banner
Breaking

ତିର୍ତ୍ତୋଲ ବ୍ଲକ ରେ ପ୍ରଥମ କରୋନା ରୋଗୀ ଚିହ୍ନଟ

0

ଜଗତସିଂହପୁର,୨୪/୫(ବ୍ୟୁରୋ):ଜଗତସିଂହପୁର ଜିଲ୍ଲାରେ ଆଉ ଏକ କରୋନା ରୋଗୀ ଚିହ୍ନଟ କରାଯାଇଛି ।ଜିଲ୍ଲାର ନାଉଗାଁ,ବାଲିକୁଦା,ଏରସମା,କୁଜଙ୍ଗ ବ୍ଲକ ପରେ ଆଜି ତିର୍ତ୍ତୋଲ ବ୍ଲକ ଯୋଡ଼ି ହେଇଛି ,ଗୁଜରାଟ ରାଜ୍ୟରୁ ଆସିଥିବା ପ୍ରବାସୀ ତେନ୍ତୁଳିପଦା କ୍ୱାରେନଟାଇନ ସେଣ୍ଟର ରେ ରହୁଥିଲେ ତାଙ୍କର କୌଣସି ପ୍ରକାର ଲକ୍ଷଣ ନଥିଲା କିନ୍ତୁ ସ୍ୱାବ ପରୀକ୍ଷା କରିବାରୁ ଜଣା ପଡିଥିଲା ।ରୋଗ ଚିହ୍ନଟ ପରେ ତାଙ୍କୁ କିମସ କୋଭିଡ ହସ୍ପିଟାଲକୁ ପଠାଯାଇଛି । ଏହାକୁ ମିଶେଇ ଜିଲ୍ଲାରେ କରୋନା ରୋଗୀ ସଂଖ୍ୟା ୩୧ରେ ପହଞ୍ଚିଥିବା ବେଳେ ୫ ଜଣ ସୁସ୍ଥ ହୋଇଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.