banner
Breaking
Yearly Archives

2020

ଅପ୍ରେଲ ୨୦ ଠାରୁ କଣ ଖୋଲିବ କଣ ବନ୍ଦ ରହିବ ଜାଣନ୍ତୁ।

ନୂଆଦିଲ୍ଲୀ,(ଓଡ଼ିଆ ନ୍ୟୁଜ):କରୋନା ବା କୋଭିଡ୧୯ କାୟା ବିସ୍ତାର କରିବାରେ ଲାଗିଛି।ଏହାର ମୁକାବିଲା କରିବା ପାଇଁ ଲକଡାଉନ୍ ଓ ସାମାଜିକ ଦୂରତା ମୁଖ୍ୟ ଅସ୍ତ୍ର ସାଜିଛି। ତେଣୁ ମେ ୩ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକଡାଉନ୍ ଅବଧି ବୃଦ୍ଧି କରିଛନ୍ତି।ଏହି ଦ୍ୱିତୀୟ ପର୍ଯ୍ୟାୟ…
Read More...

ଭୁବନେଶ୍ୱରରେ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡା ପଦକ୍ଷେପ।

ଭୁବନେଶ୍ୱର, ୧୫।୪(ଓଡ଼ିଆ ନ୍ୟୁଜ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ରେ ପହଞ୍ଚିଛି। ସେଥିରୁ କେବଳ ଭୁବନେଶ୍ୱରରେ ୪୬ଜଣ ଅଛନ୍ତି। ରାଜ୍ୟର ଅନ୍ୟାନ୍ୟ ସ୍ଥାନ ଅପେକ୍ଷା ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ସରକାର ଏକ ନୂଆ ନିଷ୍ପତ୍ତି ନେଇଛନ୍ତି। ଭୁବନେଶ୍ୱର ମହାନଗର…
Read More...

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୬୦ ହଜାର ଟଙ୍କା ଦେବାସହ ବନଫୁଲ ବସ୍ତିରେ ଶୁଖିଲା ଖାଦ୍ୟ ବାଣ୍ଟିଲା ପଟିଆ ଶୀରିଡ଼ ସାଇ…

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ): ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଧାର୍ମିକ ଅନୁଷ୍ଠାନ ମଧ୍ୟରେ ପଟିଆ ସ୍ଥିତ ଶୀରିଡ଼ ସାଇ ଟ୍ରଷ୍ଟ ଅନ୍ୟତମ। ଏହି ଅନୁଷ୍ଠାନ ସବୁବେଳେ ଲୋକମାନଙ୍କ ହିତ ପାଇଁ କାର୍ଯ୍ୟ କରିଆସୁଛି।କରୋନା ସାରା ପୃଥିବୀରେ କାୟା ବିସ୍ତାର କରିବାରେ ଲାଗିଛି। ଏଥିରୁ ବାଦପଡିନି ଓଡିଶା।…
Read More...

କେନ୍ଦ୍ର ସରକାରଙ୍କ ପକ୍ଷରୁ ଦ୍ବିତୀୟ ପର୍ଯ୍ୟାୟ ଗାଇଡଲାଇନ ଜାରି।

ଦିଲ୍ଲୀ,୧୫ ।୪(ଓଡ଼ିଆ ନ୍ୟୁଜ):  କେନ୍ଦ୍ର ସରକାରଙ୍କ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଗାଇଡ ଲାଇନ ଜାରି କରାଯାଇଛି।  ସମସ୍ତ ପ୍ରକାର ପରିବହନ ଉପରେ କଟକଣା ଜାରି ।   ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଜାରି ରହିବ।   ବସ୍, ରେଳ, ମେଟ୍ରୋ, ବିମାନ ଉଡାଣ ଉପରେ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ପୂର୍ବାହ୍ନରେ ଜଣେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିବେ। ବନ୍ଧୁମାନଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ସାମିଲ ହୋଇପାରନ୍ତି। ରାଜନୈତିକ,ଆନୁଷ୍ଠାନିକ ତଥା ସାଂଗଠନିକ ସ୍ଥିତି ବେଶ୍‌ ମଜଭୁତ ରହିବ। କଥାରେ ଅନ୍ୟମାନଙ୍କୁ ଆପ୍ୟାୟିତ କରି ଜୀବନରେ ଶାନ୍ତି ଓ ସ୍ଥିରତା ଆଣିବାରେ…
Read More...

୫ଜଣଙ୍କ ଗ୍ରସ୍ତ ବିବରଣୀ। ହାଟରୁ, ବାଟରୁ ଆସିଲାଣି କରୋନା। ସତର୍କ ରୁହନ୍ତୁ

ଭୁବନେଶ୍ବର,୧୪/୪ (ଓଡ଼ିଆ ନ୍ୟୁଜ):  ରାଜଧାନୀରେ କରୋନା ଦିନକୁଦିନ ବ୍ୟାପିବାରେ ଲାଗିଛି । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬୦ ଛୁଇଁଛି । ପୂର୍ବରୁ ଯେଉଁମାନେ ସଂକ୍ରମିତ ହୋଇଥିଲେ ସେମାନଙ୍କର ଅନ୍ୟ ରାଜ୍ୟ ବା ଦେଶ ସହ ପ୍ରତ୍ୟକ୍ଷ ବା ପରୋକ୍ଷ ସଂଯୋଗ ରହିଥିଲା। ସେମାନେ ବିଦେଶରୁ ବା ଅନ୍ୟ…
Read More...

ମୁମ୍ବାଇ ଷ୍ଟେସନରେ ହଜାର ହଜାର ଶ୍ରମିକ।

ମୁମ୍ବଇ,(ବ୍ୟୁରୋ) : ଦେଶରେ କରୋନା ଭୂତାଣୁ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସରକାର ଆଜି ତାଲା ବନ୍ଦ ଅବଧିକୁ ମେ ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ, ତାଲା ବନ୍ଦ ଦିନଠାରୁ ବିଭିନ୍ନ ସହରରେ ଫସି ରହିଥିବା…
Read More...

କରୋନା ଯୋଦ୍ଧାଙ୍କୁ ଧନ୍ୟବାଦ ଜଣାଇଲେ ରାଜ୍ୟପାଳ।

ଭୁବନେଶ୍ୱର, ୧୪ା୪ (ଓଡ଼ିଆ ନ୍ୟୁଜ): ଭାରତୀୟ ସମ୍ବିଧାନର ପ୍ରଣେତା ଭିମରାଓ ଆମ୍ବେଦକରଙ୍କ ଜୟନ୍ତି ଅବସରରେ ଭିଡ଼ିଓ ବାର୍ତ୍ତା ଜାରି କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ୍ । ସମ୍ବିଧାନ ପ୍ରଣେତା ଭିମରାଓ ଆମ୍ବେଦକରଙ୍କ ଅବଦାନକୁ ରାଜ୍ୟପାଳ ପ୍ରଶଂସା କରିବା ସହ କରୋନା ମୁକାବିଲାରେ ରାଜ୍ୟ…
Read More...

ଘୁଞ୍ଚିଲା ଓଜେଇଇ ପରୀକ୍ଷା।

ଭୁବନେଶ୍ୱର, ୧୪।୪(ବ୍ୟୁରୋ): ମେ’ ମାସ ପ୍ରଥମ ସପ୍ତାହରେ ହେବାକୁ ଥିବା ଓଡ଼ିଶା ଜଏଣ୍ଟ୍‌ ଏଣ୍ଟ୍ରାନ୍ସ ଏଗ୍‌ଜାମିନେଶନ (ଓଜେଇଇ)କୁ ଘୁଞ୍ଚାଇ ଦିଆଯାଇଛି। ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକ୍‌ଡାଉନ ଅବଧି ବୃଦ୍ଧି କରିଥିବାରୁ ମେ ପ୍ରଥମ ସପ୍ତାହରେ ଓଜେଇଇ କରିବା ସମ୍ଭବ ନୁହେଁ। ଏ…
Read More...

ପିଲାମାନଙ୍କ ଘରେ ପହଞ୍ଚିବ ପଢାବହି- ଶିକ୍ଷାମନ୍ତ୍ରୀ

ଭୁବନେଶ୍ୱର, ୧୪।୪(ଓଡ଼ିଆ ନ୍ୟୁଜ): କରୋନା ସ°କ୍ରମଣ ହେତୁ ସ୍କୁଲ ଗୁଡିକୁ ବନ୍ଦ କରିଦିଆଯାଇଥିଲା। ଲକଡାଉନ୍ ସମୟ ମେ ୩ ତାରିଖକୁ ବୁଦ୍ଧି ହେବାପରେ ପିଲାମାନଙ୍କର ପାଠପଢାକୁ ଦୃଷ୍ଟିରେ ରଖି ଛାତ୍ରୀଛାତ୍ରଙ୍କ ଘରେ ପାଠ୍ୟ ପୁସ୍ତକ ପହଞ୍ଚାଯିବ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ…
Read More...