banner
Breaking
Yearly Archives

2020

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆପଣ ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ଆଜି ହଠାତ୍‌ ହୋଇଯିବ । ସହକର୍ମୀଙ୍କ ସହ ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ବିତର୍କର ସମ୍ମୁଖୀନ ହେବାକୁ ପଡ଼ିପାରେ । ଆପୋସ ଆଲୋଚନା ଓ ମିଳାମିଶାରୁ ପାରିବାରିିକ ସମସ୍ୟାର ସମାଧାନ ଘଟିବ । ନିଜ ନିଜର ସ୍ବାର୍ଥହାନି ଆଶଙ୍କାରେ ଆତ୍ମୀୟସ୍ବଜନମାନେ…
Read More...

ଆଜି ଜଗତସିଂହପୁରରେ ସର୍ବାଧିକ ୩୩ ପଜିଟିଭ ଚିହ୍ନଟ।

ଜଗତସିଂହପୁର,୧୦/୫(ଓଡ଼ିଆ ନ୍ୟୁଜ) ଆଜି ଗୋଟିଏ ଦିନରେ ଜଗତସିଂହପୁର ଜିଲ୍ଲାରେ ସର୍ବାଧିକ ୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୦ରେ ପହଞ୍ଚିଛି ।ସେଥିରୁ ୭୬ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଅନ୍ୟ ସକ୍ରିୟ ୫୪ ଜଣ…
Read More...

ଅସହାୟଙ୍କୁ ସାହାଯ୍ୟର ହାତ ବଢାଇଲା ସାମାଜିକ ଅନୁଷ୍ଠାନ ଆଫିନ ଓଆଇଜି

ଜଗତସିଂହପୁର,୧୦/୫(ଓଡ଼ିଆ ନ୍ୟୁଜ): କରୋନା ଯୋଗୁଁ ସୃଷ୍ଟି ହୋଇଥିବା ପ୍ରତିକୂଳ ପରିସ୍ଥିତି ଯୋଗୁଁ ଅନେକ ଗରିବ ଅସହାୟ ଓ ମଧ୍ୟବିତ୍ତ ପରିବାରର ଆର୍ଥିକ ମେରୁଦଣ୍ଡ ଜରାଜୀର୍ଣ୍ଣ ହୋଇ ପଡିଛି | ଏହିପରି ସମୟରେ ହଂସୁରା ଓ ପୋରଗଦେଇ ଅଞ୍ଚଳରେ ୧୫ ରୁ ଉର୍ଦ୍ଧ୍ବ ଗରିବ ପରିବାରକୁ ଶୁଖିଲା ଖାଦ୍ୟ ଓ…
Read More...

ରାଜ୍ୟରେ ପୁଣି ୧୧୦ ପଜିଟିଭ ଚିହ୍ନଟ। ଆକ୍ରାନ୍ତଙ୍କ ସ°ଖ୍ୟା ୩୨୫୦ କୁ ବୃଦ୍ଧି।

ଭୁବନେଶ୍ୱର,୧୦।୬(ଓଡ଼ିଆ ନ୍ୟୁଜ): ରାଜ୍ୟରେ ପୁଣି ଆଜି ନୂଆ ୧୧୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨୫୦କୁ ବୃଦ୍ଧି ପାଇଛି । ୧୭ଟି ଜିଲ୍ଲାରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୯୭ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୩ ଜଣ…
Read More...

ସପ୍ତାହକୁ ୨ ଦିନ ସଟଡାଉନ। ଅନ୍ୟ ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ-ପ୍ରଦୀପ ଜେନା

ଭୁବନେଶ୍ୱର, ୯/୬(ଓଡ଼ିଆ ନ୍ୟୁଜ): ଚାରିଆଡେ ସଟଡାଉନ ଅବଧି ବୃଦ୍ଧି ନେଇ ଚର୍ଚ୍ଚା ଚାଲିଛି। କିଏ କହୁଛି ୪ ଦିନ ହେବ ତ କିଏ କହୁଛି ୫ ଦିନ। ଏଭଳି ପ୍ରଚାର ଚାଲିବା ଦ୍ଵାରା ସାଧାରଣ ଲୋକମାନେ ଭୟଭୀତ ହୋଇପଡିଛନ୍ତି। ଏହି ଗୁଜଵ ଲୋକଙ୍କୁ ଭାରାକ୍ରାନ୍ତ କରୁଥିବାରୁ ଏସଆରସି ପ୍ରଦୀପ ଜେନା ଏହାକୁ…
Read More...

ରାଜ୍ୟରେ ପୁଣି ୧୪୬ ପଜିଟିଭ ଚିହ୍ନଟ। ଆକ୍ରାନ୍ତଙ୍କ ସ°ଖ୍ୟା ୩୧୪୦ କୁ ବୃଦ୍ଧି

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ): ରାଜ୍ୟରେ ପୁଣି ୧୪୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୧୪୦କୁ ବୃଦ୍ଧି ପାଇଛି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୩୬ ଜଣ ଚିକିତ୍ସା ହେଉଥିବା ବେଳେ ୨୦୦୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୯ଜଣଙ୍କର କରୋନାରେ ମୃତ୍ୟୁ…
Read More...

ବଜ୍ରପାତରେ ଗଲା ୧୦ଜୀବନ।

ଭୁବନେଶ୍ୱର, ୮।୬(ବ୍ୟୁରୋ) – ରାଜ୍ୟରେ ସୋମବାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସହ ବର୍ଷା ହୋଇଛି। ଏହି ସମୟରେ ବଜ୍ରପାତ ଘଟି ୧୦ ଜଣଙ୍କ ଜୀବନ ଯାଇଛି। ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକରେ ଜଣେ ନାବାଳକ, କେନ୍ଦୁଝର ଆନନ୍ଦପୁର ଅଞ୍ଚଳରେ ଜଣେ ଯୁବକ, କେନ୍ଦ୍ରାପଡ଼ାର ମହାକାଳପଡ଼ା,…
Read More...

କାଲିଠାରୁ ବର୍ଷା ଆରମ୍ଭ।

ଭୁବନେଶ୍ୱର,୮।୬(ବ୍ୟୁରୋ): ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପୂର୍ବ ଦକ୍ଷିଣ-ପଶ୍ଚିମ ଏବଂ କେନ୍ଦ୍ରୀୟ ବଙ୍ଗୋପସାଗରରେ ପ୍ରବେଶ କରି ଧୀରେ ଧୀରେ ଆଗକୁ ଅଗ୍ରସର ହେଉଛି। ଏହି ପ୍ରକ୍ରିୟା ଜାରି ରହିଲେ ଆଉମାତ୍ର ୨ରୁ ୪ ଦିନ ଭିତରେ ମୌସୁମୀ ବାୟୁ ଓଡ଼ିଶାରେ ପହଞ୍ଚତ୍ବ ବୋଲି ଭୁବନେଶ୍ୱରସ୍ଥିତ…
Read More...

କରୋନା ପରୀକ୍ଷାରେ ଓଡ଼ିଆ ଡାକ୍ତରଙ୍କ ସଫଳତା।

କଟକ ,୮ା୬: ଆଇଆଇଟି (ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି) ହାଇଦ୍ରାବାଦ ପକ୍ଷରୁ ଏକ କରୋନା ଟେଷ୍ଟିଂ କିଟ୍‌ ପ୍ରସ୍ତୁତ କରାଯାଇଛି। ଏହାର ମୂଲ୍ୟ ୬୦୦ ଟଙ୍କା ରହୁଥିବା ବେଳେ ୨୦ ମିନିଟ ମଧ୍ୟରେ ଏହା ଫଳାଫଳ ଦେଇପାରିବ ବୋଲି ଆଇଆଇଟି ହାଇଦ୍ରାବାଦ ପକ୍ଷରୁ ଟୁଇଟ୍‌ ମାଧ୍ୟମରେ ଦର୍ଶାଯାଇଛି।…
Read More...

କେଜିରୱାଲଙ୍କ ଠାରେ କରୋନା ଲକ୍ଷଣ।

ନୂଆଦିଲ୍ଲୀ :  ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରୱାଲ ଅସୁସ୍ଥ ହୋଇପଡିଛନ୍ତି। ତାଙ୍କୁ ସାମାନ୍ୟ ଜ୍ୱର ହୋଇଛି ଏବଂ ସେ ଗଳାରେ ଯନ୍ତ୍ରଣା ଅନୁଭବ କରୁଛନ୍ତି। ତେଣୁ ସେ ଘରେ ଆଇସୋଲେସନରେ ଅଛନ୍ତି।ଆସନ୍ତା କାଲି ତାଙ୍କର କରୋନା ଯାଞ୍ଚ କରାଯିବ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ରବିବାର…
Read More...