banner
Breaking
Monthly Archives

June 2020

ଭାରତ ଓ ଚୀନ ମଧ୍ୟରେ ଯୁଦ୍ଧ। ବିନା ଗୁଳିରେ ଚୀନର ୪୩ ମୃତ, ଭାରତର ୨୦ ସହିଦ।

ନୂଆଦିଲ୍ଲୀ,୧୭/୬(ଓଡ଼ିଆ ନ୍ୟୁଜ) ଭାରତର ପୂର୍ବ ଲଦାଖରେ ଲାଗି ରହିଥିବା ଭାରତ-ଚୀନ୍‌ ବିବାଦ ତୁଟିବା ପରିବର୍ତ୍ତେ ଅଧିକ ଅଶାନ୍ତ ହୋଇପଡିଛି। ସୋମବାର ବିଳମ୍ବିତ ରାତିରେ ଗଲୱାନ ଉପତ୍ୟକାରେ ଉଭୟ ପକ୍ଷର ସୈନ୍ୟଙ୍କ ମଧ୍ୟରେ ଲଢେଇ ଘଟି ଭାରତର ଜଣେ କର୍ଣ୍ଣେଲଙ୍କ ସମେତ ୨୦ ଜଣ ସୈନ୍ୟ ସହିଦ…
Read More...

ରାଜ୍ୟରେ ପୁଣି ୧୭୫ ଚିହ୍ନଟ। ଆକ୍ରାନ୍ତଙ୍କ ସ°ଖ୍ୟା ୪୩୩୮ କୁ ବୃଦ୍ଧି।

ଭୁବନେଶ୍ୱର,୧୭/୬(ଓଡ଼ିଆ ନ୍ୟୁଜ): ରାଜ୍ୟରେ ପୁଣି ୧୭୫ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୩୩୮କୁ ବୃଦ୍ଧି ପାଇଛି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୫୦ ଜଣ ଚିକିତ୍ସା ହେଉଥିବା ବେଳେ ୨୯୩୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ଯେଉଁ କାମ ଆରମ୍ଭ କରିବେ ସେଥିରେ ନିଶ୍ଚିତ ସଫଳତା ମିଳିବା କଷ୍ଟକର ହୋଇପାରେ। କଷ୍ଟ ସ୍ବୀକାର ପୂର୍ବକ କୌଣସି ସାହାଯ୍ୟପ୍ରାର୍ଥୀ ଲୋକଙ୍କୁ ସହାନୁଭୂତି ପ୍ରଦାନକରି ଆମତ୍ସନ୍ତୋଷ ଲାଭ କରିପାରନ୍ତି। ବାଣିଜ୍ୟ, ବ୍ୟବସାୟ, ପରିବହନରେ ପ୍ରତିବନ୍ଧକ କ୍ରମଶଃ ଦୂରେଇବାରେ ଲାଗିବ।…
Read More...

ରଥଯାତ୍ରା ନେଇ ବଢିଲା ସମ୍ଭାବନା। ସବୁ ପ୍ରଭୁଙ୍କ ଇଚ୍ଛା।

ପୁରୀ,୧୬/୬(ଓଡ଼ିଆ ନ୍ୟୁଜ): ଲୀଳାମୟ ହେଉଛନ୍ତି ପ୍ରଭୁ ଶ୍ରୀ ଜଗନ୍ନାଥ।ତାଙ୍କ ଲୀଳା ଖେଳାରେ ଚାଲିଛି ଏ ଜଗତ। ସେ ଚାହିଁଲେ ସବୁକିଛି ସମ୍ଭବ ହୋଇଯିବ। ଯଦି ତାଙ୍କ ଇଚ୍ଛା ହେବ ଯେମିତି ହେଉ ବଡ଼ଦାଣ୍ଡରେ ରଥ ଗଡିବ।ମହାମାରୀ କରୋନା କଟକଣା ମଧ୍ୟରେ ମହାପ୍ରଭୁଙ୍କ ଘୋଷଯାତ୍ରା ହେବାନେଇ ସମ୍ଭାବନା…
Read More...

ଶେଷ ପର୍ଯ୍ୟାୟରେ ରଥକାମ।

ପୁରୀ,୧୬ା୬: ରଥଯାତ୍ରା ପାଇଁ ଚାଲିଥିବା ତିନିରଥ ନିର୍ମାଣ କାମ ସରି ସରି ଆସୁଛି। ରଥଖଳାରୁ କାମ ପ୍ରାୟ ଶେଷ ହୋଇଥିବାବେଳେ ଏବେ ରଥ ଉପରେ ଅଳ୍ପ କିଛି କାମ କରାଯାଉଛି। ମଙ୍ଗଳବାର ତିନିରଥରେ କଳସ, ଅଁଳା ସହ ଓଲଟ ଶୁଆ ଲଗାଯାଇଛି। ଚିତ୍ରକର ସେବକମାନେ ରଥଗୁଡ଼ିକର ଚତୁଃପାର୍ଶ୍ୱ ରଙ୍ଗ ଦେଉଛନ୍ତି।…
Read More...

ରାଜ୍ୟରେ ପୁଣି ୧୦୮ ପଜିଟିଭ ଚିହ୍ନଟ।

ଭୁବନେଶ୍ବର,୧୬/୬(ଓଡ଼ିଆ ନ୍ୟୁଝ) : ରାଜ୍ୟରେ ପୁଣି ୧୦୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୧୬୩ କୁ ବୃଦ୍ଧି ପାଇଛି। ଆଜି ଚିହ୍ନଟ ହୋଇଥିବା ୧୦୮ ଜଣଙ୍କ ମଧ୍ୟରୁ ୯୫ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୩ ଜଣ…
Read More...

ଭୁବନେଶ୍ୱରର ଚାରିଆଡେ କରୋନା। ସତର୍କ ନହେଲେ ଘରେ ଘରେ ପଶିଯିବ।

ଭୁବନେଶ୍ୱର,୧୫/୬(ଓଡ଼ିଆ ନ୍ୟୁଜ): ଭୁବନେଶ୍ୱରର ଚାରିପଟେ କରୋନା। ଓଡିଶାରେ ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରରୁ ଆରମ୍ଭ ହୋଇଥିଲା କରୋନା। ମାର୍ଚ୍ଚ ୧୫ ତାରିଖରେ ବରଗଡ ଅଞ୍ଚଳରୁ ଚିହ୍ନଟ ହୋଇ ସୂର୍ଯ୍ୟନଗର,ବମିଖାଲ,ୟୁନିଟ ୪,ଓ ଓଲ୍ଡ ଟାଉନ ଇତ୍ୟାଦି ଏରିଆ ଭିତରେ ସିମୀତ ଥଲା। ଏହାକୁ ଚେକ୍…
Read More...

ଭୁବନେଶ୍ୱରରୁ ପୁଣି ୫ ପଜିଟିଭ ଚିହ୍ନଟ।

ଭୁବନେଶ୍ୱର, ୧୫।୬(ଓଡ଼ିଆ ନ୍ୟୁଜ): ଭୁବନେଶ୍ୱରରୁ ସୋମବାର ପୁଣି ୫ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ଜଣ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଥିବା ବେଳେ ୨ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି।…
Read More...

ରାଜ୍ୟ ପାଇଁ ଖୁସି ଖବର। ଆଜି ପୁଣି ସୁସ୍ଥ ହେଲେ ୧୪୬ ଜଣ।

ଭୁବନେଶ୍ବର,୧୫/୬(ଓଡ଼ିଆ ନ୍ୟୁଜ): ରାଜ୍ୟ ପାଇଁ ଖୁସି ଖବର ସୋମବାର ପୁଣି ୧୪୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨,୮୫୪ କୁ ବୃଦ୍ଧି ହୋଇଛି । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି । ଆଜି ୧୪୬…
Read More...

ସାରା ଦେଶର ମଡେଲ ପାଲଟିଛି ଓଡିଶା।

ଭୁବନେଶ୍ୱର, ୧୫।୬(ଓଡ଼ିଆ ନ୍ୟୁଜ): ଓଡ଼ିଶାରେ ମୃତ୍ୟୁହାର ସାରା ଦେଶରେ ସର୍ବନିମ୍ନ। ଦିଲ୍ଲୀରେ ମୃତ୍ୟୁହାର ୬.୬ ପ୍ରତିଶତ ରହିଥିବା ବେଳେ ଭାରତରେ ୦.୭ ପ୍ରତିଶତ। ସେହିପରି ଓଡ଼ିଶାରେ ଏହା ମାତ୍ର ୦.୦୩ ପ୍ରତିଶତ ରହିଛି। ଆରୋଗ୍ୟ ହାରରେ ମଧ୍ୟ ସାରା ଦେଶରେ ଓଡ଼ିଶା ସବୁଠାରୁ ଆଗରେ। ଦେଶରେ…
Read More...