banner
Breaking
Monthly Archives

May 2020

ପ୍ରବାସୀ ଶ୍ରମିକଙ୍କ ପାଇଁ ସ୍ପେଶାଲ ଟ୍ରେନ ଚଳାଇବାକୁ କେନ୍ଦ୍ରର ଚିଠି।

ଭୁବନେଶ୍ୱର,୧୨ା୫(ଓଡ଼ିଆ ନ୍ୟୁଜ): କରୋନା ସଂକ୍ରମଣ ଆଶଙ୍କାରେ ଦୀର୍ଘ ୪୫ ରୁ ଊର୍ଦ୍ଧ୍ୱ ଦିନ ଧରି ସମଗ୍ର ଦେଶ ଲକ୍‌ଡାଉନ୍‌ରେ ରହିଛି। କଳକାରଖାନା, ବ୍ୟବସାୟ ପ୍ରତିଷ୍ଠାନ ସବୁ କିଛି ବନ୍ଦ ରହିଛି। ବିଭିନ୍ନ ରାଜ୍ୟରେ ଫସି ରହିଥିବା ଅସହାୟ ଶ୍ରମିକମାନେ ନିଜ ଘରକୁ ଫେରିବାକୁ ବ୍ୟାକୁଳ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି କର୍ମକ୍ଷେତ୍ରରେ କେତେକ ଅପ୍ରୀତିକର ପରିସ୍ଥିତିର ସାମନା କରିବାକୁ ପଡିପାରେ। ଆପଣଙ୍କ ଦୃଢ ଓ କଠୋରକ୍ତି ଫଳରେ ମୁହଁ ସାମନାରେ କଥା କହିବାକୁ ଅନ୍ୟମାନେ ପଛେଇ ରହିବେ। ଭଲ ଭଲ କହୁଥିବା ଲୋକମାନେ ପଛରେ ବିଭିନ୍ନ ପ୍ରକାରର କଥା କହୁଥିବାର ଶୁଣିବାକୁ ପାଇପାରନ୍ତି। ବୃଷ:-ଆଜି କୌଣସି…
Read More...

ରାଜ୍ୟରେ ପୁଣି ୨୩ ପଜିଟିଭ୍ ଚିହ୍ନଟ। ଆକ୍ରାନ୍ତଙ୍କ ସ°ଖ୍ୟା ୪୩୭ କୁ ବୃଦ୍ଧି।

ଭୁବନେଶ୍ୱର,୧୨/୫(ଓଡ଼ିଆ ନ୍ୟୁଜ) : ରାଜ୍ୟରେ ପୁଣି ୨୩ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୩୭ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଆକ୍ରାନ୍ତମାନଙ୍କ ମଧ୍ୟରେ ୧୫ ଜଣ…
Read More...

ଜାତୀୟ ଓ ରାଜ୍ୟର ଅର୍ଥନୀତିକୁ ଦୃଢିଭୁତ କରିବା ପାଇଁ ମୋଦୀଙ୍କୁ ପରାମର୍ଶ ଦେଲେ ନବୀନ।

ଭୁବନେଶ୍ବର,୧୧/୫(ଓଡ଼ିଆ ନ୍ୟୁଜ): ଲକ୍ଡ଼ାଉନ ତୃତୀୟ ପର୍ଯ୍ୟାୟ ଶେଷ ହେବାକୁ ଆଉ କେଇଦିନ ବାକିଥିବାବେଳେ ଦେଶର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦେଶରେ ତୃତୀୟ ପର୍ଯ୍ୟାୟ ପରେ ୪ର୍ଥ ପର୍ଯ୍ୟାୟ ଲକ୍ଡ଼ାଉନ କାର୍ଯ୍ୟକାରୀ ହେବ କି ନାହିଁ ସେ…
Read More...

ପାନୀୟଜଳ ପ୍ରକଳ୍ପ ତୁରନ୍ତ କାର୍ଯ୍ୟକାରୀ କର-ସଞ୍ଜୟ ଦାସବର୍ମା

ଭୁବନେଶ୍ବର ,୧୧/୫(ଓଡ଼ିଆ ନ୍ୟୁଜ): ପାନୀୟ ଜଳ ପ୍ରକଳ୍ପ ତୁରନ୍ତ କାର୍ଯ୍ୟକାରୀ କରିବା ଉପରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ନିର୍ଦେଶ ଦେଇଛନ୍ତି। ସୋମବାର ଏ ସଂପର୍କିତ ଏକ ଉଚ୍ଚ ସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ଦାସବର୍ମା ସଂଗରୋଧ କେନ୍ଦ୍ରଗୁଡିକରେ ପାନୀୟଜଳ ଓ…
Read More...

ବରିଷ୍ଠ ନାଗରିକ ମଞ୍ଚ ସ°କଳ୍ପ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ।

ଭୁବନେଶ୍ୱର, ୧୧/୫ (ଓଡ଼ିଆ ନ୍ୟୁଜ): କରୋନାକୁ ରୋକିବା ପାଇଁ ଲକଡାଉନ୍ ହେଉଛି ଏକମାତ୍ର ଅସ୍ତ୍ର। ଯାହା ୫୦ ଦିନ ଧରି ଚାଲୁରହିଛି।ଏହା ଫଳରେ ଗରିବ ଓ ଖଟିଖିଆଙ୍କ ଜୀବନ ଜୀବିକା ଉଜୁଡି ଯାଇଛି। କିଏ ଅନାହାରରେ ଦିନ କାଟୁଛିତ କିଏ ଖାଦ୍ୟ ମୁଠାଏ ପାଇଁ ବାର ଦୁଆର ଶୁଣ୍ଢି ପିଣ୍ଡା ହେଉଛି। ଏହି…
Read More...

ଆଜି ୩୭ ପଜିଟିଭ୍ ଚିହ୍ନଟ। ଆକ୍ରାନ୍ତଙ୍କ ସ°ଖ୍ୟା ୪୧୪ କୁ ବୃଦ୍ଧି।

ଭୁବନେଶ୍ବର , ୧୧/୫(ଓଡ଼ିଆ ନ୍ୟୁଜ): ଆଜି ଗୋଟିଏ ଦିନରେ ରାଜ୍ୟରୁ ୩୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ସୋମବାର ସକାଳୁ ରାଜ୍ୟରେ ୧୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅପରାହ୍ନରେ ୩ଟି ଏବଂ ସନ୍ଧ୍ୟାରେ ୨୦ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସକାଳେ ଚିହ୍ନଟ ହୋଇଥିବା ୧୪ ଆକ୍ରାନ୍ତଙ୍କ…
Read More...

ମନମୋହନ ସି°ଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି।

ନୂଆଦିଲ୍ଲୀ,୧୧/୫(ଓଡ଼ିଆ ନ୍ୟୁଜ): ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଡା. ମନମୋହନ ସିଂହଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ନୂଆଦିଲ୍ଲୀସ୍ଥିତ ଏମ୍‌ସରେ କାର୍ଡିଓଥୋରାସିସ୍‌ ସେଣ୍ଟରରେ ମନମୋହନଙ୍କୁ ରଖି ତାଙ୍କର ଚିକିତ୍ସା କରାଯାଉଛି। ଛାତିରେ ଯନ୍ତ୍ରଣା ଅନୁଭବ…
Read More...

ଆସନ୍ତା କାଲିଠାରୁ ଚାଲିବ ଟ୍ରେନ। ଆଜି ଦିନ ୪ ଟାରୁ ବୁକି° ଆରମ୍ଭ।

ଭୁବନେଶ୍ବର,: ଆସନ୍ତା କାଲି ଅର୍ଥାତ ୧୨ ତାରିଖଠାରୁ ପୁଣି ଗଡ଼ିବ ଟ୍ରେନ୍ । ଦିଲ୍ଲୀରୁ ଭୁବନେଶ୍ବର ସମେତ ୧୫ ଷ୍ଟେସନକୁ ଟ୍ରେନ ଚଳାଚଳ ନିମନ୍ତେ ପ୍ରସ୍ତୁତି କରାଯାଇଛି। ଦେଶବ୍ୟାପୀ ଲକ୍‌ଡାଉନ ଯୋଗୁ ମାର୍ଚ୍ଚ ୨୫ରୁ ଯାତ୍ରୀବାହୀ ରେଳ ସେବା ବନ୍ଦ ହୋଇଛି। ତେବେ ଏହି ସେବା ଆସନ୍ତା…
Read More...

ରାଜ୍ୟର ୭ ଟି ଜିଲ୍ଲାରେ ବର୍ଷା ସହ ପବନ-ପାଣିପାଗ

ଭୁବନେଶ୍ୱର,୧୧।୫(ଓଡ଼ିଆ ନ୍ୟୁଜ): ରାଜ୍ୟରେ ରବିବାର ଆସନ୍ତା ୪ ଦିନ ପର୍ଯ୍ୟନ୍ତ ବର୍ଷା ଓ ବଜ୍ରପାତ ଲାଗି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ତେବେ ସୋମବାର ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ସମେତ ବାଲେଶ୍ୱର, ଭଦ୍ରକ ମାଲକାନାଗିରି, କଳାହାଣ୍ଡି,…
Read More...