banner
Breaking
Yearly Archives

2020

ରାଜ୍ୟରେ ପୁଣି ୧୪୩ ପଜିଟିଭ ଚିହ୍ନଟ। ଆକ୍ରାନ୍ତଙ୍କ ସ°ଖ୍ୟା ୨୩୮୮ କୁ ବୃଦ୍ଧି।

ଭୁବନେଶ୍ଵର,୩/୬(ଓଡ଼ିଆ ନ୍ୟୁଜ):ରାଜ୍ୟରେ ଆଜି ପୁଣି ୧୪୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ୧୪୩ ଜଣଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩୮୮ କୁ ବୃଦ୍ଧି ପାଇଛି। । ଆଜି ଚିହ୍ନଟ ହୋଇଥିବା ୧୪୩ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୨ ଜଣ କ୍ବାରେଣ୍ଟାଇନ…
Read More...

ଲ୍ୟାଣ୍ଡଫଲ୍ କଲା ବାତ୍ୟା ନିସର୍ଗ।

ନୂଆଦିଲ୍ଲୀ, ୩ା୬: ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ନିସର୍ଗ ଲ୍ୟାଣ୍ଡଫଲ କରିଛି। ଏବେ ବାତ୍ୟା ନିସର୍ଗର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆଲିବାଗ ଅଞ୍ଚଳରେ ଜାରି ରହିଛି ଏହା ଆଗାମୀ ୨ଘଣ୍ଟା ପରେ ଶେଷ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ

ମେଷ:-ଆଜି ଆପଣ ବନ୍ଧୁମାନଙ୍କ ନିମନ୍ତ୍ରଣ କ୍ରମେ ସହଯୋଗ, ସୁଖ ସମ୍ମାନ ପାଇ ଖୁସି ହେବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ, କଳା, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରେ ଲାଭବାନ୍‌ ହେବେ। ବିବାଦ ପରିପ୍ରେକ୍ଷୀରେ ଆଶଙ୍କା କରୁଥିବା ଘଟଣା ସେମିତି କିଛି ହେବ ନାହିଁ। ନିର୍ମାଣ, ଗଣ…
Read More...

ଅନଲକ-୧ ନିୟମାବଳୀର ସ°ଶୋଧନ କଲେ ରାଜ୍ୟ ସରକାର।

ଭୁବନେଶ୍ୱର,୨।୬(ଓଡ଼ିଆ ନ୍ୟୁଜ): ମେ ୩୧ ରେ ଲକଡାଉନ ସରିବା ପରେ ଜୁନ ୧ରୁ ଅନଲକ-୧ ଆରମ୍ଭ କରିଥିଲେ କେନ୍ଦ୍ର ସରକାର। ଏଥିରେ ରାଜ୍ୟ ଗୁଡିକ ପରିସ୍ଥିତି ଅନୁଧ୍ୟାନ କରି ନିୟମ କାନୁନ ଜାରି କରିପାରିବେ ବୋଲି ନିର୍ଦ୍ଦେଶ ଥିଲା।ତେବେ ଓଡିଶାରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ…
Read More...

ଓଡିଆ ସରକାରଙ୍କ କେନ୍ଦ୍ର ଅବହେଳା ଯୁଗ ସରିଲା।

ଭୁବନେଶ୍ୱର : କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ମୋଦୀ ସରକାରଙ୍କ ଅମଳରେ ଯାହାସବୁ ଅନୁଦାନ ଓଡ଼ିଶା ପାଇଛି ତାହା ପୂର୍ବରୁ କେବେ ପାଇ ନଥିଲା। ଏହାସହିତ ଓଡ଼ିଶାର ବହୁ ଯଶସ୍ବୀଙ୍କୁ ଯେଭଳି ପଦ୍ମ ଓ ବିଭିନ୍ନ ସମ୍ମାନ ସହିତ ତିନିଜଣଙ୍କୁ ରାଜ୍ୟପାଳ ପଦ ମର୍ଯ୍ୟାଦା ଦିଆଯାଇଛି ତାହା ଅନ୍ୟ କୌଣସି ସରକାର…
Read More...

ଓଡିଶାରେ ୧୦ରେ ପାଦ ଥାପିବ ମୌସୁମୀ।

ଭୁବନେଶ୍ୱର,୨।୬(ବ୍ୟୁରୋ): ଦକ୍ଷିଣ-ପଶ୍ଚିମ ମୌସୁମୀ ସୋମବାର କେରଳ ଛୁଇଁଛି। ଆଉ ୯ ଦିନ ପରେ ଓଡ଼ିଶାରେ ପାଦ ଥାପିବ। ସେଥିପାଇଁ ପାଗ ଅନୁକୂଳ ରହିଛି। ଆସନ୍ତା ୮ ତାରିଖରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ମୌସୁମୀ ଅଧିକ ସକ୍ରିୟ ହେବ ଏବଂ ଆଗକୁ…
Read More...

ଓ୍ବାନ ନେସନ ଓ୍ବାନ ରାଶନରେ ଓଡିଶା ସାମିଲ।

ଭୁବନେଶ୍ୱର,୨।୬(ବ୍ୟୁରୋ): ଓ୍ବାନ୍‌ ନେଶନ ଓ୍ବାନ୍‌ ରାଶନରେ ଓଡ଼ିଶା ସାମିଲ ହେଲା। ସିକିମ, ମିଜୋରାମ ସହିତ ଓଡ଼ିଶାକୁ କେନ୍ଦ୍ର ସରକାର ଇଣ୍ଟିଗ୍ରେଟ୍‌ ମ୍ୟାନେଜମେଣ୍ଟ ଅଫ ପବ୍ଲିକ ଡିଷ୍ଟ୍ରିବ୍ୟୁଶନ ସିଷ୍ଟମ (ଆଇଏମ୍‌-ପିଡିଏସ୍‌)ସ୍କିମ୍‌ରେ ସାମିଲ କରିଛନ୍ତି। ଏ ନେଇ ସୋମବାର କେନ୍ଦ୍ର ଖାଉଟି…
Read More...

ଦେଶର ନମ୍ବର ଓ୍ବାନ୍ ମୁଖ୍ୟମନ୍ତ୍ରୀ ନବୀନ।

ଭୁବନେଶ୍ୱର, ୨ା୬(ଓଡ଼ିଆ ନ୍ୟୁଜ): କରୋନା ପାଇଁ ଦେଶ ଓ ରାଜ୍ୟ ଲକ ଡାଉନ ରହିଥିଲା । ଲକଡାଉନ ସମୟରେ ମୁଖ୍ୟମନ୍ତ୍ରୀ ମାନଙ୍କର କାର୍ଯ୍ୟ ଦକ୍ଷତା ଓ ଲୋକପ୍ରିୟତା ନେଇ ଆଇଏଏନଏସ, ସି-ଭୋଟର ପକ୍ଷରୁ ଏକ ସର୍ଭେ ହୋଇଥିଲା । ସର୍ଭେ ରିପୋର୍ଟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନମ୍ବର ୱାନରେ…
Read More...

ଦାୟିତ୍ୱ ଗ୍ରହଣ କଲେ ଡ଼ ସତ୍ୟଜିତ ମହାନ୍ତି।

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ): ବରିଷ୍ଠ ଆଇପିଏସ ଅଫିସର ଡ. ସତ୍ୟଜିତ ମହାନ୍ତି ରାଜ୍ୟ ସରକାରଙ୍କ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱରେ ଅଛନ୍ତି । ପୂର୍ବରୁ ଗୁଇନ୍ଦା ଡିଜି ଭାବେ ଅବସ୍ଥାପିତ ଥିବା ବେଳେ ଏବେ ଅଗ୍ନିଶମ ବିଭାଗ ମୁଖିଆଙ୍କ ଗାଦିରେ ରାଜ୍ୟ ସରକାର ବରିଷ୍ଠ ଆଇପିଏସ୍ ଅଫିସର…
Read More...

ରାଜଧାନୀରେ ଅସଦାଚରଣ।ରକ୍ଷକ ସାଜିଲା ଭକ୍ଷକ।

ଭୁବନେଶ୍ବର,୨/୬(ବ୍ୟୁରୋ) : ରକ୍ଷକ ସାଜିଛି ଭକ୍ଷକ। ଲୋକମାନଙ୍କୁ ସୁରକ୍ଷା ଦେବାପାଇଁ ନିୟୋଜିତ ପୋଲିସ ରକ୍ଷା କରିବା ପରିବର୍ତ୍ତେ ନିଜେ ଭକ୍ଷକ ପାଲଟି ଯାଉଛି। ଏଭଳି ଘଟଣା ଘଟିଛି ପୁଣି ଖୋଦ ରାଜଧାନୀରେ। ରାଜଧାନୀସ୍ଥିତ ସହିଦନଗର ଅଞ୍ଚଳର ଜଣେ ମହିଳାଙ୍କୁ ଅପହରଣ ଉଦ୍ୟମ ଅଭିଯୋଗରେ ୩ ଜଣ…
Read More...