banner
Breaking
Monthly Archives

August 2020

ଲାଲକିଲାରେ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ନୂଆଦିଲ୍ଲୀ,୧୫।୮(ଓଡ଼ିଆ ନ୍ୟୁଜ): ୭୪ତମ ସ୍ବାଧୀନତା ଦିବସ ଅବସରରେ ଦିଲ୍ଲୀ ଲାଲକିଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ପତାକା ଉତ୍ତୋଳନ କରିବା ପୂର୍ବରୁ ମୋଦି ପ୍ରଥମେ ରାଜଘାଟ ଯାଇଥିଲେ। ସେଠାରେ ସେ ମାହାତ୍ମା ଗାନ୍ଧୀଙ୍କ ସମାଧି ସ୍ଥଳରେ…
Read More...

ସୁରକ୍ଷା ଓ ରୋଟାରୀ କ୍ଲବ ସେଣ୍ଟିନିୟାଲ ପକ୍ଷରୁ ବୃକ୍ଷ ରୋପଣ।

ଭୁବନେଶ୍ୱର,୧୪/୮(ଓଡ଼ିଆ ନ୍ୟୁଜ):ଓଡ଼ିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ସୁରକ୍ଷା ଏବଂ ରୋଟାରୀ କ୍ଲବ ସେଣ୍ଟିନିୟାଲ୍ ଆନୁକୁଲ୍ୟରେ ଆଜି ପୂର୍ବାହ୍ନରେ ସ୍ଥାନୀୟ ଲୁମ୍ବିନୀ ବିହାର ସ୍ଥିତ ସୁରକ୍ଷା ପରିସରରେ ବୃକ୍ଷରୋପଣ କରାଯାଇଥିଲା । ସୁରକ୍ଷାର ସଭାନେତ୍ରୀ ବନ୍ଦନା ପଣ୍ଡାଙ୍କ…
Read More...

ରାଜ୍ୟରେ ଆଜି ସର୍ବାଧିକ ୨୪୯୬ ପଜିଟିଭ ଚିହ୍ନଟ ଓ ୯ ମୃତ।

ଭୁବନେଶ୍ୱର,୧୫/୮(ଓଡ଼ିଆ ନ୍ୟୁଜ):ରାଜ୍ୟରେ ଆଜି ସର୍ବାଧିକ ୨୪୯୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୫୯୧ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୯୦୫ଜଣ ରହିଛନ୍ତି।ଏହାକୁ ମିଶାଇ ମୋଟ ଆକ୍ରାନ୍ତ ସଂଖ୍ୟା ୫୭,୧୨୬କୁ ବୃଦ୍ଧି ପାଇଛି।ଏନେଇ…
Read More...

ଉତ୍ତର ବିଧାୟକଙ୍କ ଦ୍ଵାରା ମାରାଥନ ଉଦଘାଟନ ଓ ଶିଳାନ୍ୟାସ।

ଭୁବନେଶ୍ୱର,୧୪/୮(ଓଡ଼ିଆ ନ୍ୟୁଜ) ଚନ୍ଦ୍ରଶେଖରପୁର ସ୍ଥିତ ୮ନମ୍ବର ୱାର୍ଡରେ ଉତ୍ତର ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ମାରାଥନ ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଯାଇଛି । ଶୁକ୍ରବାର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭୁବନେଶ୍ୱର ଉତ୍ତର ବିଧାୟକ…
Read More...

ରାଜ୍ୟରେ ଆଜି ସର୍ବାଧିକ ୧୯୭୭ ପଜିଟିଭ ଚିହ୍ନଟ ଓ ୧୦ ମୃତ।

ଭୁବନେଶ୍ୱର, ୧୪ା୮(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୧୯୭୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୨୪୧ ଓ ସ୍ଥାନୀୟ ଅଞ୍ଚଳରୁ ୭୩୬ ଜଣ ଚିହ୍ନଟ ହୋଇଛନ୍ତି।ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୪ ହଜାର ୬୩୦କୁ ବୃଦ୍ଧି ପାଇଛି ।…
Read More...

ମାଟ୍ରିକ ଟପରଙ୍କୁ ଶୁଭେଚ୍ଛା ଜଣାଇଲେ ଉତ୍ତର ବିଧାୟକ।

ଭୁବନେଶ୍ୱର,୧୩/୮(ଓଡ଼ିଆ ନ୍ୟୁଜ):ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ ଆଇ ଆର ସି ଭିଲେଜ ହାଇସ୍କୁଲର ଦୁଇଜଣ ଛାତ୍ରଛାତ୍ରୀ ଅପର୍ଣ୍ଣା ମହାରଣା(୯୦%) ଓ ଜଗବନ୍ଧୁ ମହାରଣା ୯୨% ରୁ ଉର୍ଦ୍ଧ୍ବ ନମ୍ବର ରଖି ଟପର ହୋଇଛନ୍ତି। ସୁବିଧା ଅସୁବିଧାରେ ଓ…
Read More...

ନନ୍ଦନକାନନରେ ବିଶ୍ବ ହସ୍ତୀ ଦିବସ ପାଳିତ।

ଭୁବନେଶ୍ୱର : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବିଶ୍ବ ହସ୍ତୀ ଦିବସ ପାଳନ କରାଯାଇଛି ।ଏହି ଅବସରରେ ନନ୍ଦନକାନନ ଜୀବ ବିଜ୍ଞାନର ନିର୍ଦେଶକ ଶ୍ରୀ ଶଶି ପାଉଲ୍ ଚାରି ଜଣ ମାହୁନ୍ତ ଓ ତିନି ଜଣ କର୍ମଚାରୀଙ୍କୁ ତାଙ୍କ ଉତ୍କଷ ସେବା ଏବଂ ଉପଯୁକ୍ତ ଭାବେ ହସ୍ତୀମାନଙ୍କ ରକ୍ଷଣାବେକ୍ଷଣ ପାଇଁ ଉପହାର ଓ…
Read More...

ୟୁଥ କ୍ଲବ ପକ୍ଷରୁ ମାସ୍କ ଓ ସାନିଟାଇଜର ବଣ୍ଟନ।

ଜଗତସିଂହପୁର,୧୩/୮(ଓଡ଼ିଆ ନ୍ୟୁଜ):ସମଗ୍ର ବିଶ୍ୱ ଆଜି କରୋନା ମହାମାରୀରେ କବଳିତ,ଏଭଳି ଏକ ଘଡିସନ୍ଧି ମୂହୁର୍ତ୍ତରେ ଲୋକଙ୍କୁ ସଚେତନ କରିବା ପାଇଁ ଆଗକୁ ବାହାରିଛି ୟୁଥ କ୍ଲବ। ଗତ କାଲି ଜଗତସିଂହପୁର ସହର ସ୍ଥିତ ୟୁଥ କ୍ଲବ ପକ୍ଷରୁ ପୌରପରିଷଦ କାର୍ଯ୍ୟାଳୟ ସମୁଖରେ ଜଗତସିଂହପୁର ଥାନା…
Read More...

ଅଧାପନ୍ତରିଆ ରାସ୍ତାକାମ ବଢୁଛି ଦୁର୍ଘଟଣା।

ଜଗତସିଂହପୁର,୧୩/୮(ଓଡ଼ିଆ ନ୍ୟୁଜ): ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ସଅଁରା ପଞ୍ଚାୟତ ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ସଡକଯୋଜନାରେ ନିର୍ମିତ ସଅଁରା-ଧୂଆଁପାରୀ ରାସ୍ଥାରେ ଅନିୟମତା ହୋଇଥିବାର ଅଭିଯୋଗ ଆସିଛି।ଏହି ରାସ୍ତାର ପିଚୁ କାମ ସମ୍ପୂର୍ଣ ହୋଇନଥିବା ବେଳେ ଦୁଇ ମାସ ତଳେ…
Read More...

ରାଜ୍ୟରେ ଆଜି ପୁଣି ୧୯୮୧ ପଜିଟିଭ ଚିହ୍ନଟ ୯ ମୃତ।

ଭୁବନେଶ୍ୱର,୧୩/୮(ଓଡ଼ିଆ ନ୍ୟୁଜ):ରାଜ୍ୟରେ ଆଜି ପୁଣି ୧୯୮୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୨୨୫ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ରହିଥିବା ବେଳେ ୭୫୬ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି । ଗୁରୁବାର ଏଥିସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୨ ହଜାର ୬୫୩କୁ…
Read More...