banner
Breaking

ଓଡ଼ିଶାରେ ଦ୍ବିତୀୟ କରୋନା ମୃତ୍ୟୁ।

0

ଭୁବନେଶ୍ୱର,୬।୫:(ଓଡ଼ିଆ ନ୍ୟୁଜ)- ଓଡ଼ିଶାରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ଭୁବନେଶ୍ୱର ମଧୁସୂଦନ ନଗରର ୭୭ ବର୍ଷୀୟ ବ୍ୟକ୍ତି।ସେ ଉଚ୍ଚ ରକ୍ତଚାପ, ମଧୁମେହ ଏବଂ କିଡନୀ ରୋଗରେ ପିଡୀତ ଥିଲେ। କିମସ ସ୍ଥିତ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ମାଧ୍ୟମରେ ସୂଚନା ପ୍ରଦାନ କରାଯାଇଛି।ଏହା ରାଜ୍ୟର ଦ୍ଵିତୀୟ କରୋନା ଜନିତ ମୃତ୍ୟୁ । ପ୍ରଥମ ମୃତ୍ୟୁ ଅପ୍ରେଲ ୬ ରେ ଘଟିଥିଲା। ଉଭୟ କରୋନା ଜନିତ ମୃତକ ଖୋର୍ଦ୍ଧା ଜିଲାର ।

Khansweb Solution Bhubaneswar

Leave A Reply

Your email address will not be published.