banner
Breaking
Monthly Archives

April 2020

ଲକଡାଉନ୍ ବଳରେ କରୋନାକୁ ରୋକିବାରେ ଭାରତ ସଫଳ। କେନ୍ଦ୍ର ଯୁଗ୍ମ ସଚିବ

ଦିଲ୍ଲୀ, ୫/୪(ବ୍ୟୁରୋ) : ଭାରତରେ କୋଭିଡ୍‍-୧୯ ସଂକ୍ରମିତ ଲୋକଙ୍କ ସଂଖ୍ୟା ଲଗାତାର ବୃଦ୍ଧି ପାଉଥିଲା ବେଳେ ଏହି ସଂଖ୍ୟା ଅନ୍ୟ ଦେଶ ତୁଳନାରେ ଯଥେଷ୍ଟ କମ ରହିଥିବା ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ୍‍ ଅଗ୍ରୱାଲ କହିଛନ୍ତି। ଗୃହ ମନ୍ତ୍ରଣାଳୟ ଯୁଗ୍ମ ସଚିବ ପି.ଏସ୍‍.…
Read More...

ତିନି ଆକ୍ରାନ୍ତଙ୍କ ତଥ୍ୟ ଦେଲେ ବିଏମସି କମିଶନର-ପ୍ରେମଚାନ୍ଦ ଚୌଧୁରୀ

ଭୁବନେଶ୍ୱର,୫/୪(ଓଡ଼ିଆ ନ୍ୟୁଜ) ରାଜଧାନୀ ଭୁବନେଶ୍ୱରର ସୂର୍ଯ୍ୟନଗର, ବମିଖାଲ୍‌ ଓ ପୁରୀ ଜିଲ୍ଲାରେ ଚିହ୍ନଟ ହୋଇଥିବା କୋଭିଡ୍-୧୯ ଆକ୍ରାନ୍ତ କେମିତି ଏହି ରୋଗରେ ଆକ୍ରାନ୍ତ ହେଲେ ତାହା ଆଜି ଜଣାପଡ଼ିଛି। ସେମାନଙ୍କର ବାହାର ରାଜ୍ୟ ସହିତ ଲିଙ୍କ୍ ରହିଛି ବୋଲି ସୂଚନା ଦେଇଛନ୍ତି ବିଏମ୍‌ସି…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ଆପଣଙ୍କ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ କରିବା ସକାଶେ ତପ୍ତର ରହିବେ  ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିବା ସକାଶେ ନିଷ୍ପତ୍ତି ନେଇପାରନ୍ତି ।  ସ୍ବାସ୍ଥ୍ୟରେ ସାମାନ୍ୟ ବତିକ୍ରମ ଦେଖା ଦେଇପାରେ ।  ସଙ୍ଗୀତ ଓ ଚଳଚ୍ଚିତ୍ର ଦର୍ଶନରୁ ଆନନ୍ଦ…
Read More...

ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ୍।

ଭୁବନେଶ୍ୱର,୪/୪(ଓଡ଼ିଆ ନ୍ୟୁଜ) : ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ୍‍ କରୋନା ପଜିଟିଭ ସଂଖ୍ୟା ୨୧କୁ ବୃଦ୍ଧି ପାଇଛି। ଏହି ୨୯ ବର୍ଷ ବୟସ୍କ ଯୁବକଙ୍କ ଘର କଳାହାଣ୍ଡି ଜିଲ୍ଲାରେ । ସେ ବାହରିନ୍‍ ଗସ୍ତ କରିଥିବା ଜଣାପଡିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ…
Read More...

ଲଜ୍ଜା ଅଥବା ଭୟ କଲେ ପରିବାର ପରିଜନ ବୁଡିଯିବେ। ୧୦୪ କୁ କଲ କରନ୍ତୁ ସରକାର ମାଗଣାରେ ସମସ୍ତ ସେବା ଯୋଗାଇଦେବେ-ବାଗଚୀ

ଭୁବନେଶ୍ବର, ୪।୪(ଓଡ଼ିଆ ନ୍ୟୁଜ) : ଶନିବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ କହିଛନ୍ତି ଯେ ବର୍ତ୍ତମାନ ସମୟରେ ସାମାଜ ଆତଙ୍କିତ ଅବସ୍ଥାରେ ରହିଛି । ଏଣୁ ଦିଲ୍ଲୀ…
Read More...

ତିନୋଟି ସହର ପୁରା ଠପ୍। ଦିନରେ ରାତିର ନିରବତା। ପିପିଲିର ଦାନଗହିର ୧୦ ଦିନ ସଟଡାଉନ୍ ଘୋଷଣା।

ଭୁବନେଶ୍ୱର,୪/୪(ଓଡ଼ିଆ ନ୍ୟୁଜ) : ଦିନରେ ବି ଜଣାପଡୁଛି ରାତିର ନିରବତା ଭଳି। ରସ୍ତା ଘାଟ ଶୂନସାନ,ସମସ୍ତଙ୍କ ଘର କବାଟ ଓ ଦୋକାନ ବଜାର ବନ୍ଦ ରହିଛି। ଆମ୍ବୁଲାନ୍ସ ସମେତ କେତେକ ଜରୁରୀକାଳୀନ ସେବା ପାଇଁ କା°ଭା° ଗାଡି ଚଳାଚଳ କରୁଛି। ସହରର ବିଭିନ୍ନ ସ୍ଥାନରେ ପୁଲିସ ଗାଡି ପଇଁତରା ମାରୁଛି।…
Read More...

ଭୁବନେଶ୍ୱରରେ କେଉଁଠି ଔଷଧ ଦୋକାନ ଖୋଲାଅଛି ଜାଣନ୍ତୁ।

ଭୁବନେଶ୍ୱର,୪/୪(ଓଡ଼ିଆ ନ୍ୟୁଜ): ଆଜି ରାତି ୮ଟାରୁ ରବିବାର ରାତି ୮ଟା ଯାଏଁ ବନ୍ଦ ରହିବ ଭୁବନେଶ୍ୱର, କଟକ ଓ ଭଦ୍ରକ । ଏହି ସ୍ୱତନ୍ତ୍ର ସଟଡାଉନ ବେଳେ ସମସ୍ତ ଜରୁରୀ ଦୋକାନ ବଜାର ବନ୍ଦ ରହିବ । ଭୁବନେଶ୍ୱରରେ ଜରୁରୀ କାଳୀନ ଔଷଧ ପାଇଁ କେତୋଟି ନିର୍ଦ୍ଦିଷ୍ଟ ଔଷଧ ଦୋକାନକୁ ଅନୁମତି ଦିଆଯାଇଛି।…
Read More...

ଭାରତ ଫେରନ୍ତା ଦକ୍ଷିଣ ଆଫ୍ରିକା ଖେଳାଳି କରୋନା ମୁକ୍ତ।

ଜୋହାନ୍ସବର୍ଗ, ୩।୪(ବ୍ୟୁରୋ): ଭାରତରୁ ଅଧା ଅଧୁରା ଦିନିକିଆ ଗସ୍ତ ସାରି ସ୍ବଦେଶ ଫେରିଥିବା ସବୁ ଦକ୍ଷିଣ ଆଫ୍ରିକା କ୍ରିକେଟରମାନେ କୋଭିଡ୍‌-୧୯ ନେଗେଟିଭ ବୋଲି ଜଣାପଡିଛି। ମୋଟ ଉପରେ ସବୁ ଖେଳାଳି କରୋନା ଭାଇରସ ମୁକ୍ତ ବୋଲି ଦଳର ମୁଖ୍ୟ ମେଡିକାଲ ଅଫିସର ଡଃ ଶୁଇବକ ମାଞ୍ଜରା କହିଛନ୍ତି।…
Read More...

ଆଜି ଚାଇନା ପାଳିବ ଶୋକ ଦିବସ।

ବେଜିଂ,୩।୪: ଚାଇନାରେ ପ୍ରଥମ କରି କରୋନା ଭାଇରସ ଦେଖାଦେଇଥିବା ବେଳେ ସେଠାରେ ତାଣ୍ଡବ ରଚିଥିଲା। ଏହି କରୋନା ଭାଇବେଜିଂରସ ସଂକ୍ରମଣରେ ଚାଇନାରେ ୩ ମାସ ମଧ୍ୟରେ ୩ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୮୦ ହଜାର ଲୋକ ଏଥିରେ ସଂକ୍ରମିତ ହୋଇଥିଲେ। ଏହି କରୋନାରେ ମୃତ୍ୟୁ…
Read More...

ଗୋଟିଏ ଦିନରେ ୧୫ ଆକ୍ରାନ୍ତ। ୩ ଜଣ ନିଜାମୁଦ୍ଦିନରୁ ଫେରିଛନ୍ତି

ଭୁବନେଶ୍ୱର,୪/୪(ଓଡ଼ିଆ ନ୍ୟୁଜ) : ରାଜ୍ୟରେ କାଲି ଗୋଟିଏ ଦିନରେ ୧୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି । ସୂର୍ଯ୍ୟନଗର ୫ମ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ୭ ସଂକ୍ରମିତହୋଇଛନ୍ତି। ସେଥି ମଧ୍ୟରେ ତାଙ୍କ ସ୍ତ୍ରୀ, ଝିଅ ଏବଂ ଭଡାରେ…
Read More...