banner
Breaking

ଭୁବନେଶ୍ୱରରେ କେଉଁଠି ଔଷଧ ଦୋକାନ ଖୋଲାଅଛି ଜାଣନ୍ତୁ।

ମହାମାରୀ ଆପଣଙ୍କ ପାଖାପାଖି ଆସିଗଲାଣି, ଅନୁରୋଧ ,ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ

0

ଭୁବନେଶ୍ୱର,୪/୪(ଓଡ଼ିଆ ନ୍ୟୁଜ): ଆଜି ରାତି ୮ଟାରୁ ରବିବାର ରାତି ୮ଟା ଯାଏଁ ବନ୍ଦ ରହିବ ଭୁବନେଶ୍ୱର, କଟକ ଓ ଭଦ୍ରକ । ଏହି ସ୍ୱତନ୍ତ୍ର ସଟଡାଉନ ବେଳେ ସମସ୍ତ ଜରୁରୀ ଦୋକାନ ବଜାର ବନ୍ଦ ରହିବ । ଭୁବନେଶ୍ୱରରେ ଜରୁରୀ କାଳୀନ ଔଷଧ ପାଇଁ କେତୋଟି ନିର୍ଦ୍ଦିଷ୍ଟ ଔଷଧ ଦୋକାନକୁ ଅନୁମତି ଦିଆଯାଇଛି। କେଉଁ ଥାନା ଅଧୀନରେ କେଉଁ ମେଡ଼ିସିନ ଷ୍ଟୋର ଖୋଲା ରହିବ, ଜାଣନ୍ତୁ..

ଖଣ୍ଡଗିରି ଥାନା-
୧ – ସଞ୍ଜିବନୀ ମେଡିକାଲ ଷ୍ଟୋର (ସମ୍ ହସ୍ପିଟାଲ ପାଖ)
୨ – ଶାନ୍ତି ମେଡିସିନ୍ ଷ୍ଟୋର (ଜାଗମରା ମେନ୍ ରୋଡ୍)
୩ – ଦୀପକ ମେଡିସିନ୍ ଷ୍ଟୋର ( ପାତ୍ରପଡ଼ା)

ନୟାପଲ୍ଲୀ ଥାନା-
୧- ମେଡପ୍ଲସ (ଆଇଆରସି ଭିଲେଜ)
୨- କ୍ୟାପିଟାଲ ଡ୍ରଗ୍ ହାଉସ (ପ୍ରିୟଦର୍ଶିନୀ ମାର୍କେଟ, ସିଆରପି)
୩ – ଅପୋଲ ଫାର୍ମାସୀ (ଜୟଦେବ ବିହାର)

କ୍ୟାପିଟାଲ ଥାନା-

୧- ରବିନ୍ଦ୍ର ମେଡିକାଲ ହଲ୍ ( ବାପୁଜୀନଗର)
୨ – ମହାନ୍ତି ଡ୍ରଗ୍ ହାଉସ (ଫରେଷ୍ଟ ପାର୍କ, ୟୁନିଟ୍-୬)
୩ – ଅତିଭା ଫାର୍ମା (ଫରେଷ୍ଟ ପାର୍କ, ଭାରତୀ ଟାୱାର)

ମଞ୍ଚେଶ୍ୱର ଥାନା-
୧ – ସ୍ୱର୍ଣ୍ଣିମା ମେଡିସିନ୍ ଷ୍ଟୋର (ପଳାଶୁଣି କେନାଲ ରୋଡ୍)
୨ – ଦି ମେଡିସିନ୍ ଷ୍ଟୋର (ରସୁଲଗଡ଼)
୩ – ଅପ୍ଟିଭାଲ୍ ହେଲ୍ଥ ସଲ୍ୟୁସନ୍ (ଭିଏସଏସ୍ ନଗର)

ଚନ୍ଦ୍ରଶେଖରପୁର ଥାନା-
୧ – ଆପୋଲ ଫାର୍ମାସୀ (ଶୈଳଶ୍ରୀ ବିହାର)
୨ – ଆପୋଲ ଫାର୍ମାସୀ (ଡିଷ୍ଟ୍ରିକ୍ଟ ସେଣ୍ଟର)
୩ – ଓମ୍ ଫର୍ମାସୀ ( ନାଲକୋ ସ୍କୋୟାର)

ଇନ୍ଫୋସିଟି ଥାନା –
୧ – ମେଡପ୍ଲସ ( ନିଳାଦ୍ରୀ ବିହାର)
୨ – ରବିନ୍ଦ୍ର ମେଡିସିନ୍ ଷ୍ଟୋର ( ମ୍ୟାଗନେଟ୍ ସ୍କୋୟାର)
୩ – ମେଡପ୍ଲସ ( ପଟିଆ)

ସହିଦ ନଗର ଥାନା-
୧ – ଆପୋଲ ଫାର୍ମାସୀ ( ପ୍ରେସ୍ ଛକ)
୨ – ଆପୋଲ ଫାର୍ମାସୀ ( ଆଚାର୍ଯ୍ୟ ବିହାର)
୩ – ଆପୋଲ ଫାର୍ମାସୀ ( ସହିଦ ନଗର, ଏମପାୟାର ହୋଟେଲ୍ ସମ୍ମୁଖ)

ଖାରବେଳନଗର ଥାନା-
୧ – ରବିନ୍ଦ୍ର ହେଲ୍ଥ କେୟାର (ଖାରବେଳନଗର,କେଶରୀ ଟକିଜ୍ )
୨ – ଆପୋଲ ଫାର୍ମାସୀ (ମଧୁସୁଦନନଗର, ୟନୁଟ୍-୬)
୩ – ରଞ୍ଜନ ମେଡିକାଲ ଷ୍ଟୋର (ଜନପଥ)

ଧଉଳି ଥାନା-
୧ – ପ୍ରକାଶ ମେଡିକାଲ ଷ୍ଟୋର (ଶିଶୁପାଳଗଡ଼, ଲିଙ୍ଗିପୁର)
୨ – ନିଳାଞ୍ଚଳ ମେଡିସିନ୍ ଷ୍ଟୋର ( ନୂଆଗାଁ)
୩ – ବାସୁଦେବ ମେଡିସିନ୍ ଷ୍ଟୋର ( ନୂଆଗାଁ)

ଲିଙ୍ଗରାଜ ଥାନା-
୧ -ମେଡପ୍ଲସ ( ବିବେକାନନ୍ଦ ମାର୍ଗ)
୨ – ମେଡପ୍ଲସ (ସାମନ୍ତରାପୁର)
୩ – ଶକ୍ତିଶ୍ରୀ ମେଡିସିନ୍ ଷ୍ଟୋର ( ଓଲ୍ଡ ଟାଉନ, ବିଏମସି ହସ୍ପିଟାଲ ପାଖ)

ଏୟାରଫିଲ୍ଡ ଥାନା-
୧ – ମେଡପ୍ଲସ ( ଭୀମଟାଙ୍ଗି ରୋଡ୍, କପିଳପ୍ରସାଦ)
୨ – ଆପୋଲ ଫାର୍ମାସୀ ( କପିଳପ୍ରସାଦ)
୩ – ମେଡପ୍ଲସ ( ଏୟାରଫିଲ୍ଡ, ସୁନ୍ଦରପଦା)
୪ – ମେଡପ୍ଲସ ( ପୋଖରୀପୁଟ, ଡିଏଭି ପବ୍ଲିକ୍ ସ୍କୁଲ)

ବରଗଡ଼ ଥାନା-
୧ – ଆପୋଲ ଫାର୍ମାସୀ ( ବିଜେବି ନଗର, ବିଜେଇଏମ ସ୍କୁଲ ପାଖ)
୨ – ମେଡପ୍ଲସ ( ଟଙ୍କପାଣି ରୋଡ୍)
୩ – ମହାବୀର ମେଡିକାଲ ହଲ୍ (ବଡ଼ଗଡ଼ ବ୍ରିଟ୍ କଲୋନୀ)

ଲକ୍ଷ୍ମୀସାଗର ଥାନା-
୧ – ନ୍ୟାସନାଲ ଡ୍ରଗ୍ ହାଉସ ( ଲକ୍ଷ୍ମୀସାଗର, ଅପେକ୍ସ ବିଲ୍ଡିଂ)
୨ – ମେଡପ୍ଲସ ( ଲକ୍ଷ୍ମୀସାଗର, ପ୍ଲଟ୍ ନଂ-୩୩୪)
୩ – ଆପୋଲ ଫାର୍ମାସୀ (ଲକ୍ଷ୍ମୀସାଗର, ପ୍ଲଟ୍ ନଂ-୩୩୦୯)

Khansweb Solution Bhubaneswar

Leave A Reply

Your email address will not be published.