banner
Breaking
Monthly Archives

May 2020

ରାଜ୍ୟରେ ପୁଣି ୪୮ ପଜିଟିଭ୍ ଚିହ୍ନଟ।

ଭୁବନେଶ୍ୱର,୧୮/୫(ଓଡ଼ିଆ ନ୍ୟୁଜ) : ରାଜ୍ୟରେ ପୁଣି ୪୮ଜଣ କେରାନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮୭୬କୁ ବୃଦ୍ଧି ପାଇଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ସୂଚନାଯୋଗ୍ୟ, ଆଜି ସକାଳେ ୧୦ଟି…
Read More...

ସୁପରସାଇକ୍ଲୋନରେ ପରିଣତ ହେଲା ଅମ୍ଫାନ। ୨୬୦ କିମି ବେଗରେ ବହିବ ପବନ

ନୂଆଦିଲ୍ଲୀ,୧୮/୫(ବ୍ୟୁରୋ) ବଙ୍ଗୋପସାଗରରେ ଅଧିକ ଘନୀଭୂତ ହେଉଛି ଅମ୍ଫାନ। ୧୨ ଘଣ୍ଟା ମଧ୍ୟରେ ଅର୍ଥାତ ଆଜି ସନ୍ଧ୍ୟା ୫.୩୦ ସୁଦ୍ଧା ସୁପର ସାଇକ୍ଲୋନରେ ପରିଣତ ହେବାର ଆଶଙ୍କା ଅଛି ବୋଲି ଭାରତୀୟ ପାଣିପାଗ ମହାନିର୍ଦ୍ଦେଶକ  ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଥିଲେ । ମାତ୍ର ଏହା ଦିନ ୧୨ଟା…
Read More...

ଜଗତସିଂହପୁରର ସମସ୍ତ ୫ ଆକ୍ରାନ୍ତ ସୁସ୍ଥ। ପୁଣି ଗ୍ରୀନ ଜୋନକୁ ଫେରିପାରେ ଜଗତସିଂହପୁର।

ଜଗତସିଂହପୁର,୧୮/୫(ଓଡ଼ିଆ ନ୍ୟୁଜ):  ଜଗତସିଂହପୁରରୁ ଚିହ୍ନଟ ହୋଇଥିବା ସମସ୍ତ ୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି ଜଗତସିଂହପୁର ଜିଲ୍ଲାପାଳ । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବାବେଳେ ଜଗତସିଂହପୁର ଜିଲ୍ଲାର ସମସ୍ତ…
Read More...

ରାଜନଗର ଜନପ୍ରିୟ ବିଧାୟକ ଧ୍ରୁବ ସାହୁଙ୍କ ବିଭିନ୍ନ ଅଞ୍ଚଳ ପରିଦର୍ଶନ।

ରାଜନଗର,୧୮/୫,(ଓଡ଼ିଆ ନ୍ୟୁଜ) ବଙ୍ଗୋପସାଗରରେ ସୃଷ୍ଟ ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମ ଅମ୍ପନ୍ ଆସନ୍ତା ୬ ଘଣ୍ଟା ମଧ୍ୟରେ ଏକ୍ସଟ୍ରିମ୍‌ଲି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ଅର୍ଥାତ୍‌ ଅତି ଭୀଷଣ ବାତ୍ୟାରେ ପରିଣତ ହୋଇପାରେ। ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପକ୍ଷରୁ ଜାରି ହୋଇଥିବା…
Read More...

ରାଜ୍ୟରେ ପୁଣି ୬ପଜିଟିଭ। ଆକ୍ରାନ୍ତଙ୍କ ସ°ଖ୍ୟା ୮୩୪

ଭୁବନେଶ୍ୱର,୧୭/୫(ଓଡ଼ିଆ ନ୍ୟୁଜ):ରାଜ୍ୟରେ ଆଉ ୬ କରୋନା ପଜିଟିଭ ଚିହ୍ନଟ।ସେଥିମଧ୍ୟରୁ ୨ ଜଣ ବଲାଙ୍ଗୀରର ହୋଇଥିଲା ବେଳେ ୪ ଜଣ ପୁରୀ ଜିଲ୍ଲାର। ପୁରୀରୁ ଚିହ୍ନଟ ହୋଇଥିବା ୪ ଜଣଙ୍କ ମଧ୍ୟରୁ ପୁରୀ ସହରରୁ ୨, କୋଣାର୍କ ଓ ପିପିଲିରୁ ଜଣେ ଲେଖାଏଁ ।ଏମାନଙ୍କ ମଧ୍ୟରୁ ୩ ଜଣ କ୍ୱାରେଣ୍ଟିନ୍‌ରେ…
Read More...

ହକିଇଣ୍ଡିଆ ଅନଲାଇନ ପ୍ରଶିକ୍ଷଣ ରେ ଓଡିଶାରୁ ଏକମାତ୍ର କ୍ରୀଡା ସାମ୍ବାଦିକ ସୁଶାନ୍ତ।

ଭୁବନେଶ୍ୱର ,୧୭/୫(ଓଡ଼ିଆ ନ୍ୟୁଜ): ପ୍ରଥମ ଥର ପାଇଁ ହକିଇଣ୍ଡିଆ ତରଫରୁ ଭାରତରେ ଥିବା କ୍ରୀଡା ସାମ୍ବାଦିକ ମାନଙ୍କ ପାଇଁ ଅନ ଲାଇନ ପ୍ରଶିକ୍ଷଣ ପାଠ୍ୟକ୍ରମ ର ବ୍ୟବସ୍ଥା କରାଯାଇଥିଲା ଏଥିରେ ୧୧ ଜଣ କ୍ରୀଡା ସାମ୍ବାଦିକ ସଫଳତା ର ପାଠ୍ୟ କ୍ରମ କୁ ଶେଷ କରିଥିଲେ।ଏହି ପ୍ରଶିକ୍ଷଣ ପାଠ୍ୟକ୍ରମ…
Read More...

ଭୟଙ୍କର ହେଉଛି ବାତ୍ୟା ଅମ୍ଫାନ। ହାତିଆ-ଦୀଘା ମଧ୍ୟରେ ହୋଇପାରେ ଲ୍ୟାଣ୍ଡଫଲ୍।

ଭୁବନେଶ୍ୱର,୧୭ା୫(ବ୍ୟୁରୋ)-ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଭୟଙ୍କର ସାମୁଦ୍ରିକ ଝଡରେ ପରିଣତ ହୋଇଛି। ଏହା ପାରାଦୀପଠାରୁ ଦକ୍ଷିଣରେ ୯୫୦ କି.ମି, ପଶ୍ଚିମବଙ୍ଗର ଦୀଘାଠାରୁ ୧୧୨୦ କି.ମି ଏବଂ ବାଂଲାଦେଶର ଖେପୁରାଠାରୁ ୧୨୩୦ କି.ମି ଦୂରରେ…
Read More...

କୁଜଙ୍ଗ ଯୁବ ସମାଜ ତରଫରୁ ଗରିବ ଅସହାୟ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ।

ଜଗତସିଂହପୁର,୧୭/୫(ଓଡ଼ିଆ ନ୍ୟୁଜ) କରୋନା ମହାମାରୀ ପାଇଁ ତାଲାବନ୍ଦ କାରଣରୁ ଗରିବ ଅସହାୟ ଲୋକମାନଙ୍କର କାମଧନ୍ଦା ସବୁ ବନ୍ଦ ହୋଇଯାଇଛି। ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବା ସହିତ ହଇରାଣ ହରକତ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ପାରାଦୀପ ନିର୍ବାଚନମଣ୍ଡଳୀର ଯୁବ…
Read More...

ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ୧୪ ଦିନ ଅର୍ଥାତ ମେ ୩୧ ଯାଏ ବୃଦ୍ଧି। କୋହଳ ହୋଇପାରେ କିଛି ନିୟମ।

ଭୁବନେଶ୍ୱର,୧୭/୫(ଓଡ଼ିଆ ନ୍ୟୁଜ) : କରୋନା ମହାମାରୀ ପ୍ରଭାବକୁ ଆଖି ଆଗରେ ରଖି ଚତୁର୍ଥ ପର୍ଯ୍ୟାୟରେ ଲକ୍‌ଡାଉନ୍ ଅବଧି ମେ’ ୩୧ ଯାଏଁ ବୃଦ୍ଧି କରାଯାଇଛି । ଏ ନେଇ କେନ୍ଦ୍ର ସରକାରଙ୍କ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧୀକରଣ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଦେଶର ଅର୍ଥନୈତିକ…
Read More...

ଖୁସି ଖବର ରାଜ୍ୟରେ ପୁଣି ୨୪ ସୁସ୍ଥ। ମୃତ୍ୟୁ ୫ ନୁହେଁ ଚାରି।

ଭୁବନେଶ୍ଵର,୧୭/୫(ଓଡ଼ିଆ ନ୍ୟୁଜ) : ଖୁସି ଖବର ରାଜ୍ୟରେ ଆଉ ୨୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୁସ୍ଥ ହୋଇଥିବା ୨୪ ଜଣଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ୧୯, ବାଲେଶ୍ଵର ୨ ଏବଂ ଯାଜପୁରରୁ ୩ ଜଣ ରହିଛନ୍ତି । ସୁସ୍ଥ ହୋଇଥିବା ଏହି ୨୪ ଜଣଙ୍କୁ ମିଶାଇ ରାଜ୍ୟରେ ମୋଟ୍ ୨୨୦ କରୋନା ଆକ୍ରାନ୍ତ…
Read More...