banner
Breaking
Yearly Archives

2020

ଏଣିକି ଚିକେନ ଓ ଅଣ୍ଡା ଖାଇ ପାରିବେ।

ଭୁବନେଶ୍ବର,୨୪/୨(ବ୍ୟୁରୋ) : ଓୟୁଏଟିର ଭୁବନେଶ୍ବର ସ୍ଥିତ କୁକୁଡା ଫାର୍ମରେ ବାର୍ଡ ଫ୍ଲୁ ଲାଗିବା ପରିପ୍ରେକ୍ଷୀରେ ଲୋକମାନେ ଆଶଙ୍କା ମଧ୍ୟରେ ଥାଇ କୁକୁଡା ମାଂସ ଓ ଅଣ୍ଡା ଖାଉନାହାନ୍ତି। ଏଥିପାଇଁ କୌଣସି ଭୟ ଆଶଙ୍କା ସୃଷ୍ଟିହେବା ଉଚିତ ନୁହେଁ। ସରକାରଙ୍କ ତରଫରୁ ଓୟୁଏଟି କୁକୁଡା ଫାର୍ମା ଓ…
Read More...

୨୬ ତାରିଖ ପର୍ଯ୍ୟନ୍ତ ବର୍ଷା ଓ ପବନ। କେଉଁ ସ୍ଥାନରେ ଜାଣନ୍ତୁ

ଭୁବନେଶ୍ବର,୨୪/୨(ଓଡ଼ିଆ ନ୍ୟୁଜ) : ସୋମବାର ରାଜ୍ୟର କେତେକ ସ୍ଥାନରେ ଝିପଝିପ ବର୍ଷା ହୋଇଥିବା ବେଳେ ପାଗ କୋହଲା ରହିଥିଲା। ଆସନ୍ତାକାଲିଠାରୁ ରାଜ୍ୟର କେତେକ ଜିଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁସାରେ…
Read More...

ଭାରତରେ ପହଞ୍ଚିଲେ ଟ୍ରମ୍ପ। ସ୍ବାଗତକଲେ ମୋଦି

ଅହମଦାବାଦ,୨୪।୨: ଭାରତରେ ପହଞ୍ଚିଲେ ବିଶ୍ୱର ଶକ୍ତିଶାଳୀ ଦେଶର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଆମେରିକାର ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ। ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ରମ୍ପ ଦମ୍ପତିଙ୍କର ସ୍ବାଗତ କରିଛନ୍ତି। ବିମାନ ବନ୍ଦରରୁ ଟ୍ରମ୍ପ ଓ ମୋଦି ଗୁଜରାଟରରେ ଥିବା…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-କର୍ମକ୍ଷେତ୍ରରେ ପ୍ରତିବନ୍ଧକକୁ ଦୃଢତାର ସହ ସମ୍ମୁଖୀନ ହୋଇ କାମ କରି ସଫଳତା ହାସଲ କରିବେ। ସୀମା ନିର୍ଦ୍ଧାରଣକୁ କେନ୍ଦ୍ରକରି ବିବାଦ ହେତୁ ନିର୍ମାଣାଧୀନ କାମ ଗୁଡିକ ବାଧାପ୍ରାପ୍ତ ହୋଇପାରେ। ବ୍ୟବସାୟରେ ଟେନସନ୍‌ ଲାଗି ରହିବ, କିନ୍ତୁ କ୍ଷତିର ପ୍ରଶ୍ନ ରହିବ ନାହିଁ। ସଭାସମିତିରେ…
Read More...

ମୋ ସରକାରରେ ରାଜସ୍ୱ ବିଭାଗ ସାମିଲ ହେବ।

ଭୁବନେଶ୍ବର : ରାଜସ୍ବ ବିଭାଗ ‘ମୋ-ସରକାର’ କାର୍ଯ୍ୟକ୍ରମରେ ଚଳିତମାସ ୨୬ ତାରିଖରେ ସାମିଲ ହେବ। ସେହିଦିନ ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜସ୍ବ ବିଭାଗର ମୋ-ସରକାର କାର୍ଯ୍ୟକ୍ରମକୁ ଲୋକସେବା ଭବନରେ ଉଦଘାଟନ କରି ରାଜସ୍ବ ସେବା ସଂକ୍ରାନ୍ତରେ ଲୋକମାନଙ୍କ ମତାମତ ଗ୍ରହଣ କରିବେ…
Read More...

ନବୀନଙ୍କ କୃତିତ୍ବ ପାଇଁ ଓଡିଶାରେ ଖେଲୋ ଇଣ୍ଡିଆ ଉଦଘାଟନ କଲେ ମୋଦି।

କଟକ : କଟକସ୍ଥିତ ଜବାହରଲାଲ ନେହରୁ ଇନଡୋର ଷ୍ଟାଡିୟମ ପରିସରରେ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଜରିଆରେ ଏହି କ୍ରୀଡ଼ା…
Read More...

ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୁଅନ୍ତୁ ଯୁବପିଢ଼ି-ମୁଖ୍ୟମନ୍ତ୍ରୀ।

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ୱର ଖଣ୍ଡଗିରିରେ ‘ଗାନ୍ଧୀ ଶାନ୍ତି କେନ୍ଦ୍ର’ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଖଣ୍ଡଗିରି ଓ ଉଦୟଗୀରି ପାହାଡର ମଧ୍ୟଭାଗରେ ୫ ଏକର ପରିବ୍ୟାପ୍ତ ଅଞ୍ଚଳରେ ଏହି ସଂଗ୍ରହାଳୟ ନିର୍ମାଣ କରାଯାଇଛି। ଆଦିତ୍ୟ ବିର୍ଲା ଓ ରାଜ୍ୟ ସରକାରଙ୍କ ମିଳିତ…
Read More...

ଆର୍‌ ଆଇ ଇ, ଏନ୍‌ସିଆର୍‌ଟି ଭୁବନେଶ୍ୱର ପକ୍ଷରୁ ଏକବିଂଶ ଶତାବ୍ଦୀର ଶିକ୍ଷା ସମ୍ପର୍କିତ ଏକ ଅନ୍ତର୍ଜାତୀୟ ସମ୍ମିଳନୀ

ଭୁବନେଶ୍ୱର : ରିଜୋନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଜୁକେସନ୍ (ଆର୍‌ଆଇଇି), ଭୁବନେଶ୍ୱର ପକ୍ଷରୁ ନେସ୍‌ନାଲ୍ କାଉନ୍‌ସିଲ୍ ଫର୍ ଏଜୁକେସନ୍ ଆଣ୍ଡ୍ ରିର୍ସଚ୍ଚ୍ ଟ୍ରେନିଙ୍ଗ୍ (ଏନ୍‌ସିଇଆର୍‌ଟି), ନୂଆଦିଲ୍ଲୀ, ୟୁନାଇଟେଡ୍ ନେସନ୍ସ୍ ଚିଲ୍‌ଡ୍ରେନ୍‌ସ ଫଣ୍ଡ୍ (ୟୁନିସେଫ୍‌) ଏବଂ କମନ୍‌ୱେଲଥ୍ ଏଜୁକେସନ୍…
Read More...

ମହାଶିବରାତ୍ରି ପାଇଁ ଚନ୍ଦ୍ରମୌଳି କ୍ଷେତ୍ର ପ୍ରସ୍ତୁତ। ଉତ୍ସବ ମୁଖର ଚନ୍ଦନନଗର।

ପଟ୍ଟାମୁଣ୍ଡାଇ,୨୦ା୨(ଓଡ଼ିଆ ନ୍ୟୁଜ): ମହାଶିବରାତ୍ରି ପାଇଁ ଉତ୍ସବମୁଖର ହୋଇଛି ଚନ୍ଦ୍ରମୌଳି କ୍ଷେତ୍ର। ପୂଜାର୍ଚ୍ଚନାରୁ ଆରମ୍ଭ କରି ମନ୍ଦିର ଉପରକୁ ମହାଦୀପ ଉଠିବା ପର୍ଯ୍ୟନ୍ତ, କେତେବେଳେ କେଉଁ ନୀତି ହେବ, ସେନେଇ ମ୍ୟାନେଜିଙ୍ଗ ଟ୍ରଷ୍ଟ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଉତିକଣର…
Read More...

ସିଲ ହେଲା ପଟିଆ ବିଗ୍ ବଜାର।

ଭୁବନେଶ୍ୱର,୨୦/୨(ବ୍ୟୁରୋ): ସିଲ୍‌ ହେଲା ଭୁବନେଶ୍ୱର ପଟିଆ ସ୍ଥିତ ବିଗ୍ ବଜାର। ଆଜି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)ର କମିଶନର ଓ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ବିଗ୍‌ ବଜାର ସିଲ୍ ଚାଲିଥିବା ଜଣାପଡ଼ିଛି। ପରିମଳ, ଅଗ୍ନି ନିର୍ବାପନ ବ୍ୟବସ୍ଥା ଓ ପାର୍କିଂ ସମସ୍ୟା କାରଣରୁ ପଟିଆ…
Read More...