banner
Breaking
Monthly Archives

July 2020

ମାଓପ୍ରବଣ ତାଲିକାରୁ ୫ଟି ଜିଲ୍ଲା ବାଦ ପଡିଲା।

ଭୁବନେଶ୍ବର,୧୦/୭(ବ୍ୟୁରୋ) : ରାଜ୍ୟ ସରକାର ଶୁକ୍ରବାର ୫ଟି ଜିଲାକୁ ମାଓବାଦୀ ହିଂସା ମୁକ୍ତ ଘୋଷଣା କରିଛନ୍ତି। ପଶ୍ଚିମ ଓଡ଼ିଶାର ସମ୍ବଲପୁର ଜିଲା ସମେତ ଦେବଗଡ଼ ଓ ବୌଦ୍ଧ ଏବଂ ନୟାଗଡ଼ ଓ ଅନୁଗୋଳ ଜିଲାକୁ ମାଓବାଦୀ ମୁକ୍ତ ଘୋଷଣା କରାଯିବା ସହ ନିରାପତ୍ତା ସଂପର୍କୀତ ଖର୍ଚ୍ଚ (ଏସଆରଇ) ସ୍କିମ…
Read More...

ଦଶମ ଓ ଦ୍ଵାଦଶ ଶ୍ରେଣୀର ପରୀକ୍ଷା ଫଳ ପ୍ରକାଶ।

ଭୁବନେଶ୍ବର,୧୦/୭(ଓଡ଼ିଆ ନ୍ୟୁଜ): କରୋନା ମହାମାରୀର ପ୍ରଭାବ ଭିତରେ ପରୀକ୍ଷା, ଖାତାଦେଖା ଓ ମୂଲ୍ୟାୟନ ସାରି ଶେଷରେ ଆଜି ଆଇସିଏସଇ (ଦଶମ) ଏବଂ ଆଇଏସସି ( ଦ୍ବାଦଶ) ପରୀକ୍ଷା ଫଳ ଘୋଷଣା କରାଯାଇଛି। ଅପରାହ୍ନ ୩ଟାରେ ଏହି ପରୀକ୍ଷା ଫଳ ପ୍ରକାଶ ପାଇଥିବା ‌ବେଳେ ଦେଶରେ ଆଇସିଏସଇର ପାସ ହାର…
Read More...

୨୦୧୫ ଓ ୨୦୧୬ ବର୍ଷପାଇଁ ସାହିତ୍ୟ ଏକାଡେମୀ ପୁରଷ୍କାର ଘୋଷଣା।

ଭୁବନେଶ୍ୱର, ୧୦।୭(ଓଡ଼ିଆ ନ୍ୟୁଜ): ଆଜି ୨୦୧୫ ଓ ୨୦୧୬ ବର୍ଷ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା କରାଯାଇଛି। ଏଥିପାଇଁ ବିଭିନ୍ନ ବିଭାଗରେ ବହୁ ପ୍ରତିଷ୍ଠିତ ଲେଖକ ତଥା ନାଟ୍ୟକାର, ଔପନ୍ୟାସିକଙ୍କୁ ଏକାଡେମୀ ପକ୍ଷରୁ ଚୟନ କରାଯାଇଛି। ଶୁକ୍ରବାର ଓଡ଼ିଶା ସାହିତ୍ୟ ଏକାଡେମୀର…
Read More...

ଟାଟା ସ୍କାଏ ବିଙ୍ଗ୍ ପ୍ଲସ୍ ଜି-୫ ଦ୍ୱାରା ଏହାର ଓଟିଟିକୁ ଆଣ୍ଡ୍ରଏଡ୍ ପାୱାର ସ୍ମାର୍ଟ ସେଟ୍‌-ଅପ୍ ବକ୍ସ ସହାୟତାରେ…

ଭୁବନେଶ୍ୱର,୧୦/୭(ଓଡ଼ିଆ ନ୍ୟୁଜ): ଅଗ୍ରଣୀ ଡିଟିଏଚ୍ କମ୍ପାନି ଟାଟା ସ୍କାଏ ବିଙ୍ଗ୍ ପ୍ଲସ୍ ପକ୍ଷରୁ ଏହାର ଗ୍ରାହକଙ୍କୁ ନବୀକରଣ ଅଭିଜ୍ଞତା ଦେବା ପାଇଁ ଜି-୫ ଦ୍ୱାରା ଏହାର ଓଟିଟିକୁ ଆଣ୍ଡ୍ରଏଡ୍ ପାୱାର ସ୍ମାର୍ଟ ସେଟ୍‌-ଅପ୍ ବକ୍ସ ସହାୟତାରେ ସୁଦୃଢ଼ କରାଇବା ଲାଗି ଯୋଜନା ପ୍ରସ୍ତୁତ କରାଯାଇଛି…
Read More...

ରାଜ୍ୟରେ ଆଜି ପୁଣି ସର୍ବାଧିକ ୭୫୫ ଜଣ ପଜିଟିଭ ଚିହ୍ନଟ ଓ ୪ ମୃତ।

ଭୁବନେଶ୍ୱର,୧୦ା୭(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ରେକର୍ଡ଼ ଭାଙ୍ଗିଛି କରୋନା। ୫ ମାସର ଅବଧି ଭିତରେ ଆଜି ସର୍ବାଧିକ ୭୫୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୯୫୬କୁ ବୃଦ୍ଧି ପାଇଛି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ…
Read More...

ନବୀନ ଆରମ୍ଭ କଲେ ଦଳୀୟ ସ°ଗଠନ ମଜବୁତ କାର୍ଯ୍ୟ।

ଭୁବନେଶ୍ୱର,୯/୭(ଓଡ଼ିଆ ନ୍ୟୁଜ): କରୋନା ମହାମାରୀ ଭିତରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଚଳାଇଛନ୍ତି ରାଜନୈତିକ ଗୋଟି। ଦଳୀୟ ସ°ଗଠନ ମଜବୁତ କରିବା ସହ ଅନେକ ନେତା ଓ କର୍ମୀ ମାନଙ୍କୁ ଥଇଥାନ କରିବାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି କ୍ରମରେ ୧୫ ଜଣ ବିଜେଡି ନେତାଙ୍କୁ ଦଳର ବରିଷ୍ଠ…
Read More...

ଓଡିଶାରେ ୩୦% ରୁ ଅଧିକ ପାଠ୍ୟକ୍ରମ କମିପାରେ।

ଭୁବନେଶ୍ବର,୯/୭(ଓଡ଼ିଆ ନ୍ୟୁଜ): ସିବିଏସଇ ନବମରୁ ଦ୍ବାଦଶ ଶ୍ରେଣୀ ପାଠ୍ୟକ୍ରମ ୩୦% ହ୍ରାସ ପ୍ରସଙ୍ଗରେ ଗୁରୁବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପ୍ରତିକ୍ରିୟା ଦେଇଛନ୍ତି। ନିଷ୍ପତ୍ତି ଉପରେ ବିଚାର କରାଯିବ ବୋଲି ବୋଲି ସମୀର ଜଣାଇଛନ୍ତି। ୩୦ ଭାଗରୁ ଅଧିକ ପାଠ୍ୟକ୍ରମ କମିପାରେ…
Read More...

ଆଦିତ୍ୟ ଦାସଙ୍କ ମୃତ୍ୟୁ ନେଲା ନୂଆ ମୋଡ

ଭୁବନେଶ୍ୱର,୯।୭(ବ୍ୟୁରୋ): ମାନବପ୍ରେମୀ ତଥା ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ନୂଆ ମୋଡ଼ ଆସିଛି। ପ୍ରଥମେ ଆଦିତ୍ୟଙ୍କ ମୃତ୍ୟୁ ଆତ୍ମହତ୍ୟା ବୋଲି କୁହାଯାଉଥିବା ବେଳେ ଗୁରୁବାର ଜିଆର୍‌ପି ଥାନାରେ ୩୦୨ ଦଫାରେ ହତ୍ୟା ମାମଲା ରୁଜୁ ହୋଇଛି। ଆଦିତ୍ୟଙ୍କ ସଂଗଠନ ‘ପିପୁଲ୍‌ସ ଫର୍‌ ସେବା’ର…
Read More...

ରାଜ୍ୟରେ ଆଜି ପୁଣି ୫୭୭ ପଜିଟିଭ ଚିହ୍ନଟ।

ଭୁବନେଶ୍ୱର, ୯ା୭(ଓଡ଼ିଆ ନ୍ୟୁଜ): ରାଜ୍ୟରେ ପୁଣି ସର୍ବାଧିକ ୫୭୭ ପଜିଟିଭ୍ ଚହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୨୦୧କୁ ବୃଦ୍ଧି ପାଇଛି । ଆଜି ଚିହ୍ନଟ ହୋଇଥିବା ୫୭୭ଙ୍କ ମଧ୍ୟରୁ ୪୧୬ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୧୬୧ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ଆର୍ଥିକ ଅଭିବୃଦ୍ଧି ହେଲେ ମଧ୍ୟ ପାରିବାରିକ ସ୍ଥିତିକୁ ଠିକ୍‌ ରଖିବନାହିଁ। କୌଣସି କଥାକୁ ଠିକ୍‌ ଭାବରେ ନ ବୁଝି ଅଯଥା ବିରକ୍ତି ପ୍ରକାଶ କରିପାରନ୍ତି। ସମସ୍ୟା ସମାଧାନ କରିବା ପାଇଁ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ନୂତନ ଯାନ୍ତ୍ରିକ ଜିନିଷ କିମ୍ବା…
Read More...