banner
Breaking
Monthly Archives

August 2020

କମିଶନରେଟ ପୋଲିସକୁ ବଡ ସଫଳତା।ଧରାହେଲେ ୮ ଅପରାଧୀ।

ଭୁବନେଶ୍ୱର,୩/୮(ଓଡ଼ିଆ ନ୍ୟୁଜ): ରାଜଧାନୀ ଭୁବନେଶ୍ୱରରେ ଗତ କିଛିଦିନ ହେଲା କ୍ରମାଗତ ଭାବରେ ଲୁଟପାଟ ହେଉଥିଲା। ଏମିତିକି ପୋଲିସ, ସାମ୍ବାଦିକ କାହାକୁ ଛାଡି ନଥିଲେ। ପୁଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟି ଥିଲା। ଅନ୍ୟ ପକ୍ଷରେ ନବ ନିଯୁକ୍ତ ଡିସିପିଙ୍କ ପାଇଁ ମଧ୍ୟ ଏହା ଚ୍ୟାଲେଞ୍ଜ ଥିଲା…
Read More...

ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସ ର ପ୍ରସ୍ତୁତି-ରାଜୀବ ଗାନ୍ଧୀ ପଞ୍ଚାୟତ ରାଜ ସଂଗଠନ ମାଧ୍ୟମରେ ତୃଣମୂଳ…

ଭୁବନେଶ୍ୱର-୩/୮(ଓଡ଼ିଆ ନ୍ୟୁଜ):ଆଜି ରାଜୀବ ଗାନ୍ଧୀ ପଞ୍ଚାୟତ ରାଜ ସଂଗଠନର ଭିଡ଼ିଓ ବାର୍ତ୍ତାଳାପ ମାଧ୍ୟମରେ ଏକ ଗୁରୁତ୍ୱପୂର୍ଣ୍ଣ ସଭାରେ ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବା ସହିତ ରଣକୌଶଳ ପ୍ରସ୍ତୁତ କରିଛି।ତୃଣମୂଳ ସ୍ତରରୁ ସଙ୍ଗଠନ କୁ…
Read More...

ନିଆରା ଢଙ୍ଗରେ ପାଳିତ ହେଲା ରକ୍ଷାବନ୍ଧନ।

ଭୁବନେଶ୍ଵର,୩/୮(ଓଡ଼ିଆ ନ୍ୟୁଜ):ଆଜି ପବିତ୍ର ଗହ୍ମାପୂର୍ଣ୍ଣିମା ତଥା ରକ୍ଷାବନ୍ଧନ ଅବସରରେ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ନ୍ୟାସନାଲ ହ୍ୟୁମାନ ୱେଲଫେୟାର ବୋର୍ଡ ଟ୍ରଷ୍ଟ (NHWBT) ତରଫରୁ ଭୁବନେଶ୍ଵରର ବିଭିନ୍ନ ଅଞ୍ଚଳରେ ମାସ୍କ ବଣ୍ଟନ ସହ ମାସ୍କ ବ୍ୟବହାର କରିବା ନିୟମାବଳୀ ସମ୍ପର୍କରେ…
Read More...

ୟୁଥ ଫର୍ ଆକ୍ସନ ପକ୍ଷରୁ ସଫେଇ କର୍ମଚାରୀଙ୍କୁ ରକ୍ଷା ବନ୍ଧନ।

ଭୁବନେଶ୍ୱର,୩/୮(ଓଡ଼ିଆ ନ୍ୟୁଜ): ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ୟୁଥ୍ ଫର୍ ଆକ୍ସନ କାର୍ଯ୍ୟକର୍ତ୍ତା ଆଶିଷ କୁମାର ପାତ୍ର (ଜଗୁ) ଙ୍କ ନେତୃତ୍ଵରେ ଉତ୍ତର ଭୁବନେଶ୍ୱର ସାଂସଦ ପ୍ରତିନିଧି ଶ୍ରୀ ଦେବାଶିଷ ନାୟକ ଙ୍କ ନିର୍ଦ୍ଦେଶ କ୍ରମେ ୱାର୍ଡ଼ ନମ୍ୱର୍ ୧୪ ନୀଳାଦ୍ରି ବିହାର ଠାରେ…
Read More...

ଜିମ୍ ଓ ଯୋଗକେନ୍ଦ୍ର ପାଇଁ ଜାରିହେଲା ଗାଇଡଲାଇନ୍।

ନୂଆଦିଲ୍ଲୀ,୩/୮(ଓଡ଼ିଆ ନ୍ୟୁଜ): ଦେଶ ଓ ରାଜ୍ୟରେ ଅନଲକ - ୩.ଆରମ୍ଭ ହୋଇଯାଇଛି । ଅନଲକ ୩ ରେ ଜିମ୍ ଓ ଯୋଗ କେନ୍ଦ୍ର ଖୋଲିବା ପାଇ ଅନୁମତି ମିଳିଛି । କିନ୍ତୁ କରୋନା ପାଇଁ ସତର୍କତା ଜରୁରୀ ତେଣୁ ଜିମ୍ ଓ ଯୋଗ କେନ୍ଦ୍ର ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡ଼ଲାଇନ ଜାରି କରାଯାଇଛି ।…
Read More...

ଭୂତାଣୁ ମୁକ୍ତ ପାଇଁ ସମାଜସେବୀ ନିବେଦିତାଙ୍କ ୧୨୫ ଦିନଧରି ଯଜ୍ଞ।

ଭୁବନେଶ୍ୱର,୩/୮(ଓଡ଼ିଆ ନ୍ୟୁଜ):କୋରୋନା ମହାମାରୀର ଭୟାବହତା ସମଗ୍ର ବିଶ୍ୱକୁ ଏ ପର୍ଯ୍ୟନ୍ତ ତାର ଶକ୍ତ ପଞ୍ଝାରେ ବାନ୍ଧିରଖିଛି l କୋଭିଡ - ୧୯ ନାମକ ଏହି ମାରାତ୍ମକ ଭୁତାଣୁ କେଜାଣି ଆଉ କେତେଜଣଙ୍କ ପ୍ରାଣ ନେବ ! ସଂକ୍ରମଣ ଭୟରେ ଲୋକ ଘରୁ ବାହାରିବାକୁ ଡରୁଛନ୍ତି l ପରିସ୍ଥିତି ଅନୁଯାୟୀ…
Read More...

ରାଜ୍ୟରେ ଆଜି ପୁଣି ୧୩୮୪ ଆକ୍ରାନ୍ତ ଚିହ୍ନଟ ଓ ୧୦ ମୃତ।

ଭୁବନେଶ୍ଵର ,୩/୮(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୧୩୮୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮୭୩ କ୍ବାରେଣ୍ଟାଇନ ସେଣ୍ଟରରୁ ରହିଥିବା ବେଳେ ୫୧୧ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୬ ହଜାର ୨୯୭କୁ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ଆପଣ ସହଜ ଓ ସୁବିଧାରେ କାମ ହାସଲ କରିବେ । ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିପାରନ୍ତି ।  ଗୃହସୀମା କିମ୍ବା ଘରଭଡାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହେବାକୁ ପଡିପାରେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟରେ ଉନ୍ନତି କରିବେ । ବୃଷ:-ଆଜି ପରୋକ୍ଷ ଶତ୍ରୁତା…
Read More...

ବ୍ରହ୍ମପୁରରେ ଦୁଇଟି କୋଭିଡ ହସ୍ପିଟାଲ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ।

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ବ୍ରହ୍ମପୁରରେ ଦୁଇଟି କୋଭିଡ ହସ୍‌ପିଟାଲ (୧୫୦+୧୫୦) ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଗଞ୍ଜାମ ଜିଲ୍ଲାରେ ସଂକ୍ରମଣ ହାର କ୍ରମାଗତ ଭାବରେ କମୁଛି । ଗଞ୍ଜାମରେ ଆରୋଗ୍ୟ ହାର ଜାତୀୟ…
Read More...

ସ୍କୁଲ ପିଲାମାନଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ ଭତ୍ତା।

ନୂଆଦିଲ୍ଲୀ : ସ୍କୁଲ ଯାଉଥିବା ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ବଦଳରେ ଖାଦ୍ୟସୁରକ୍ଷା ଭତ୍ତା ଦିଆଯିବ। କେନ୍ଦ୍ର ସରକାର ସମସ୍ତ କର୍ତ୍ତୃପକ୍ଷଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହି ଭତ୍ତା ଅନୁସାରେ ସ୍କୁଲ ଯାଉଥିବା ପିଲାମାନଙ୍କ ପାଇଁ ଖାଦ୍ୟଶସ୍ୟ, ଡାଲିଜାତୀୟ ଶସ୍ୟ, ତୈଳ ଓ ଅନ୍ୟାନ୍ୟ…
Read More...