banner
Breaking
Monthly Archives

April 2020

ପ୍ରବାସୀ ଓଡିଆଙ୍କ ପାଇଁ ପଞ୍ଜିକରଣ ଆରମ୍ଭ।କିପରି କରିବେ ଜାଣନ୍ତୁ।

ଭୁବନେଶ୍ୱର,୨୪/୪(ଓଡ଼ିଆ ନ୍ୟୁଜ): ଓଡିଶା ସରକାରଙ୍କ ପକ୍ଷରୁ ଭାରତର ବିଭିନ୍ନ ରାଜ୍ୟରେ ରହୁଥିବା ଓଡ଼ିଆ ମାନଙ୍କୁ ଫେରାର ଆଣିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ଓଡିଶା ସରକାର। ଆଜିଠାରୁ ଆରମ୍ଭ ହୋଇଛି ପଞ୍ଜିକରଣ। ସୂଚନାଯୋଗ୍ୟ ମହାମାରୀ କରୋନା ପାଇଁ ସମଗ୍ର ଦେଶ ଲକ୍ ଡାଊନ ହୋଇ ରହିଛି ।…
Read More...

ଭଦ୍ରକରୁ ଆଉ ଚାରିଜଣ ଚିହ୍ନଟ। ମୋଟ ଆକ୍ରାନ୍ତଙ୍କ ସ°ଖ୍ୟା ୯୪

ଭୁବନେଶ୍ଵର,୨୪/୪(ଓଡ଼ିଆ ନ୍ୟୁଜ) : ରାଜ୍ୟରେ ଆଉ ୪ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ୪ ଜଣ ଭଦ୍ରକ ଜିଲାର ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହ ଭଦ୍ରକରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬ରେ ପହଞ୍ଚିଥିଲାବେବେଳ ରାଜ୍ୟରେ ରୋଗୀ ସଂଖ୍ୟା…
Read More...

ପଶ୍ଚିମବଙ୍ଗରେ ଫସିଥିବା ଭୋକିଲା ଶ୍ରମିକଙ୍କୁ ଖାଦ୍ୟ ଯୋଗାଇଲେ ବୈଜୟନ୍ତ ପଣ୍ଡା।

ଭୁବନେଶ୍ବର,୨୪/୪(ଓଡ଼ିଆ ନ୍ୟୁଜ) : ଓଡ଼ିଶାର ଦରଦୀ ନେତା ତଥା ବିଜେପି ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ପଶ୍ଚିମବଙ୍ଗର ଟିଟାଗଡ ଅଞ୍ଚଳରେ ଫସି ରହିଥିବା ୨ ହଜାର ପ୍ରବାସୀ ଓଡିଆ ଶ୍ରମିକଙ୍କ ପାଖରେ ଖାଦ୍ୟ ସାମଗ୍ରୀ ପହଞ୍ଚିଛି।ସୂଚନାଯୋଗ୍ୟ , କରୋନା ଲକ୍‌ଡାଉନ…
Read More...

ରାଜଧାନୀରୁ ମଦ ଜବତ।ବେପାରୀ ଗିରଫ

ଭୁବନେଶ୍ୱର,୨୪/୪(ବ୍ୟୁରୋ): କରୋନା ପାଇଁ ଲକ୍‌ ଡାଉନ୍‌ରେ ସମସ୍ତ ମଦ ଦୋକାନ ବନ୍ଦ ଥିବା ବେଳେ ରାଜଧାନୀରେ ଚାଲିଛି ଖୋଲାଖୋଲି ମଦ ବେପାର । ଭିନ୍ନ ଭିନ୍ନ ଉପାୟରେ ମଦବେପାରୀ ଚଳାଇଛନ୍ତି ବେଧଡ଼କ କାରବାର । ନୂଆପଲ୍ଲୀ ଥାନା ପୁଲିସ ଗତକାଲି ବିଳମ୍ବିତ ରାତିରେ ଆଇଆରସି ଭିଲେଜସ୍ଥିତ ଏକ ଘରେ ଚଢ଼ଉ…
Read More...

ରାସନକାର୍ଡ ନଥିବା ଲୋକଙ୍କୁ ବି ମିଳିବ କିରାସିନି।

ଭୁବନେଶ୍ୱର ୨୪/୪(ଓଡ଼ିଆ ନ୍ୟୁଜ): କରୋନା ଭୂତାଣୁ ମୁକାବିଲା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ହୋଇଛି । ସବୁ ବର୍ଗର ଲୋକ ବିଭିନ୍ନ ସମସ୍ୟା ମଧ୍ୟରେ ଜୀବନ ଅତିବାହିତ କରୁଛନ୍ତି।ରାସନ କାର୍ଡଧାରୀ ମାନଙ୍କୁ କିରାସିନି ଯୋଗାଇ ଦିଆଯାଉଛି। ଏଭଳି ସମୟରେ ଅଣରାସନ୍‌ କାର୍ଡଧାରୀଙ୍କୁ ଘରୋଇ ବ୍ୟବହାର…
Read More...

ଟି ୨୦ ବିଶ୍ବକପ୍ ନେଇ ଅନିଶ୍ଚିତତା।

ଖ୍ରୀଷ୍ଟଚର୍ଚ୍ଚ,୨୩।୪ (ବ୍ୟୁରୋ): କୋଭିଡ୧୯ ସଂକ୍ରମଣ କାରଣରୁ ଅଷ୍ଟ୍ରେଲିଆରେ ଟି୨୦ ବିଶ୍ୱକପ୍‌ ଆୟୋଜନ ନେେଇ ଆଶଙ୍କା ପ୍ରକାଶ ପାଇଛି। ତେବେ ଏହି ମେଗା ଇଭେଣ୍ଟକୁ ସ୍ଥଗିତ ରଖିବା କିମ୍ବା ଘୁଞ୍ଚାଇବା ନେଇ ଆସନ୍ତା ଜୁଲାଇ ପୂର୍ବରୁ ନିଷ୍ପତ୍ତି ନେଇ ହେବନାହିଁ ବୋଲି ନ୍ୟୁଜିଲାଣ୍ଡ କ୍ରିକେଟ…
Read More...

ବାଲେଶ୍ବରରୁ ଆଉ ଦୁଇ ଚିହ୍ନଟ।ଆକ୍ରାନ୍ତଙ୍କ ସ°ଖ୍ୟା ୮୯ରେ ପହଞ୍ଚିଲା।

ଭୁବନେଶ୍ୱର, ୨୩।୪(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଗୁରୁବାର ଅପରାହ୍ନରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଏହି ୨ ଜଣ ହେଲେ ବାଲେଶ୍ୱର ଜିଲାର। ତେବେ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୫୫ ବର୍ଷର ମହିଳା ଓ ୩୬ ବର୍ଷର ପୁରୁଷ ଅଛନ୍ତି। ଉଭୟ ଆକ୍ରାନ୍ତ ଜଣେ ପୂର୍ବ ଆକ୍ରାନ୍ତଙ୍କ…
Read More...

ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଲା ଜରୁରୀ ବୈଠକ।

ଭୁବନେଶ୍ୱର,୨୩।୪(ବ୍ୟୁରୋ): ଲୋକସେବା ଭବନରେ ଆନ୍ତଃମନ୍ତ୍ରୀସ୍ତରୀୟ ବୈଠକ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ କରୋନା ମୁକାବିଲା ସର୍ମ୍ପକରେ ଆଲୋଚନା କରାଯାଇଥିବା ସୂଚନା ମିଳିଛି। ଆଗାମୀ ଦିନରେ…
Read More...

ଆସ ପଢିବା, ଲଢିବା,ବଢିବା, ଶ୍ରେଷ୍ଠ ହେବା- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୪(ଓଡ଼ିଆ ନ୍ୟୁଜ): ଗୁରୁବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କରୋନା ମୁକାବିଲା କମିଟି ମୁଖ୍ୟ ସୁବ୍ରତୋ ବାଗ୍‌ଚୀ କହିଛନ୍ତି ଓଡ଼ିଶାରେ ୬୮ହଜାର ୭୧୭ଟି ସ୍କୁଲ ରହିଛି। ସେଥିରେ ୩୬ ଲକ୍ଷ ୫ ହଜାର ୫୩୯ଜଣ ଛାତ୍ରୀଛାତ୍ର ପ୍ରାଥମିକ ବିଦ୍ୟାଳୟ ଏବଂ ୨୧ଲକ୍ଷ…
Read More...

ଶଙ୍କରାଚାର୍ଯ୍ୟଙ୍କ ସହ ପ୍ରଶାସନର ଆଲୋଚନା।

ପୁରୀ ,୨୩।୪: କରୋନା ପାଇଁ ଚଳିତ ବର୍ଷ ରଥଯାତ୍ରାର ଆୟୋଜନକୁ ନେଇ ଆଶଙ୍କା ପ୍ରକାଶ ପାଇଥିବା ବେଳେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କୁ ଭେଟିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍‌ କୁମାର। ଗୁରୁବାର ମଧ୍ୟାହ୍ନରେ ଜିଲାପାଳ ବଲଓ୍ବନ୍ତ ସିଂଙ୍କ ସହ ମୁଖ୍ୟ…
Read More...