banner
Breaking

ଅଙ୍କିତାଙ୍କ ବୋଲ୍ଡ ଫଟୋ ଭାଇରାଲ।

0

ମୁମ୍ବାଇ : ଛୋଟ ପରଦାଠୁ ବଡ ପରଦା ପର୍ଯ୍ୟନ୍ତ ସବୁଠି ନିଜ ଦମଦାର୍ ଅଭିନୟରେ ଲୋକଙ୍କ ହୃଦୟ ଜିଣିଆସିଥିବା ଅଙ୍କିତା ଲୋଖଣ୍ଡେ ଏବେ ନିଜ ବୋଲ୍ଡ ଫଟୋ ପାଇଁ ଚର୍ଚ୍ଚାରେ । ଅଙ୍କିତା ଲୋଖଣ୍ଡେ ଇନଷ୍ଟାଗ୍ରାମରେ ସବୁବେଳେ ଆକ୍ଟିଭ୍ ରୁହନ୍ତି ଏବଂ ନିଜ ଫଟୋ ସେୟାର କରିଥାନ୍ତି । ଏବେ ସେ ନିଜ ସିଲଭର କଲର ବୋଲ୍ଡ ଡ୍ରେସ୍ ପାଇଁ ଚର୍ଚ୍ଚାରେ ଅଛନ୍ତି । ତାଙ୍କ ବୋଲ୍ଡ ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ଅଙ୍କିତାଙ୍କ ଏହି ଫଟୋରେ ଏବେ ୟୁଜର୍ସ କମେଣ୍ଟ୍ କରିବାରେ ଲାଗିପଡିଛନ୍ତି । କେହି ଏହାକୁ ବୋଲ୍ଡ କହୁଛନ୍ତି ତ ଆଉ କିଏ ତାଙ୍କୁ ବହୁତ ସୁନ୍ଦର ବୋଲି କହୁଛନ୍ତି ।  

Khansweb Solution Bhubaneswar

Leave A Reply

Your email address will not be published.