banner
Breaking
Yearly Archives

2020

ଆଜି ୩୭ ପଜିଟିଭ୍ ଚିହ୍ନଟ। ଆକ୍ରାନ୍ତଙ୍କ ସ°ଖ୍ୟା ୪୧୪ କୁ ବୃଦ୍ଧି।

ଭୁବନେଶ୍ବର , ୧୧/୫(ଓଡ଼ିଆ ନ୍ୟୁଜ): ଆଜି ଗୋଟିଏ ଦିନରେ ରାଜ୍ୟରୁ ୩୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ସୋମବାର ସକାଳୁ ରାଜ୍ୟରେ ୧୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅପରାହ୍ନରେ ୩ଟି ଏବଂ ସନ୍ଧ୍ୟାରେ ୨୦ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସକାଳେ ଚିହ୍ନଟ ହୋଇଥିବା ୧୪ ଆକ୍ରାନ୍ତଙ୍କ…
Read More...

ମନମୋହନ ସି°ଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି।

ନୂଆଦିଲ୍ଲୀ,୧୧/୫(ଓଡ଼ିଆ ନ୍ୟୁଜ): ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଡା. ମନମୋହନ ସିଂହଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ନୂଆଦିଲ୍ଲୀସ୍ଥିତ ଏମ୍‌ସରେ କାର୍ଡିଓଥୋରାସିସ୍‌ ସେଣ୍ଟରରେ ମନମୋହନଙ୍କୁ ରଖି ତାଙ୍କର ଚିକିତ୍ସା କରାଯାଉଛି। ଛାତିରେ ଯନ୍ତ୍ରଣା ଅନୁଭବ…
Read More...

ଆସନ୍ତା କାଲିଠାରୁ ଚାଲିବ ଟ୍ରେନ। ଆଜି ଦିନ ୪ ଟାରୁ ବୁକି° ଆରମ୍ଭ।

ଭୁବନେଶ୍ବର,: ଆସନ୍ତା କାଲି ଅର୍ଥାତ ୧୨ ତାରିଖଠାରୁ ପୁଣି ଗଡ଼ିବ ଟ୍ରେନ୍ । ଦିଲ୍ଲୀରୁ ଭୁବନେଶ୍ବର ସମେତ ୧୫ ଷ୍ଟେସନକୁ ଟ୍ରେନ ଚଳାଚଳ ନିମନ୍ତେ ପ୍ରସ୍ତୁତି କରାଯାଇଛି। ଦେଶବ୍ୟାପୀ ଲକ୍‌ଡାଉନ ଯୋଗୁ ମାର୍ଚ୍ଚ ୨୫ରୁ ଯାତ୍ରୀବାହୀ ରେଳ ସେବା ବନ୍ଦ ହୋଇଛି। ତେବେ ଏହି ସେବା ଆସନ୍ତା…
Read More...

ରାଜ୍ୟର ୭ ଟି ଜିଲ୍ଲାରେ ବର୍ଷା ସହ ପବନ-ପାଣିପାଗ

ଭୁବନେଶ୍ୱର,୧୧।୫(ଓଡ଼ିଆ ନ୍ୟୁଜ): ରାଜ୍ୟରେ ରବିବାର ଆସନ୍ତା ୪ ଦିନ ପର୍ଯ୍ୟନ୍ତ ବର୍ଷା ଓ ବଜ୍ରପାତ ଲାଗି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ତେବେ ସୋମବାର ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ସମେତ ବାଲେଶ୍ୱର, ଭଦ୍ରକ ମାଲକାନାଗିରି, କଳାହାଣ୍ଡି,…
Read More...

ଗଞ୍ଜାମ ସରପଞ୍ଚଙ୍କ ସହ କଥାହେଲେ ୫ ଟି ସଚିବ।

ଭୁବନେଶ୍ୱର : ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି.କେ ପାଣ୍ଡିଆନ୍ ଗଞ୍ଜାମ ଜିଲ୍ଲାର ସମସ୍ତ ସରପଞ୍ଚମାନଙ୍କ ସହିତ କଥା ହୋଇଛନ୍ତି। ସଂଗରୋଧ କେନ୍ଦ୍ରର ପରିଚାଳନାରେ ନେତୃତ୍ୱ ନେଇ ସରପଞ୍ଚମାନଙ୍କ ସହିତ କଥା ହେବା ସମୟରେ କରୋନା ମୁକାବିଲା ପାଇଁ କ’ଣ କରାଯାଇପାରିବ ସେ ନେଇ…
Read More...

ଆଜି ଗଞ୍ଜାମ ଯିବେ ୭ ଜଣିଆ ଡାକ୍ତରି ଦଳ।

ଭୁବନେଶ୍ବର,୧୧/୫(ଓଡ଼ିଆ ନ୍ୟୁଜ) : ରାଜ୍ୟବାସୀ ଓ ସରକାରଙ୍କ ଚିନ୍ତା ବଢାଇଦେଇଛି ଗଞ୍ଜାମ। ପ୍ରବାସୀ ଓଡ଼ିଆ ଫେରିବା ପରେ ହୁହୁ ହୋଇ ବଢିଚାଲିଛି ଆକ୍ରାନ୍ତଙ୍କ ସ°ଖ୍ୟା। ଗଞ୍ଜାମ ଜିଲାରେ ରବିବାର ସୁଦ୍ଧା ୧୨୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳ ସୋମବାର ସକାଳୁ ୧୨ ଜଣ ଚିହ୍ନଟ ହୋଇ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସାହାଯ୍ୟରେ କାମ ହାସଲ କରିବେ । ପାରିବାରିକ ଓ କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଭଲ ରହିବ । ବନ୍ଧୁ ଗହଣରେ ମନ ବୁଝିଲା ଭଳି କଥା କହି ପରିସ୍ଥିତିକୁ ସୁଧାରି ନେବେ । ଯାତ୍ରା, ବାଣିଜ୍ୟ, କ୍ରୟ ବିକ୍ରୟ କ୍ଷେତ୍ରରେ ସୁଫଳ ପାଇବେ ।…
Read More...

ରାଜ୍ୟରେ ପୁଣି ୧୪ ପଜିଟିଭ୍। ଆକ୍ରାନ୍ତଙ୍କ ସ°ଖ୍ୟା ୩୯୧କୁ ବୃଦ୍ଧି।

ଭୁବନେଶ୍ୱର,୧୧/୫(ଓଡ଼ିଆ ନ୍ୟୁଜ) ଆଜି ସକାଳ ଅପଡେଟ ସୁଧା ରାଜ୍ୟରେ ପୁଣି ୧୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଗଞ୍ଜାମରୁ ୧୨ ଜଣ ହୋଇଥିବା ବେଳେ ସୁନ୍ଦରଗଡରୁ ଜଣେ ଓ କେନ୍ଦ୍ରାପଡାର ଜଣେ। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସ°ଖ୍ୟା ବୃଦ୍ଧିପାଇ ୩୯୧ ରେ ପହଞ୍ଚିଛି।ଗଞ୍ଜାମରୁ ଆଜିର…
Read More...

ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମାନଙ୍କ ସହିତ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ।

ନୂଆଦିଲ୍ଲୀ: ମେ ୧୭ ତାରିଖରେ ଶେଷ ହେବ ଦେଶର ତୃତୀୟ ପର୍ଯ୍ୟାୟ ଲକ୍ ଡ଼ାଉନ୍ । ଏହା ପରେ କ’ଣ ଯୋଜନା ରହିଛି ବୋଲି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ପଚାରିଛନ୍ତି । କଂଗ୍ରେସ ନେତା ରାହୁଳ ଗାନ୍ଧୀ ମଧ୍ୟ ଅନୁରୂପ ଭାବରେ ଲକ୍ଡ଼ାଉନ କୋହଳ କରି ଲୋକଙ୍କୁ କାମଧନ୍ଦା…
Read More...

ପ୍ରବାସୀ ଓଡ଼ିଆଙ୍କ ପାଇଁ ଭୁବନେଶ୍ବରରେ ୩ ଟି ସ୍କ୍ରିନି° ସେଣ୍ଟର।

ଭୁବନେଶ୍ବର,୧୦/୫(ଓଡ଼ିଆ ନ୍ୟୁଜ): ପ୍ରବାସୀ ଓଡ଼ିଆଙ୍କ ପାଇଁ ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ପଦକ୍ଷେପ ନିଆଯାଇଛି। ଭୁବନେଶ୍ବର ଆସିବାକୁ ଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ବିଏମ୍‌ସି ପକ୍ଷରୁ ୩ଟି ସ୍କ୍ରିନିଂ ସେଣ୍ଟର କରାଯାଇଛି। ପ୍ରବାସୀଙ୍କୁ ରାଜଧାନୀରେ ୩ଟି ସ୍ଥାନରେ ସ୍ବାଗତ…
Read More...