banner
Breaking
Monthly Archives

June 2020

ଓଡିଶାରେ ୧୦ରେ ପାଦ ଥାପିବ ମୌସୁମୀ।

ଭୁବନେଶ୍ୱର,୨।୬(ବ୍ୟୁରୋ): ଦକ୍ଷିଣ-ପଶ୍ଚିମ ମୌସୁମୀ ସୋମବାର କେରଳ ଛୁଇଁଛି। ଆଉ ୯ ଦିନ ପରେ ଓଡ଼ିଶାରେ ପାଦ ଥାପିବ। ସେଥିପାଇଁ ପାଗ ଅନୁକୂଳ ରହିଛି। ଆସନ୍ତା ୮ ତାରିଖରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ମୌସୁମୀ ଅଧିକ ସକ୍ରିୟ ହେବ ଏବଂ ଆଗକୁ…
Read More...

ଓ୍ବାନ ନେସନ ଓ୍ବାନ ରାଶନରେ ଓଡିଶା ସାମିଲ।

ଭୁବନେଶ୍ୱର,୨।୬(ବ୍ୟୁରୋ): ଓ୍ବାନ୍‌ ନେଶନ ଓ୍ବାନ୍‌ ରାଶନରେ ଓଡ଼ିଶା ସାମିଲ ହେଲା। ସିକିମ, ମିଜୋରାମ ସହିତ ଓଡ଼ିଶାକୁ କେନ୍ଦ୍ର ସରକାର ଇଣ୍ଟିଗ୍ରେଟ୍‌ ମ୍ୟାନେଜମେଣ୍ଟ ଅଫ ପବ୍ଲିକ ଡିଷ୍ଟ୍ରିବ୍ୟୁଶନ ସିଷ୍ଟମ (ଆଇଏମ୍‌-ପିଡିଏସ୍‌)ସ୍କିମ୍‌ରେ ସାମିଲ କରିଛନ୍ତି। ଏ ନେଇ ସୋମବାର କେନ୍ଦ୍ର ଖାଉଟି…
Read More...

ଦେଶର ନମ୍ବର ଓ୍ବାନ୍ ମୁଖ୍ୟମନ୍ତ୍ରୀ ନବୀନ।

ଭୁବନେଶ୍ୱର, ୨ା୬(ଓଡ଼ିଆ ନ୍ୟୁଜ): କରୋନା ପାଇଁ ଦେଶ ଓ ରାଜ୍ୟ ଲକ ଡାଉନ ରହିଥିଲା । ଲକଡାଉନ ସମୟରେ ମୁଖ୍ୟମନ୍ତ୍ରୀ ମାନଙ୍କର କାର୍ଯ୍ୟ ଦକ୍ଷତା ଓ ଲୋକପ୍ରିୟତା ନେଇ ଆଇଏଏନଏସ, ସି-ଭୋଟର ପକ୍ଷରୁ ଏକ ସର୍ଭେ ହୋଇଥିଲା । ସର୍ଭେ ରିପୋର୍ଟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନମ୍ବର ୱାନରେ…
Read More...

ଦାୟିତ୍ୱ ଗ୍ରହଣ କଲେ ଡ଼ ସତ୍ୟଜିତ ମହାନ୍ତି।

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ): ବରିଷ୍ଠ ଆଇପିଏସ ଅଫିସର ଡ. ସତ୍ୟଜିତ ମହାନ୍ତି ରାଜ୍ୟ ସରକାରଙ୍କ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱରେ ଅଛନ୍ତି । ପୂର୍ବରୁ ଗୁଇନ୍ଦା ଡିଜି ଭାବେ ଅବସ୍ଥାପିତ ଥିବା ବେଳେ ଏବେ ଅଗ୍ନିଶମ ବିଭାଗ ମୁଖିଆଙ୍କ ଗାଦିରେ ରାଜ୍ୟ ସରକାର ବରିଷ୍ଠ ଆଇପିଏସ୍ ଅଫିସର…
Read More...

ରାଜଧାନୀରେ ଅସଦାଚରଣ।ରକ୍ଷକ ସାଜିଲା ଭକ୍ଷକ।

ଭୁବନେଶ୍ବର,୨/୬(ବ୍ୟୁରୋ) : ରକ୍ଷକ ସାଜିଛି ଭକ୍ଷକ। ଲୋକମାନଙ୍କୁ ସୁରକ୍ଷା ଦେବାପାଇଁ ନିୟୋଜିତ ପୋଲିସ ରକ୍ଷା କରିବା ପରିବର୍ତ୍ତେ ନିଜେ ଭକ୍ଷକ ପାଲଟି ଯାଉଛି। ଏଭଳି ଘଟଣା ଘଟିଛି ପୁଣି ଖୋଦ ରାଜଧାନୀରେ। ରାଜଧାନୀସ୍ଥିତ ସହିଦନଗର ଅଞ୍ଚଳର ଜଣେ ମହିଳାଙ୍କୁ ଅପହରଣ ଉଦ୍ୟମ ଅଭିଯୋଗରେ ୩ ଜଣ…
Read More...

ନବୀନ ପଟ୍ଟନାୟକ ଭାରତର ନ°୧ ଜନପ୍ରିୟ ମୁଖ୍ୟମନ୍ତ୍ରୀ।

ଭୁବନେଶ୍ୱର,୨/୬(ଓଡ଼ିଆ ନ୍ୟୁଜ) ଓଡ଼ିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାରା ଭାରତର ପ୍ରିୟ ମୁଖ୍ୟମନ୍ତ୍ରୀ ବୋଲି ପ୍ରମାଣିତ ହୋଇଛନ୍ତି। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବାଧିକ ଲୋକପ୍ରିୟ; ସି-ଭୋଟର ସର୍ଭେ ଅନୁସାରେ ଦେଶରେ ସବୁ ମୁଖ୍ୟମନ୍ତ୍ରୀଙ୍କ ଭିତରେ ନବୀନ…
Read More...

ରାଜ୍ୟରେ ପୁଣି ୧୪୧ ପଜିଟିଭ୍ ଚିହ୍ନଟ। ସେଥିରୁ ୩୧ ସ୍ଥାନୀୟ ଲୋକ।

ଭୁବନେଶ୍ୱର,୨।୬(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୧୪୧ ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨,୨୪୫କୁ ବୃଦ୍ଧି ପାଇଛି । ୧୪୧ ପଜିଟିଭ ମଧ୍ୟରୁ ୧୧୦ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୩୧ ଜଣ ସ୍ଥାନୀୟ ଅଞ୍ଚଳ ବୋଲି ଜଣାପଡିଛି । ଏନେଇ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ଦିନଟିରେ ଆପଣ ବହୁତ ଭଲ କାମଗୁଡ଼ିଏ କରିବେ ଏବଂ ବିଶିଷ୍ଟ ବ୍ୟକ୍ତିମାନଙ୍କ ଦ୍ୱାରା ମଧ୍ୟ ସମ୍ମାନିତ ହେବେ। ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବାର ଅନୁକୂଳ ବାତାବରଣ ସୃଷ୍ଟି ହେବ। ଆର୍ଥିକ ସ୍ବଚ୍ଛଳତା ଫେରି ପାଇବେ ଓ ଆଶା କରିଥିବା ଦିଗରୁ ଅର୍ଥ…
Read More...

ଆଇପିଏସ ସ୍ତରରେ ଅଦଳବଦଳ।

ଭୁବନେଶ୍ୱର,(ବ୍ୟୁରୋ)-ରାଜ୍ୟ ସରକାର ଆଇପିଏସ୍‌ ଅଫିସର ସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି। ୧୯୮୮ ବ୍ୟାଚ ଆଇପିଏସ୍‌ ଅଫସର ତଥା ସ୍ପେଶାଲ୍‌ ଡିଜି (ଇଣ୍ଟେଲିଜେନ୍ସ) ସତ୍ୟଜିତ୍‌ ମହାନ୍ତିଙ୍କୁ ଅଗ୍ନିଶମ ଏବଂ ହୋମଗାର୍ଡ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସେସୁ ମୁଖ୍ୟ…
Read More...

କରୋନା, ଅମ୍ଫାନ ପରେ ଏବେ ପଙ୍ଗପାଳ ଚିନ୍ତା।

ଭୁବନେଶ୍ବର,୧/୬(ଓଡ଼ିଆ ନ୍ୟୁଜ): କରୋନା, ଅମ୍ଫାନ ପରେ ଏବେ ପଙ୍ଗପାଳ ଚିନ୍ତା ରାଜ୍ୟ ସରକାରଙ୍କ ଉପରେ ଲଦି ହୋଇପଡିଛି। ପଙ୍ଗପାଳ ମୁକାବିଲା ନେଇ କୃଷି ଭବନରେ ସୋମବାର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ପରେ କୃଷି ବିଭାଗର ସ୍ବତନ୍ତ୍ର ସଚିବ ମୁଥୁ କୁମାର ପଙ୍ଗପାଳଙ୍କୁ…
Read More...