banner
Breaking
Monthly Archives

July 2020

ଭୁବନେଶ୍ୱରରୁ ଆଜି ପୁଣି ୬୪ ଆକ୍ରାନ୍ତ ଚିହ୍ନଟ।

ଭୁବନେଶ୍ୱର,୧୨/୭(ଓଡ଼ିଆ ନ୍ୟୁଜ): ଭୁବନେଶ୍ୱରରୁ ଆଜି ପୁଣି ୬୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୬ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ରହିଥିବାବେଳେ ୨୮ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସ°ଖ୍ୟା ୭୦୪କୁ ବୃଦ୍ଧି ପାଇଛି।ସେଥିରୁ…
Read More...

ରାଜ୍ୟରେ ଆଜି ପୁଣି ୫୯୫ ଚିହ୍ନଟ।

ଭୁବନେଶ୍ୱର, ୧୨/୭(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୫୯୫ଜଣ କରୋନା ପଜିଟିଭ୍ ଚହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୧୨୧କୁ ବୃଦ୍ଧି ପାଇଛି । ଆଜି ଚିହ୍ନଟ ହୋଇଥିବା ୫୯୫ଙ୍କ ମଧ୍ୟରୁ ୩୯୪ ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୨୦୧ ଜଣ ସ୍ଥାନୀୟ ଅଞ୍ଚଳରୁ…
Read More...

ବିଗ୍ ବି ଅମିତାଭ ବଚନଙ୍କୁ କରୋନା।

ମୁମ୍ବାଇ,୧୧/୭(ବ୍ୟୁରୋ): ବଲିଉଡ ଅଭିନେତା ଅମିତାଭ ବଚ୍ଚନ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି। ତାଙ୍କୁ ଚିକିତ୍ସା​‌ ପାଇଁ ମୁମ୍ବଇର ନାନାବତି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ ବିଗ୍ ବି ନିଜେ ଟ୍ବିଟ୍ କରି ସୂଚନା ଦେଇଛନ୍ତି। ଅମିତାଭ ଟ୍ୱିଟ କରି ଲେଖିଛନ୍ତି ଯେ, ମୁଁ କରୋନାରେ…
Read More...

ଭୁବନେଶ୍ୱରରେ ଆରମ୍ଭ ହେଲା ସେରୋଲଜିକାଲ ଟେଷ୍ଟ।

ଭୁବନେଶ୍ୱର, ୧୧ା୭(ଓଡ଼ିଆ ନ୍ୟୁଜ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଶନିବାରଠାରୁ ସହରରେ ସେରୋଲୋଜିକାଲ ଟେଷ୍ଟ ଆରମ୍ଭ ହୋଇଛି। ଆଜି ପ୍ରଥମ ପର୍ଯ୍ୟାୟରେ ଆଇଏମସିଆର ଓ ବିଏମସିର ମିଳିତ ସହଯୋଗରେ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ଘରକୁ ଘର , ବସ୍ତିକୁ ବସ୍ତି ବୁଲି କର୍ମଚାରୀ…
Read More...

ଭୁବନେଶ୍ୱର ଏବେ ଚୀନର ଉହାନ ନା ଆମେରିକାର ନିୟୁର୍କ।

ଭୁବନେଶ୍ଵର,୧୧/୭(ଓଡ଼ିଆ ନ୍ୟୁଜ): ଚୀନର ଉହାନ ଥିବା ଭୁବନେଶ୍ୱର ଆଜି ଆମେରିକାର ନିୟୁର୍କ ପାଲଟି ଯାଇଛି। ଏକଥା ବୁଦ୍ଧିଜୀବୀ ମାନେ କହିଛନ୍ତି। ସେମାନଙ୍କ ମତରେ ମାର୍ଚ୍ଚ ୧୫ ରେ ଭୁବନେଶ୍ୱରରୁ ପ୍ରଥମ କରୋନା ପଜିଟିଭ ଚିହ୍ନଟ ହୋଇଥିଲା। ପ୍ରଶାସନିକ ତତ୍ପରତାରେ ଲକଡାଉନ,ସଟଡାଉନ,କଣ୍ଟେନମେଣ୍ଟ…
Read More...

ରାଜ୍ୟରେ ଆଜି ପୁଣି ୫୭୦ ପଜିଟିଭ ଚିହ୍ନଟ ଓ ୫ ମୃତ।

ଭୁବନେଶ୍ବର,୧୧/୭(ଓଡ଼ିଆ ନ୍ୟୁଜ): ରାଜ୍ୟରୁ ଆଜି ପୁଣି ୫୭୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ହଜାର ୫୨୬ରେ ପହଞ୍ଚିଛି। ଶନିବାର ଚିହ୍ନଟ ୫୭୦ ଆକ୍ରାନ୍ତଙ୍କ ମଧ୍ୟରୁ ୩୮୪ କ୍ବାରେଣ୍ଟାଇନ ସେଣ୍ଟରରୁ ରହିଥିବା ବେଳେ ୧୮୬ ଜଣ ସ୍ଥାନୀୟ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ହଠାତ୍‌ ପରିସ୍ଥିତି ବିଗିଡି ଯାଇଥିବା କାରଣରୁ ଭୁଲ୍‌ ବୁଝାମଣାଜନିତ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ପାରିପାର୍ଶ୍ୱିକ ପରିସ୍ଥିତି ଭିନ୍ନ ପ୍ରକାର ହେତୁ ପ୍ରତ୍ୟେକ କଥାକୁ ଠିକ୍‌ ଭାବେ ବୁଝିପାରିବେନି। ବ୍ୟବସାୟ ଓ ବାଣିଜ୍ୟରେ ଆଶା ଅନୁଯାୟୀ ସଫଳତା ମିଳିବ। ସମସ୍ୟା…
Read More...

ବିଜୁ ଛାତ୍ର ଜନତା ଦଳର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ୧୬୨ ୟୁନିଟ୍ ରକ୍ତ ସଂଗୃହୀତ।

ଭୁବନେଶ୍ୱର,୧୦।୭ (ଓଡ଼ିଆ ନ୍ୟୁଜ): ରାଜ୍ୟରେ ରକ୍ତର ଅଭାବ ଦୂର କରିବା ଲକ୍ଷ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଏହି ମହାମାରୀ କନୋରା ସମୟରେ ସାମାଜିକ ଦୂରତା ବଜାୟ ରଖି ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ବିଜୟ ବସନ୍ତିଆଙ୍କ…
Read More...

ସ୍ବର୍ଗତ ବିଷ୍ଣୁ ଦାସଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଲେ ମନ୍ତ୍ରୀ

ଜଗତସିଂହପୁର,୧୦/୭(ଓଡ଼ିଆ ନ୍ୟୁଜ): ବରିଷ୍ଠ ବିଜେଡି ନେତା ବିଷ୍ଣୁ ଦାସଙ୍କ ବିୟୋଗରେ ଜଗତସିଂହପୁରରେ ଶୋକର ଛାୟା ଖେଳି ଯାଇଛି। ତାଙ୍କ ପରିବାରକୁ ସମବେଦନା ଜଣାଇବା ପାଇଁ ମନ୍ତ୍ରୀ, ବିଧାୟକ, ନେତାଙ୍କ ଠାରୁ ଆରମ୍ଭ କରି କର୍ମୀ ଏବଂ ବିଭିନ୍ନ ଲୋକମାନଙ୍କ ସୁଅ ଛୁଟିଛି। ଆଜି ଜଙ୍ଗଲ ଓ ପରିବେଶ…
Read More...

ବିଜୁ ଛାତ୍ର ଜନତାଦଳ ପକ୍ଷରୁ ବିଷ୍ଣୁ ଦାସଙ୍କୁ ଶ୍ରଦ୍ଧାଞ୍ଜଳି।

ଜଗତସିଂହପୁର,୧୦/୭( ଓଡ଼ିଆ ନ୍ୟୁଜ): ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ବିଜୁ ଛାତ୍ର ଜନତା ଦଳ ତରଫରୁ ବ୍ଲକ ଛାତ୍ର ବିଜେଡି ସଭାପତି ଦେବିପ୍ରସାଦ ମହାପାତ୍ରଙ୍କ ନେତୃତ୍ବରେ ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଚରଣ ଦାସଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ଶୋଭାଯାତ୍ରା ସହ ନିରବ ପ୍ରାଥନା…
Read More...