banner
Breaking
Yearly Archives

2020

କାଲିଠାରୁ ବିଧାନସଭା। ଆଜି ସର୍ବଦଳୀୟ ବୈଠକ।

ଭୁବନେଶ୍ବର,୧୩/୨(ଓଡ଼ିଆ ନ୍ୟୁଜ) : ଓଡ଼ିଶା ବିଧାନସଭାର ବଜେଟ ଅଧିବେଶନ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଯାଉଛି। ଚଳିତ ମାସ ୧୮ରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ। ଏହି ଷୋଡ଼ଶ ବିଧାନସଭାର ତୃତୀୟ ଅଧିବେଶନ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି କାର୍ଯ୍ୟବ୍ୟସ୍ତତା ସାଙ୍ଗକୁ ଅତ୍ୟଧିକ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଅନୁଭବ କରିପାରନ୍ତି। ବ୍ୟବସାୟ ମାନ୍ଦାରେ ଚାଲିବ କିନ୍ତୁ ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ। ବନ୍ଧୁଙ୍କ ପାରିବାରିକ ସମସ୍ୟାରେ ନ୍ୟାୟୋଚିତ କଥା କହି ପରିସ୍ଥିତିକୁ ସୁଧାରି ନେବେ ମାତ୍ର ନିନ୍ଦା…
Read More...

୧୬ରେ ରାମଲୀଳା ମଇଦାନରେ ଶପଥ ଉତ୍ସବ।

ନୂଆଦିଲ୍ଲୀ,୧୨।୨: ଅରବିନ୍ଦ କେଜରିଓ୍ବାଲ ଫେବୃୟାରୀ ୧୬ରେ ରାମଲୀଳା ମଇଦାନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ବୁଧବାର ଆମ୍‌ ଆଦ୍‌ମୀ ପାର୍ଟ(ଏଏପି) ପକ୍ଷରୁ ସୂଚନା ଦିଆଯାଇଛି। ଏହି ଶପଥ ଗ୍ରହଣ ଉତ୍ସବରେ ଦଳର ୬୨ ନବନିର୍ବାଚିତ ବିଧାୟକଙ୍କ ମଧ୍ୟରୁ କେତେକ ଶପଥ ନେବାର ମଧ୍ୟ କାର୍ଯ୍ୟକ୍ରମ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ମଧ୍ୟାହ୍ନ ପରେ ପ୍ରତ୍ୟେକ କାମରେ ଶୁଭଫଳ ମିଳିବ। କାର୍ଯ୍ୟସିଦ୍ଧି, ଅର୍ଥଲାଭ ସକାଶେ ଆଲୋଚନା ମଧ୍ୟ କରିବେ। ଅଶ୍ୱିନୀ ନକ୍ଷତ୍ରର କାର୍ଯ୍ୟବ୍ୟସ୍ତତା ଯୋଗୁ ସବୁ କ୍ଷେତ୍ରରେ ଶୃଙ୍ଖଳା ରକ୍ଷା କରିବା କଷ୍ଟକର ହୋଇପାରେ। ସାହିତ୍ୟ, ସାମ୍ବାଦିକତା, କଳା ଓ ବୈଷୟିକ କ୍ଷେତ୍ରରୁ ଆଶାନୁରୂପ…
Read More...

ତୃତୀୟ ଦିନିକିଆରେ ଭାରତର ୨୯୬ ରନ। ରାହୁଲଙ୍କ ଦମଦାର ଶତକ

ମାଉଣ୍ଟ ମଙ୍ଗୁନୁଇ,୧୧।୨- ଏଠାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଚାଲିଥିବା ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ରେ ଭାରତୀୟ ଦଳ ଘରୋଇ ନ୍ୟୁଜିଲାଣ୍ଡ ଆଗରେ ୨୯୭ ରନ୍‌ର ବିଜୟ ଲକ୍ଷ୍ୟ ଛିଡ଼ା କରିଛି। ପ୍ରଥମେ ବ୍ୟାଟିଂ କରି ଟିମ୍‌ ଇଣ୍ଡିଆ ନିର୍ଦ୍ଧାରିତ ୫୦ ଓଭରରେ ୭ ଉଇକେଟ ହରାଇ ୨୯୬ ରନ୍‌…
Read More...

ଦିଲ୍ଲୀରେ ଭୋଟ ଗଣତି ଜାରି। ଆପ ବହୁ ଆଗରେ।

ନୂଆଦିଲ୍ଲୀ,୧୧/୨: ଦିଲ୍ଲୀ ବିଧାନସଭା ନିର୍ବାଚନର ଭୋଟ ଗଣତି ମଙ୍ଗଳବାର ସକାଳ ୮ଟାରୁ ଆରମ୍ଭ ହୋଇଛି। ୭୦ ଆସନ ପାଇଁ ହୋଇଥିବା ମତଦାନରେ ୬୭୨ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ ହେବାକୁ ଥିବାବେଳେ ପ୍ରାରମ୍ଭିକ ଗଣତିରେ ଶାସକ ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌) ବହୁ ଆଗରେ ରହିଛି। ଦଳ ୫୦ରୁ ଅଧିକ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-କର୍ମଭାବର ଶୁଭତ୍ୱ ଆପଣଙ୍କ କାର୍ଯ୍ୟସିଦ୍ଧି ସହ ସାମାଜିକ ସମ୍ମାନ ଅକ୍ଷୁଣ୍ଣ ରହିବ। ପଡୋଶୀଙ୍କ ସହ ସମ୍ପର୍କ ବୃଦ୍ଧି ପାଇବା ସଙ୍ଗକୁ ବନ୍ଧୁଙ୍କ ମହଲରେ ପ୍ରଶଂସାର ପାତ୍ର ହେବେ। କିନ୍ତୁ କୃତିକା ନକ୍ଷତ୍ର ନିଜ ପରିସରରେ ଭଲ କରିବାକୁ ଯାଇ ଅପଦସ୍ତ ହୋଇପାରନ୍ତି। ସାଧାରଣ କଥାକୁ ନେଇ…
Read More...

ଦିନ ଦିପହରରେ ରାଜଧାନୀରେ ଯୁବତୀଙ୍କୁ ଗୁଳିମାଡ଼।

ଭୁବନେଶ୍ୱର,୧୦ ।୨(ଓଡ଼ିଆ ନ୍ୟୁଜ): ରାଜଧାନୀରେ ଫୁଟିଲା ଗୁଳି। ଭୁବନେଶ୍ୱର ଇନଫୋସିଟି ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଗୁଳିମାଡ ହୋଇଛି । ଦୁଇ ଜଣ ଦୁର୍ବୃତ୍ତ ଯୁବତୀଙ୍କୁ ଗୁଳିମାଡ କରି ଘଟଣାସ୍ଥଳରୁ ଫେରାର ହୋଇଛନ୍ତି । ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ଏକାଦଶସ୍ଥ ବୁଧ ଯୋଗୁ ସନ୍ତାନଙ୍କ ସମସ୍ୟା ବିଷୟରେ ଚିନ୍ତିତ ରହିବେ। ସ୍ବାସ୍ଥ୍ୟହାନୀ,ଶତ୍ରୁତା କିମ୍ବା ଋଣ ପରିଶୋଧର ଚିନ୍ତା ବୃଦ୍ଧି ପାଇବ। ଆଲୋଚନା କ୍ରମରେ ଘରର କେତେକ ରହିଯାଇଥିବା କାମକୁ କରିବା ସକାଶେ ଚିନ୍ତା କରି ପାରନ୍ତି। ପାଖ ପଡୋଶୀଙ୍କ ସହ ବିଭିନ୍ନ ପ୍ରକାରର ଆଲୋଚନାରେ…
Read More...

ମମତା ହତ୍ୟାକାଣ୍ଡର ପର୍ଦ୍ଧାଫାଶ।

ପିପିଲି,୯/୨(ବ୍ୟୁରୋ) : ବହୁଚର୍ଚ୍ଚିତ ମମତା ଭୋଇ(୨୯) ହତ୍ୟାକାଣ୍ଡ ଘଟଣାରେ ପିପିଲି ପୁଲିସକୁ ସଫଳତା ମିଳିଛି। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ମୃତ ମମତାଙ୍କ ପ୍ରେମିକକୁ ପୁଲିସ ଗିରଫ କରିଛି। ମମତାଙ୍କ ପ୍ରେମିକ ପିପିଲି ଥାନା କମାକନ୍ତିଆ ନିକଟବର୍ତ୍ତି କୁସିଦା ଗ୍ରାମର ଲକ୍ଷ୍ମଣ ମଲ୍ଲିକ…
Read More...