banner
Breaking
Yearly Archives

2020

ରାଜ୍ୟରେ ଆଜି ପୁଣି ୧୬୯୩ ପଜିଟିଭ ଚିହ୍ନଟ ଓ ୧୮ ମୃତ

ଭୁବନେଶ୍ୱର,୨୩ା୧୦(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୧୭୯୩ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୦୩୧ ଜଣ ଚିହ୍ନଟ ହୋଇଥିବା ବେଳେ ୭୬୨ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨,୭୭,୮୮୭ରେ ପହଞ୍ଚିଥିବା…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ଆପଣ ପାରିବାରିକ କ୍ଷେତ୍ରରେ ଭୁଲ୍‌ ନିଷ୍ପତ୍ତି ନେଇ ପଶ୍ଚାନ୍ତେ ଅନୁତାପ କରିବେ।ଅବଶ୍ୟ ସାମାନ୍ୟ ବିଳମ୍ବିତ ସମୟରେ ଚେଷ୍ଟା କରୁଥିବା ଦିଗରୁ ଧନ ପାଇ ଖୁସି ହୋଇପାରନ୍ତି। ପରିବାର, ଯାନବାହନ, ପରିବହନ ଏବଂ ବାଣିଜ୍ୟ, ଶିଳ୍ପ କ୍ଷେତ୍ରରେ ମଧ୍ୟ ଶିଥିଳତା ଦେଖାଦେଇପାରେ। ବୃଷ:-ଆଜି…
Read More...

କୋଭିରାପକୁ ମିଳିଲା ଅନୁମତି। ସହଜ ଓ ଶସ୍ତା ହେବ ପରୀକ୍ଷା।

ନୂଆଦିଲ୍ଲୀ : ଭାରତୀୟ ଡାକ୍ତରୀ ଗବେଷଣା ପରିଷଦ କୋଭିଡ-୧୯ ଚିହ୍ନଟ ପାଇଁ ‘କୋଭିରାପ୍’ର ସଫଳତାକୁ ସ୍ୱୀକୃତି ପ୍ରଦାନ କରିଛି। ଖଡ଼ଗପୁର ଆଇଆଇଟିର ଗବେଷକମାନଙ୍କ ଦ୍ୱାରା ଏହି ରୋଗ ନିରୂପଣ ପଦ୍ଧତିର ବିକାଶ କରାଯାଇଛି। କୋଭିଡ-୧୯ ଚିହ୍ନଟ ପାଇଁ ବ୍ୟବହାର କରାଯାଉଥିବା ଏହି ପରୀକ୍ଷା ପଦ୍ଧତି…
Read More...

ଜଣେ ବି ଗରିବ ଲୋକ ଭୋକିଲା ରହିବେ ନାହିଁ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର,୨୨/୧୦(ଓଡ଼ିଆ ନ୍ୟୁଜ): ଜଣେ ବି ଗରିବ ଲୋକ ଭୋକରେ ରହିବେ ନାହିଁ। ସମସ୍ତ ଗରିବ ଲୋକଙ୍କୁ ମିଳିବ ରାସନ।ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ବିଭାଗ ଧାନ ସଂଗ୍ରହ ପଞ୍ଜୀକରଣ ଠାରୁ ଆରମ୍ଭ କରି ରେସନ କାର୍ଡ ଆବେଦନ ପର୍ଯ୍ୟନ୍ତ ସବୁ କାର୍ଯ୍ୟ ପାଇଁ ଅନ୍‌ଲାଇନ ବ୍ୟବସ୍ଥା ହେବ ଲୋକମାନେ ଏବେ…
Read More...

ରାଜ୍ୟରେ ଆଜି ପୁଣି ୧୯୧୩ ପଜିଟିଭ ଚିହ୍ନଟ ଓ ୧୫ ମୃତ।

ଭୁବନେଶ୍ୱର,୨୨।୧୦(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୧୯୧୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୧୦୯ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୮୦୪ ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି।…
Read More...

୨୦୨୧ ପାଇଁ ସରକାରୀ ଛୁଟି ତାଲିକା। କେତେ ଛୁଟି ଅଛି ଜାଣନ୍ତୁ।

ଭୁବନେଶ୍ୱର,୨୨।୧୦(ବ୍ୟୁରୋ):୨୦୨୧ ମସିହା ପାଇଁ ରାଜ୍ୟ ସରକାରଙ୍କ କର୍ମଚାରୀଙ୍କ ନିମନ୍ତେ ଛୁଟି ତାଲିକା ଘୋଷଣା କରିଛି ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ। ଏନେଇ ବିଭାଗ ପକ୍ଷରୁ ବୁଧବାର ଏକ ବିଜ୍ଞପ୍ତି ଜାରି କରାଯାଇଛି। ୨୦୨୧ରେ ରାଜ୍ୟ ସରକାରଙ୍କ କର୍ମଚାରୀମାନେ ମୋଟ ୧୦୬ଦିନ ଛୁଟିରେ…
Read More...

ଆଜି ବିଲ୍ବବରଣ। ନିରାଡମ୍ବରେ ପୂଜା ପାଇବେ ମା।

ଭୁବନେଶ୍ବର: ଧରାବତରଣ କରିବେ ମା ଦୁର୍ଗତିନାସିନୀ। ଆଜି ମୃଣ୍ମୟୀ ଦେବୀଙ୍କୁ ବିଲ୍ବବରଣ କରାଯାଇ ଷଷ୍ଠୀପୂଜା ଆରମ୍ଭ ହେବ। ଏଥିପାଇଁ ସହରର ସମସ୍ତ ମୃଣ୍ମୟୀ ଦେବୀ ମଣ୍ଡପରେ ପ୍ରସ୍ତୁତି କାର୍ଯ୍ୟ ସରିଛି। କରୋନା କଟକଣା ମଧ୍ୟରେ ମା’ଙ୍କ ଘଟ ସ୍ଥାପନଠାରୁ ଆରମ୍ଭ କରାଯାଇ ମା’ଙ୍କୁ ଆରଧନା କରାଯିବ।…
Read More...

ଜଗନ୍ନାଥପୁର ପଞ୍ଚାୟତରେ ବିଜେଡି ବୈଠକ। ସବୁ ଭୋଟ ଯିବ ଶଙ୍ଖକୁ।

ଜଗତସିଂହପୁର,୨୨/୧୦(ଓଡ଼ିଆ ନ୍ୟୁଜ): ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ଜଗନ୍ନାଥପୁର ଗ୍ରାମପଞ୍ଚାୟତର ଯୁବକ ଛାତ୍ର ମାନଙ୍କୁ ନେଇ ଏକ ବୈଠକ ଆୟୋଜନ କରାଯାଇ ଥିଲା। ଏହି ବୈଠକରେ ୧୦୦ ରୁ ଉର୍ଦ୍ଧ୍ବ ଯୁବକ ଓ ଛାତ୍ର ଯୋଗ ଦେଇ ଆଗାମୀ ନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କୁ…
Read More...

ବିଶ୍ୱ ସ୍ତନ କର୍କଟ ଦିବସ ସଚେତନତା ଶିବିର ଅନୁଷ୍ଠିତ

ଭୁବନେଶ୍ୱର : ବିଗତ ୮ ବର୍ଷ ଧରି ସ୍ପର୍ଶ ହସ୍ପିଟାଲ୍‌ଏଣ୍ଡ କ୍ରିଟିକାଲ୍ କେୟାର୍ ଏବଂ ଲାଇଅନ୍ସ୍ ମିନତି ବେହେରା କ୍ୟାନସ୍‌ର ଫାଉଣ୍ଡନସ୍ ତରଫରୁ ବିଶ୍ୱ ସ୍ତନ କର୍କଟ ଦିବସ ସଚେତନତା ପାଳନ କରି ଆସୁଅଛି । ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ହସ୍ପିଟାଲ୍ ପରିସରରେ ସାମାଜିକ ଦୂରତ୍ୱ ରଖି…
Read More...

ଗ୍ରାହକ ଅନୁଭୁତି ବର୍ଦ୍ଧନ କରିବା ପାଇଁ ଟାଟା ମୋଟର୍ସ ଲଂଚ କରିଛନ୍ତି ‘ଗ୍ରାହକ ସମ୍ବାଦ ୨୦୨୦’

ଗ୍ରାହକ ଅନୁଭୁତି ବର୍ଦ୍ଧନ କରିବାକୁ ଏବଂ ବିଶ୍ୱ ସ୍ତରୀୟ ଉତ୍ପାଦ ଅଫର କାରିବା ପାଇଁ ଏହାର ପ୍ରତିବଦ୍ଧତାକୁ ମଜଭୁତ କରି ଟାଟା ମୋଟର୍ସ ଭାରତର ବୃହତମ ବାଣିଜ୍ୟକ ଯାନ ନିର୍ମାତା କାରି ୨୩ ରୁ ୩୧ ଅକ୍ଟୋବର ୨୦୨୦ ପର୍ଯ୍ୟନ୍ତ ଗ୍ରାହକ ସମ୍ବାଦ ୨୦୨୦ ଘୋଷଣା କରିଛନ୍ତି । ୧ ନଭେମ୍ବରରୁ…
Read More...