସ୍ତ କରି ଭାରତର ମନୋବଳ ଦୃଢ ରହିଛି। ଏହି ଫାଇନାଲ ମ୍ୟାଚକୁ ଜିତିଲେ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ପୁଷ୍ୟା ନକ୍ଷତ୍ରସ୍ଥ ଚନ୍ଦ୍ର ହେତୁ ସ୍ବାସ୍ଥ୍ୟ ଭଲ ରହି ନ ପାରେ ଏବଂ କିନ୍ତୁ କୌଣସି କାମ ଅଟକି ରହିବ ନାହିଁ ା ସଭାସମିତିରେ ନିଜର ସୀମା ଭିତରେ ରହିବା ଭଲ ନତୁବା ସାଧାରଣ କଥାରେ ମଧ୍ୟ ସମସ୍ୟା ଆସିବ। ମଧ୍ୟାହ୍ନ ପରେ ପରେ ଦେଇଥିବା ଜିନିଷ ଫେରି ପାଇବେ କିମ୍ବା ଆଶା କରିଥିବା…
Read More...