banner
Breaking
Monthly Archives

May 2020

ରାଜ୍ୟରେ ପୁଣି ସୁସ୍ଥ ହେଲେ ୯୯ କରୋନା ଆକ୍ରାନ୍ତ।

ଭୁବନେଶ୍ବର ,୨୫/୫(ଓଡ଼ିଆ ନ୍ୟୂଜ) : ରାଜ୍ୟ ପାଇଁ ଖୁସି ଖବର।  ସୋମବାର ରାଜ୍ୟରେ ଆଉ ୯୯ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଏହା ସହ ମୋଟ କରୋନା ଆରୋଗ୍ୟଙ୍କ ସଂଖ୍ୟା ୬୪୯କୁ ବୃଦ୍ଧି ହୋଇଛି। ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତମାନଙ୍କ ମଧ୍ୟରୁ  ବାଲେଶ୍ବର-୩୪, ଗଞ୍ଜାମ- ୧୫, ଯାଜପୁର- ୧୩ ,…
Read More...

ଭାରତର ଉତ୍ତର ପୂର୍ବାଞ୍ଚଳରେ ଭୂକମ୍ପ।

ଗୁଆହାଟୀ ,୨୫/୫ (ବ୍ୟୁରୋ): ଆଜି ଅପରାହ୍ନ ୧.୧୫ ମିନିଟରେ  ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ତେବେ ଏଥିରେ କିଛି କ୍ଷୟକ୍ଷତି ଘଟିଥିବା ଜଣାପଡ଼ିନାହିଁ । ମଣିପୁରରେ ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୫ ରହିଥିବା ସୂଚନା ମିଳିଛି । ସେହିପରି  …
Read More...

ରାଜ୍ୟରେ ପୁଣି ୧୦୩ ପଜିଟିଭ୍ ଚିହ୍ନଟ। ଆକ୍ରାନ୍ତଙ୍କ ସ°ଖ୍ୟା ୧୪୩୮ କୁ ବୃଦ୍ଧି।

ଭୁବନେଶ୍ଵର,୨୫/୫(ଓଡ଼ିଆ ନ୍ୟୁଜ): ରାଜ୍ୟରେ ପୁଣି ୧୦୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୩୮କୁ ବୃଦ୍ଧି ପାଇଛି। ତେବେ ୧୦୩ଜଣଙ୍କ ମଧ୍ୟରୁ ୯୬ ଜଣ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୭ଜଣ ସ୍ଥାନୀୟ ଲୋକ ଅଛନ୍ତି । ଚିହ୍ନଟଙ୍କ…
Read More...

ଜଗତସିଂହପୁରରେ ପୁଣି ୧୦ ପଜିଟିଭ୍ ଚିହ୍ନଟ।

ଜଗତସିଂହପୁର,୨୫/୫(ଓଡ଼ିଆ ନ୍ୟୁଜ): ଜଗତସିଂହପୁର ଜିଲ୍ଲାରେ ପୁଣି ୧୦ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।୨୧ ତାରିଖ ଦିନ ୧୯୫ ସ୍ୱାବ ସଂଗ୍ରହ କରାଯାଇଥିଲା ସେଥିରୁ ୧୦ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ,ଅନ୍ୟ ୧୮୫ ସ୍ୱାବ ନେଗେଟିଭ ଆସିଛି । ଏହି ୧୦ ଜଣଙ୍କର କୈଣସି କରୋନା ଲକ୍ଷଣ ନଥିଲା। ୮…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ଆପଣ ଦୃଢ଼ ପଦକ୍ଷେପ ନେଇ କାର୍ଯ୍ୟ ସାଧନ କରିବେ । ମୁଖଭାବରେ ରବି ଓ ଶୁକ୍ରଜନିତ ଅପ୍ରିୟସତ୍ୟ ଭାଷଣ ପ୍ରତ୍ୟେକ ସ୍ତରରେ ସମସ୍ୟା ସୃଷ୍ଟି କରିପାରେ । ଆପଣଙ୍କ ଦକ୍ଷତାର ମୂଲ୍ୟାୟନ ହେବା ସଙ୍ଗକୁ ପୁରସ୍କୃତ ହୋଇପାରନ୍ତି । ଅଫିସ୍‌ କାମରେ ସାମୟିକ ଭୁଲ୍‌ ବୁଝାମଣା ଯୋଗୁ ମାନସିକ…
Read More...

କାଲି ଚାଲିବ ନାହିଁ ବସ କି ଆଟୋ।

ଭୁବନେଶ୍ୱର,୨୪/୫(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆସନ୍ତାକାଲିଠାରୁ ବସ୍ ଚଳାଚଳ କରିବ ବୋଲି ସରକାର ଘୋଷଣା କରିଛନ୍ତି । ବିଭାଗୀୟ ମନ୍ତ୍ରୀ ପଦ୍ମନାଭ ବେହେରା ଓ ସାମ୍ବାଦିକ ସମ୍ମିଳନୀରେ ସ୍ବତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ହେଲେ କେଇଘଣ୍ଟା ପରେ କାଲିଠାରୁ…
Read More...

ନିଜ ଇଚ୍ଛାରେ ସମ୍ପର୍କ ରଖିଥିବାରୁ ଦୁଷ୍କର୍ମ ଆଇନ ଲଗାଇବା ଠିକ୍ ନୁହେଁ-ହାଇକୋର୍ଟ

କଟକ, : ଦୁଷ୍କର୍ମ ସଂପର୍କରେ ଆଜି ଏକ ବଡ଼ ରାୟ ଶୁଣାଇଛନ୍ତି ହାଇକୋର୍ଟ। ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ହେଲେ, ତାକୁ ଦୁଷ୍କର୍ମ ବୋଲି ବିବେଚନା କରାଯାଇ ପାରିବ ନାହିଁ ବୋଲି କୋର୍ଟ ରାୟ ଦେଇଛନ୍ତି। ଏକ ଜାମିନ ଆବେଦନର ଶୁଣାଣି କରି ଏହି ରାୟ ଦେଇଛନ୍ତି ହାଇକୋର୍ଟ। ଏଥିସହିତ…
Read More...

ରାଜ୍ୟରେ ପୁଣି ୬୭ ପଜିଟିଭ ଚିହ୍ନଟ। ଆକ୍ରାନ୍ତଙ୍କ ସ°ଖ୍ୟା ୧୩୩୬ କୁ ବୃଦ୍ଧି।

ଭୁବନେଶ୍ବର,୨୪/୫(ଓଡ଼ିଆ ନ୍ୟୁଜ): ରାଜ୍ୟରେ ପୁଣି ୬୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୬କୁ ବୃଦ୍ଧି ପାଇଛି । ନୂଆପଡା ଜିଲ୍ଲାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହେବା ସହ କରୋନା ଆକ୍ରାନ୍ତ ଜିଲ୍ଲା ସଂଖ୍ୟା ୨୭ କୁ ବୃଦ୍ଧି ପାଇଛି । ଆଜି ଚିହ୍ନଟ…
Read More...

ବରୀ,ଯାଜପୁରରେ ମହକିଲା “ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ”

ଯାଜପୁର : ବିଭିନ୍ନ ସେବାର ଦେବଦୂତ ସାଜି ଅନ୍ନନ୍ୟ ଅନୁଷ୍ଠାନ "ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ",ଓଡ଼ିଶା ପକ୍ଷରୁ ଯାଜପୁର ଜିଲ୍ଲାପାଳ ବିଶିଷ୍ଟ ସାହିତ୍ୟିକ ରଂଜନ ଦାସ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଶାଶ୍ୱତ ଜେନାଙ୍କ ଅନୁମତି କ୍ରମେ ବରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ…
Read More...

ତିର୍ତ୍ତୋଲ ବ୍ଲକ ରେ ପ୍ରଥମ କରୋନା ରୋଗୀ ଚିହ୍ନଟ

ଜଗତସିଂହପୁର,୨୪/୫(ବ୍ୟୁରୋ):ଜଗତସିଂହପୁର ଜିଲ୍ଲାରେ ଆଉ ଏକ କରୋନା ରୋଗୀ ଚିହ୍ନଟ କରାଯାଇଛି ।ଜିଲ୍ଲାର ନାଉଗାଁ,ବାଲିକୁଦା,ଏରସମା,କୁଜଙ୍ଗ ବ୍ଲକ ପରେ ଆଜି ତିର୍ତ୍ତୋଲ ବ୍ଲକ ଯୋଡ଼ି ହେଇଛି ,ଗୁଜରାଟ ରାଜ୍ୟରୁ ଆସିଥିବା ପ୍ରବାସୀ ତେନ୍ତୁଳିପଦା କ୍ୱାରେନଟାଇନ ସେଣ୍ଟର ରେ ରହୁଥିଲେ ତାଙ୍କର…
Read More...