banner
Breaking
Monthly Archives

June 2020

ସଟଡାଉନରେ କଣ ସବୁ ନିୟମ ଜାଣନ୍ତୁ।

ଭୁବନେଶ୍ୱର,୫/୬: ଆସନ୍ତା ୨ ଦିନ ଅର୍ଥାତ ଶନିବାର ଓ ରବିବାର ରାଜ୍ୟର ୧୧ଟି ଅଧିକ କରୋନା ସଂକ୍ରମିତ ଜିଲ୍ଲାରେ ସଟଡାଉନ ଲାଗୁ କରାଯିବ। ସେହି ସମୟରେ କେଉଁ ସଂସ୍ଥା ଓ ପ୍ରତିଷ୍ଠାନ ଖୋଲା ରହିବ ସେ ନେଇ ପୂର୍ବରୁ ସ୍ୱତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶାବଳୀ ଜାରି କରିଥିଲେ ମଧ୍ୟ ଆଜି ସେହି…
Read More...

ଦେବସ୍ନାନ ପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ।

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ପବିତ୍ର ଦେବସ୍ନାନ ପୂର୍ଣ୍ଣିମାର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ମହାପ୍ରଭୁଙ୍କ କୃପା ଓ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ସୁଖ ଓ ସମୃଦ୍ଧିମୟ ହେଉ ବୋଲି ସେ କାମନା କରିଛନ୍ତି। ଆଜି ପୁରୀ ଶ୍ରୀମନ୍ଦିରରେ…
Read More...

ପରିବେଶର ଯତ୍ନ ନେବାପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ବର,୫/୬((ଓଡ଼ିଆ ନ୍ୟୁଜ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଜୈବ ବିବିଧତାର ସାମାନ୍ୟତମ କ୍ଷୟକ୍ଷତି ମଧ୍ୟ ମଣିଷର ସ୍ୱାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଇବା ସହ କୋଭିଡ୍‌-୧୯ ପରି ଜୀବଜନ୍ତୁଙ୍କଠାରୁ ମଣିଷକୁ ବ୍ୟାପୁଥିବା ରୋଗ ସୃଷ୍ଟି କରିପାରେ। ପରିବେଶର ଉପଯୁକ୍ତ ଯତ୍ନ ନେବା…
Read More...

ରାଜ୍ୟରେ ପୁଣି ୧୩୦ ପଜିଟିଭ୍ ଚିହ୍ନଟ। ଆକ୍ରାନ୍ତଙ୍କ ସ°ଖ୍ୟା ୨୬୦୮ କୁ ବୃଦ୍ଧି।

ଭୁବନେଶ୍ୱର,୫/୬(ଓଡ଼ିଆ ନ୍ୟୁଝ): ରାଜ୍ୟରେ ପୁଣି ୧୩୦ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୬୦୮କୁ ବୃଦ୍ଧି ପାଇଛି। ଏହି ନୂଆ ଆକ୍ରାନ୍ତମାନଙ୍କ ମଧ୍ୟରୁ ୧୨୪ ଜଣ ବିଭିନ୍ନ ସଂଗରୋଧରେ ଥିବା ବେଳେ ୬ଜଣ ସ୍ଥାନୀୟ ଲୋକ…
Read More...

ଭୁବନେଶ୍ୱରରେ ମାତିଲା କରୋନା।

ଭୁବନେଶ୍ୱର, ୬।୫(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରେ ଶୁକ୍ରବାର ଆଉ ୧୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୭ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଥିବା ବେଳେ ୬ ଲୋକାଲ କେସ୍‌ ରହିଛି। ଏନେଇ ବିଏମ୍‌ସି ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆପଣଙ୍କର ଯାତ୍ରା ପ୍ରୀତିପ୍ରଦ ରହିବା ସଙ୍ଗକୁ ଲକ୍ଷ୍ୟ ମଧ୍ୟ ପୂରଣ ହୋଇଯିବ। ଗତକାଲିଠାରୁ ଆପଣ ଯାହା ଆଶା କରୁଥିଲେ ଆଜି ତାହା ସହଜ ଓ ସୁବିଧାରେ ପାଇଯିବେ। ସଭାସମିତି କ୍ଷେତ୍ରରେ ସୁନାମ ଅର୍ଜନ କରିପାରିବେ। କିନ୍ତୁ ସାମୟିକ ପ୍ରତିବନ୍ଧକ କାରଣରୁ ବାଣିଜ୍ୟ ଓ ନିର୍ମାଣ ତଥା ପରିବହନ…
Read More...

ଜଗତସିଂହପୁର ଜିଲ୍ଲା ପାଇଁ ଖୁସି ଖବର।

ଜଗତସିଂହପୁର,୪।୬(ଓଡ଼ିଆ ନ୍ୟୁଜ): ଆଜି ଜଗତସିଂହପୁର ଜିଲ୍ଲାରେ ଦଶ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କିମିସ୍ ରୁ ଆଜି ସେମାନଙ୍କୁ ଡିସଚାର୍ଜ କରାଯାଇଛି। ଜିଲ୍ଲାରେ ସର୍ବମୋଟ ୮୬ ଜଣ କରୋନା ଆକ୍ରାନ୍ତ ଥିଲେ। ସେଥିମଧ୍ୟରୁ ୪୧ ଜଣ ସୁସ୍ଥ ହୋଇଛନ୍ତି ୪୫ଜଣ ସକ୍ରିୟ ରୋଗୀ ଅଛନ୍ତି ।ବିଗତ…
Read More...

ଚନ୍ଦ୍ରଶେଖରପୁରରେ ସିଲ୍ ହେଲା କଲ୍ ସେଣ୍ଟର ଅଫିସ।

ଭୁବନେଶ୍ୱର, ୪।୬(ଓଡ଼ିଆ ନ୍ୟୁଜ): ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଏକ କଲ ସେଣ୍ଟରକୁ ବିଏମସି ତରଫରୁ ସିଲ୍ କରାଯାଇଛି। ଭୁବନେଶ୍ୱରରୁ ଆଜି ଚିହ୍ନଟ ହୋଇଥିବା ୪ ଆକ୍ରାନ୍ତଙ୍କ ମଧ୍ୟରୁ ଜଣଙ୍କର କଣ୍ଟ୍ରାକ୍ଟ ଷ୍ଟ୍ରେଚି° ଆଧାରରେ ସ°କ୍ରମଣକୁ ଦୃଷ୍ଟିରେ ରଖି ଏହାକୁ ସିଲ୍ କରାଯାଇଛି…
Read More...

ରାଜ୍ୟରେ ପୁଣି ୯୦ ପଜିଟିଭ୍ ଚିହ୍ନଟ। ଆକ୍ରାନ୍ତଙ୍କ ସ°ଖ୍ୟା ୨୪୭୮ କୁ ବୃଦ୍ଧି।

ଭୁବନେଶ୍ୱର,୪।୬-(ଓଡ଼ିଆ ନ୍ୟୁଜ): ରାଜ୍ୟରେ ପୁଣି ୯୦ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୪୭୮କୁ ବୃଦ୍ଧି ପାଇଛି। ଏହି ୯୦ଙ୍କ ମଧ୍ୟରୁ ୭୯ ଜଣ ବିଭିନ୍ନ ସଂଗରୋଧରେ ଥିବା ବେଳେ ୧୧ଜଣ ସ୍ଥାନୀୟ ଲୋକ ଅଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୫୩ ଜଣ…
Read More...

କରୋନା ପଞ୍ଝାରେ ୩୦ ଜିଲ୍ଲା। ୮ଟି ଜିଲ୍ଲାରେ ୧୦୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତ।

ଭୁବନେଶ୍ବର,୪।୬(ଓଡ଼ିଆ ନ୍ୟୁଜ) : ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲା ଏବେ କରୋନା ପଞ୍ଝାରେ କବଳିତ ହୋଇଛି। ବୁଧବାର ରାୟଗଡ଼ା ଜିଲ୍ଲାରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ରାଜ୍ୟର ସମସ୍ତ ଜିଲ୍ଲାରେ କରୋନାର ପ୍ରଭାବ ଦେଖିବାକୁ ମିଳିଛି।​​‌ ଗଞ୍ଜାମରେ ସର୍ବାଧିକ ୪୯୯ ଜଣ କରୋନା ଆକ୍ରାନ୍ତ…
Read More...