banner
Breaking
Yearly Archives

2020

କରୋନା ପଞ୍ଝାରେ ଜଗତସିଂହପୁର। ପୁଣି ୬ ପଜିଟିଭ୍ ଚିହ୍ନଟ।

ଭୁବନେଶ୍ୱର, ୬ା୫(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଉ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ୧୮୫ କୁ ବୃଦ୍ଧି ପାଇଛି । ଜଣେ ଆକ୍ରାନ୍ତ ଯାଜପୁରର ହୋଇଥିଲା ବେଳେ ଅନ୍ୟ ୪ ଜଣ ଜଗତସିଂହପୁରର ଏବଂ ଜଣେ କେନ୍ଦ୍ରାପଡାର ବୋଲି ଜଣାପଡ଼ିଛି । ଏଥି ସହିତ ଆଉ…
Read More...

ପୁଣି ୨ ପଜିଟିଭ୍ । ଆକ୍ରାନ୍ତଙ୍କ ସ°ଖ୍ୟା ୧୭୯ କୁ ବୃଦ୍ଧି।

ଭୁବନେଶ୍ୱର, ୬ା୫(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଉ ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ୧୭୯କୁ ବୃଦ୍ଧି ପାଇଛି । ଜଣେ ଆକ୍ରାନ୍ତ ବାଲେଶ୍ୱରର ହୋଇଥିଲା ବେଳେ ଅନ୍ୟ ଜଣଙ୍କ ଯାଜପୁରର ବୋଲି ଜଣାପଡ଼ିଛି । ବାଲେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ…
Read More...

ଟୀକା ଓ ଟେଷ୍ଟି° କ୍ଷେତ୍ରରେ ଭାରତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ନୂଆଦିଲ୍ଲୀ,୬/୫(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧକ୍ଷତାରେ ଅନୁଷ୍ଠିତ କରୋନାଭାଇରସ୍ ଟିକା ବିକାଶ ସମ୍ବନ୍ଧୀୟ ଟାସ୍କ ଫୋର୍ସ ବୈଠକରେ ଟିକା ବିକାଶ, ଔଷଧ ଆବିଷ୍କାର, ନିଦାନ ଓ ପରୀକ୍ଷଣ ଆଦିରେ ଭାରତର ସାମ୍ପ୍ରତିକ ଉଦ୍ୟମ ବିଷୟରେ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଥିଲେ।…
Read More...

ମଦ ପାଇଁ ଠେଲାପେଲା। ୧୦୦୦ କୋଟି ପିଇଦେଲେ।

ନୂଆଦିଲ୍ଲୀ,୬।୫(ବ୍ୟୁରୋ) : ୪୦ ଦିନର ଲକ୍‌ଡାଉନ୍‌ ଯୋଗୁ ଦେଶରେ ଆର୍ଥିକ କାର୍ଯ୍ୟକଳାପ ଠପ୍‌ ହୋଇପଡ଼ିଛି । କଳାକାରଖାନା, ପରିବହନ, ଶିଳ୍ପ, ବିମାନ ଚଳାଚଳ, ରେଳ, ସଫ୍ଟୱେର, ରିଅଲ୍‌ ଇଷ୍ଟେଟ୍‌ ଆଦି କ୍ଷେତ୍ର ଅତ୍ୟନ୍ତ ପ୍ରଭାବିତ ହୋଇଛି । ଏଥିଯୋଗୁ ଘରୋଇ ଅର୍ଥନୀତି ସାଂଘାତିକ ଭାବେ ଖସିବ…
Read More...

ଓଡ଼ିଶାରେ ଦ୍ବିତୀୟ କରୋନା ମୃତ୍ୟୁ।

ଭୁବନେଶ୍ୱର,୬।୫:(ଓଡ଼ିଆ ନ୍ୟୁଜ)- ଓଡ଼ିଶାରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ଭୁବନେଶ୍ୱର ମଧୁସୂଦନ ନଗରର ୭୭ ବର୍ଷୀୟ ବ୍ୟକ୍ତି।ସେ ଉଚ୍ଚ ରକ୍ତଚାପ, ମଧୁମେହ ଏବଂ କିଡନୀ ରୋଗରେ ପିଡୀତ ଥିଲେ। କିମସ ସ୍ଥିତ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ବୋଲି ସ୍ୱାସ୍ଥ୍ୟ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ଆପଣ ଉଚ୍ଚ ମନ ଓ ଦୃଢ ଆତ୍ମବଳ ନେଇ କାମ କରିବେ। ପାରିବାରିକ,ପରିବହନ, ନିର୍ମାଣ, ଜମିଜମା ଓ ଆନୁଷ୍ଠାନିକ ଆଲୋଚନାରେ ସଫଳତା ଲାଭ କରିବାରେ ଅସୁବିଧା ହେବନାହିଁ। ଆତ୍ମୀୟସ୍ବଜନଙ୍କ ଆରୋଗ୍ୟ ଲାଭ ପାଇଁ ଚିନ୍ତା ବଢ଼ିପାରେ। ସହାୟତାରେ ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ।…
Read More...

ଆଉ ଜଣେ ଆକ୍ରାନ୍ତ ଚିହ୍ନଟ। ୧୭୬ କୁ ବୃଦ୍ଧି

ଭୁବନେଶ୍ଵର : ରାଜ୍ୟରେ ଆଉ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣଙ୍କ ଯାଜପୁର ଜିଲାର ଏବଂ ସେ ଜଣେ ୫୮ବର୍ଷୀୟ ପୁରୁଷ ହୋଇଥିବା ଜଣାପଡ଼ିଛି। ନିକଟରେ ସେ ପଶ୍ଚିମବଙ୍ଗରୁ ଫେରିଥିଲେ। ଏଥିସହ ଓଡ଼ିଶାରେ କରୋନା ରୋଗୀଙ୍କ ସଂଖ୍ୟା ୧୭୬କୁ ବୃଦ୍ଧି ପାଇଥିବା ନେଇ ରାଜ୍ୟ ସୂଚନା ଓ…
Read More...

ଭୁବନେଶ୍ୱର ରୋଗୀ ମୃତ୍ୟୁ ଘଟଣାର ସ୍ପଷ୍ଟୀକରଣ ରଖିଲା ହସ୍ପିଟାଲ।

ଭୁବନେଶ୍ୱର,୫/୫(ଓଡ଼ିଆ ନ୍ୟୁଜ) : ରୋଗୀ ମୃତ୍ୟୁ ଘଟଣାର ସ୍ପଷ୍ଟୀକରଣ ରଖିଛି ସ୍ପର୍ଶ ହସ୍ପିଟାଲ। କିଛି ଦିନ ତଳେ ଭୁବନେଶ୍ୱରରେ ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ହସ୍ପିଟାଲ ନାଁରେ ଅଭିଯୋଗ ହୋଇଥିଲା। ରୋଗୀଙ୍କୁ ଚିକିତ୍ସା କରିବା ବଦଳରେ ଅଣଦେଖା କରିବା ନେଇ ଅଭିଯୋଗ ଆଣିଥିଲେ ମୃତକଙ୍କ…
Read More...

ରାଜ୍ୟରେ ପୁଣି ୪ ଆକ୍ରାନ୍ତ ଚିହ୍ନଟ।

ଭୁବନେଶ୍ୱର, ୫।୫(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଉ ୪ କରୋନା ପଜିଟିଭ ମଙ୍ଗଳବାର ଅପରାହ୍ନରେ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୪ରେ ପହଞ୍ଚିଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ବାଲେଶ୍ୱର ଜିଲାର। ସେମାନଙ୍କ ମଧ୍ୟରେ ଜଣେ ମହିଳା ହୋଇଥିବା ବେଳେ ଅନ୍ୟ…
Read More...

ଭାରତରେ ୨୪ ଘଣ୍ଟାରେ ୧୯୫ ମୃତ୍ୟୁ ୩୯୦୦ ସ°କ୍ରମିତ।

ନୂଆଦିଲ୍ଲୀ,୫/୫(ଓଡ଼ିଆ ନ୍ୟୁଜ) ଭାରତରେ କରୋନା ଭୂତାଣୁ ଦିନକୁ ଦିନ ଭୟଙ୍କର ରୂପ ନେବା ଆରମ୍ଭ କରିଛି। ଗତ ୨୪ ଘଣ୍ଟାର ତଥ୍ୟ ଏହା ସୂଚାଉଛି। ଗତ ୨୪ ଘଣ୍ଟାରେ ଦେଶରେ ୧୯୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୩୯୦୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି, ଯାହା ବର୍ତ୍ତମାନ ସୁଦ୍ଧା କୌଣସି ଗୋଟିଏ ଦିନରେ…
Read More...