banner
Breaking
Yearly Archives

2020

ଆସନ୍ତାକାଲି ଠାରୁ ଦ୍ବିତୀୟ ପର୍ଯ୍ୟାୟ ବନ୍ଦେ ଭାରତ ମିଶନ। ଫେରିବେ ୧.୮୮ ଲକ୍ଷ ଭାରତୀୟ।

ନୂଆଦିଲ୍ଲୀ ୨୫/୫(ବ୍ୟୁରୋ): ଦ୍ୱିତୀୟ ପର୍ଯ୍ୟାୟ ବନ୍ଦେ ଭାରତ ମିଶନ୍‍ ଆସନ୍ତାକାଲିଠାରୁ ଆରମ୍ଭ ହୋଇ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ପର୍ଯ୍ୟାୟରେ ୩୧ଟି ଦେଶରୁ ଭାରତୀୟମାନଙ୍କୁ ସ୍ୱଦେଶ ଅଣାଯିବ । ଏଥିପାଇଁ ୧୪୯ଟି ବିମାନକୁ ମୁତୟନ କରାଯାଇଛି । ଦ୍ୱିତୀୟ ପର୍ଯ୍ୟାୟ ବନ୍ଦେ ଭାରତ ମିଶନରେ…
Read More...

ରାଜ୍ୟରେ କୌଣସି ପ୍ରବାସୀ ଶ୍ରମିକ ଚାଲିକି ଯିବେ ନାହିଁ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୫/୫(ଓଡ଼ିଆ ନ୍ୟୁଜ) : ବହୁସଂଖ୍ୟାରେ ପ୍ରବାସୀ ଶ୍ରମିକମାନେ ଓଡ଼ିଶା ମଧ୍ୟ ଦେଇ ସେମାନଙ୍କ ନିଜ ନିଜ ରାଜ୍ୟ ଯଥା ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ ଓ ବିହାରକୁ ଫେରୁଛନ୍ତି। ରାଜ୍ୟ ସରକାରଙ୍କ ପ୍ରୟାସ କ୍ରମେ ଏହି ପ୍ରବାସୀମାନଙ୍କୁ ରାଜ୍ୟ ସୀମାରେ ପହଞ୍ଚାଇବା ପାଇଁ ବନ୍ଦୋବସ୍ତ…
Read More...

କରୋନା ପାଇଁ ପ୍ରଥମରୁ ଅଷ୍ଟମ ସବୁ ପାସ୍।

ଭୁବନେଶ୍ବର,୧୫/୫(ଓଡ଼ିଆ ନ୍ୟୁଜ): ରାଜ୍ୟ ସରକାରଙ୍କ ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପଢୁଥିବା ସମସ୍ତ ଛାତ୍ରଛାତ୍ରୀ ପାସ୍‌ । କରୋନା ସ୍ଥିତି ନେଇ ସବୁ ଛାତ୍ରଛାତ୍ରୀଙ୍କୁ ପାସ୍‌ କରାଇ ଦିଆଯାଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା ହୋଇଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ…
Read More...

ଏଲପି ଟିମ୍ ପକ୍ଷରୁ ମନ୍ଦିର ପୂଜକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ।

ଭୁବନେଶ୍ୱର, ୧୫/୫(ଓଡ଼ିଆ ନ୍ୟୁଜ): ମଣିଷ ଦୁଃଖ କଷ୍ଟରେ ପଡିଲେ ଦୈାଡିଯାଏ ମନ୍ଦିରକୁ ଭଗବାନଙ୍କୁ ଗୁହାରୀ କରିବାକୁ । ସେଠାର ପୂଜକଟିଏ ମନ୍ତ୍ର ପଢ଼ି ମୁଣ୍ଡରେ ହାତ ଥୋଇ ଆଶୀର୍ବାଦ କରିଥାଏ । ଆମର ଦୁଃଖ ଲାଘବ ହୋଇଥାଏ । ଭକ୍ତମାନେ ଦେଉଥିବା ଦକ୍ଷିଣା ପୂଜକ ମାନଙ୍କର ସମ୍ପତ୍ତି। ଆଜି କରୋନା…
Read More...

ସାମ୍ବାଦିକଙ୍କୁ କରୋନା ଯୋଦ୍ଧା ସମ୍ମାନ। ବିଏମସି କର୍ମଚାରୀଙ୍କୁ ମାସ୍କ ଓ ଖାଦ୍ୟ ବଣ୍ଟନ।

ଭୁବନେଶ୍ୱର,୧୫/୫(ଓଡ଼ିଆ ନ୍ୟୁଜ) : କରୋନା ମୁକାବିଲା କରିବା ପାଇଁ ନିଜ ଜୀବନକୁ ବାଜି ଲଗାଇ ପରିବାରର ମୋହମାୟା ଛାଡି ଯେଉଁମାନେ ଜନସାଧାରଣଙ୍କ ସେବା କରିବା ପାଇଁ ଆଗେଇ ଆସିଛନ୍ତି ସେମାନେ ହେଉଛନ୍ତି ପ୍ରକୃତ କରୋନା ଯୋଦ୍ଧା ବୋଲି ଭୈାମନଗର ହାଟ ମହାସଂଘର କର୍ମକର୍ତ୍ତାମାନେ ମତବ୍ୟକ୍ତ…
Read More...

ରାଜ୍ୟରେ ପୁଣି ୪୮ ପଜିଟିଭ୍। ଆକ୍ରାନ୍ତଙ୍କ ସ°ଖ୍ୟା ୬୭୨ କୁ ବୃଦ୍ଧି।

ଭୁବନେଶ୍ୱର, ୧୪।୫(ଓଡ଼ିଆ ନ୍ୟୁଜ): ରାଜ୍ୟରେ ପୁଣି ୪୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୭୨ କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ଗଞ୍ଜାମରୁ ୧୨ ,ବାଲେଶ୍ବର-୧୨,ଯାଜପୁର-୨,ଭଦ୍ରକ-୬,ନୟାଗଡ଼-୩, ପୁରୀ-୧୦,କଟକ,ଦେବଗଡ଼ ଓ ସୁନ୍ଦରଗଡରୁ ଜଣେ ଜଣେ ବୋଲି ଜଣା…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ଆର୍ଥିକ ଅଭିବୃଦ୍ଧି ସହିତ ନୂତନ ମିତ୍ରତା ସୃଷ୍ଟିହେବ। ଅଟକିରହି ଯାଇଥିବା ଫାଇଲ କାମଟିକୁ ଆଜିହିଁ ଆରମ୍ଭ କରିବାକୁ ମନ ବଳାଇବେ। ବନ୍ଧୁମାନଙ୍କ ପରାମର୍ଶାନୁସାରେ ପାରିବାରିକ ଝାମେଲାର ସମାଧାନ ହେବାର ଆଶାରହିଛି। ବାଣିଜ୍ୟ ଓ ରାଜନୀତିରେ ଚେଷ୍ଟା ସଫଳ ହେବେ। ବୃଷ:-ଆଜି…
Read More...

ସମୁଦ୍ରରେ ବାତ୍ୟା ଗୋଟାଉଛି ବଳ। ହୋଇପାରେ ଭୟଙ୍କର

ଭୁବନେଶ୍ୱର, ୧୪ା୫(ବ୍ୟୁରୋ)- ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇଛି। ଏହା ଆହୁରି ଘନୀଭୂତ ହୋଇ ୧୬ ତାରିଖ ସନ୍ଧ୍ୟା ସୁଦ୍ଧା ସାମୁଦ୍ରିକ ଝଡ଼ରେ ପରିଣତ ହେବ । ସମୁଦ୍ର ମଧ୍ୟରେ ଅଧିକ ସମୟ ରହୁଥିବାରୁ ବାତ୍ୟା ଆହୁରି ଅଧିକ ବଳ ଗୋଟାଇ…
Read More...

ପ୍ରବାସୀ ସତର୍କ ରହିଲେ କରୋନା ବ୍ୟାପିବ ନାହିଁ।

ଭୁବନେଶ୍ୱର, ୧୩ା୫(ଓଡ଼ିଆ ନ୍ୟୁଜ): ବାହାର ରାଜ୍ୟ ବା ଦେଶରୁ ଫେରୁଥିବା ପ୍ରବାସୀମାନେ ସମସ୍ତେ କରୋନା ପଜିଟିଭ୍‌ ନୁହନ୍ତି। ଯଦି ସେମାନେ ସଙ୍ଗରୋଧରେ ରହିବେ ଓ ସମସ୍ତ ସତର୍କତା ଅବଲମ୍ବନ କରିବେ ତେବେ ସଂକ୍ରମିତ ହେବ ନାହିଁ। ଠିକ୍‌ ଭାବେ ସରକାରଙ୍କ ନିୟମ ମାନି ୨୮ ଦିନ କ୍ୱାରାଣ୍ଟାଇନ୍‌ରେ…
Read More...

ବିଶିଷ୍ଟ ସ୍ବାଧୀନତା ସ°ଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ଦେହାନ୍ତ।

ଭୁବନେଶ୍ବର,୧୪/୫(ଓଡ଼ିଆ ନ୍ୟୁଜ) : ବର୍ଷିୟାନ ସ୍ୱାଧୀନତା ସଂଗ୍ରାମୀ,ପ୍ରଚଣ୍ଡ ପ୍ରତିଭାଧାରୀ,ମେଳାପୀ, ମିଷ୍ଟଭାଷୀ, ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ ଆଉ ନାହାନ୍ତି । ୩ ଦିନ ତଳେ ନିଜର ୯୯ତମ ଜନ୍ମଦିବସ ପାଳନ କରିଥିବା ଭବାନୀଚରଣ ପଟ୍ଟନାୟକ ଆଜି କ୍ୟାପିଟାଲ ହସପିଟାଲରେ ଆଖି ବୁଜିଛନ୍ତି ।…
Read More...