ଓଡିଶାରେ ଅନଲାଇନରେ କାଲିଠାରୁ ମିଳିବ ମଦ।
ଭୁବନେଶ୍ୱର,୨୩।୫(ଓଡ଼ିଆ ନ୍ୟୁଜ): ରବିବାରଠାରୁ ଅନ୍ଲାଇନ୍ରେ ମିଳିବ ମଦ। ଏଥିନେଇ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ଅନ୍ ଓ ଅଫ୍ ଲାଇସେନ୍ସ ପ୍ରାପ୍ତ ଦୋକାନୀ ହୋମ୍ ଡେଲିଭରି କରିପାରିବେ। କଣ୍ଟେନ୍ମେଣ୍ଟ ଜୋନ୍ ବ୍ୟତିତ ଅନ୍ୟ ସବୁଠାରେ ହୋମ୍ ଡେଲିଭରି କରାଯିବ। ହେଲେ ବିଦେଶୀ ମଦ ଓ…
Read More...
Read More...