banner
Breaking
Monthly Archives

March 2020

୭ ବର୍ଷ ୩ ମାସ ୩ ଦିନର ଲଢେଇ ପରେ ଫାଶୀ ଖୁଣ୍ଟରେ ଝୁଲିଲେ ୪ ନିର୍ଭୟା ଦୋଷୀ ଅକ୍ଷୟ, ବିନୟ, ପବନ, ମୁକେଶ

ଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ସାତ ବର୍ଷ, ତିନି ମାସ ଏବଂ ତିନି ଦିନ ପରେ ମାର୍ଚ୍ଚ ୨୦ ତାରିଖ ଶୁକ୍ରବାର ଭୋର ୫.୩୦ ମିନିଟରେ ଫାଶୀ ଖୁଣ୍ଟରେ ଝୁଲିଲେ ୪ ଦୋଷୀ ଅକ୍ଷୟ, ବିନୟ, ପବନ, ମୁକେଶ। ଚାରିଜଣ ଦୋଷୀଙ୍କୁ ତିହାର ଜେଲରେ ଫାଶୀ ଦିଆଯାଇଛି।…
Read More...

ଅଦିନିଆ ବର୍ଷା ନେଲା ୬ ଜୀବନ।

ଭୁବନେଶ୍ବର : ରାଜ୍ୟରେ ବିଭିନ୍ନ ସ୍ଥାନାରେ ବଜ୍ରାଘାତରେ ବୁଧାବାର ୬ ଜଣଙ୍କ ମୃତ୍ୟୁ ଘଟିଛି। ସୁନ୍ଦରଗଡ଼ ଜିଲା ଧରୁଆଡିହି ଗାଁରେ ୨ଜଣ ଯୁବକଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଥିବା ଜଣାପଡ଼ିଛି।  ସେମାନେ କେନ୍ଦୁପତ୍ର ତୋଳିବାକୁ ଯାଇ ବର୍ଷା ହେବାରୁ ଗଛମୂଳେ ଛିଡ଼ା ହୋଇଥିବା ସମୟରେ…
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଲୋଚନା।

ଭୁବନେଶ୍ୱର,୨୦ା୩(ବ୍ୟୁରୋ): ସାରା ବିଶ୍ୱରେ କାୟା ବିସ୍ତାର କରୁଥିବା କରୋନା ଭୂତାଣୁକୁ ପ୍ରତିହତ କରିବା ପାଇଁ ସମ୍ମିଳିତ ଉଦ୍ୟମ ଜାରି ରହିଛି। ଓଡ଼ିଶାରେ ମଧ୍ୟ ସରକାର ସମସ୍ତ ଚେଷ୍ଟା ଜାରି ରଖିଛନ୍ତି। କରୋନା ମୁକାବିଲା ପାଇଁ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ…
Read More...

ଭାରତରେ ମୃତ୍ୟୁ ସ°ଖ୍ୟା ୫ରେ ପହଞ୍ଚିଲା।

ରାଜସ୍ଥାନ,୨୦ ।୩: ସାରା ବିଶ୍ୱରେ କରୋନାର ଆତଙ୍କ ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ଭାରତରେ କରୋନା ଆକ୍ରାନ୍ତ ଆଉ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି । ଏହି କ୍ରମରେ ଦେଶରେ ଏହା ପଞ୍ଚମ ମୃତ୍ୟୁ । ଜୟପୁରରେ କରୋନା ସଂକ୍ରମିତ ମହିଳା ଜଣକ ଶେଷରେ ମୃତ୍ୟୁ ବରଣ କରିଛନ୍ତି । ତେବେ ଜଣେ ୬୯ ବର୍ଷୀୟ…
Read More...

ପାକିସ୍ତାନରେ ବଢିଚାଲିଛି କରୋନା। ୩ ଦିନରେ ଭାରତକୁ ଟପିଲା।

ପାକିସ୍ତାନରେ କରୋନା ଭାଇରସ୍ କ୍ରମାଗତ ଭାବେ ନିଜର କାୟା ବିସ୍ତାର କରିବାରେ ଲାଗିଛି । ଗତ ୩-୪ ଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରୁ ୨୦୦ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ବର୍ତ୍ତମାନ ସିନ୍ଧ,ଇସଲାମବାଦଓ ଖୈବର-ପାଖନଖୱାଠାରେ ନୂଆ ମାମଲା ଆସିବା ପରେ ପାକିସ୍ତାନରେ କରୋନା…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି କର୍ମକ୍ଷେତ୍ରରେ ଶନି ସହ ଚନ୍ଦ୍ର ଯୋଗ ଆପଣଙ୍କୁ କର୍ମଦକ୍ଷତା, ଉଚ୍ଚ ସମ୍ମାନ, ବନ୍ଧୁଗହଣରେ ପ୍ରଶଂସିତ କରାଇବ। ପାରିବାରିକ ଶାନ୍ତି, ସାମାଜିକ ସମ୍ମାନ, ଯାନବାହନ ଲାଭ ସହ ଆଇନ ଅଦାଲତରେ ବିଜୟୀ ହେବେ। ଶିଳ୍ପ, ପରିବହନ, ବ୍ୟବସାୟ, ନିର୍ମାଣ, ବିବାଦୀୟ ଘଟଣା ଓ ସଭାସମିତି ତଥା ଅର୍ଥ…
Read More...

କରୋନା ଭୂତାଣୁ ପାଇଁ ସତର୍କ,ସଜାଗ ଓ ସଚେତନ ରୁହନ୍ତୁ।

ସାରା ବିଶ୍ବରେ କୋକୁଆ ଭୟ ସୃଷ୍ଟି କରିଛି କରୋନା। ସମସ୍ତେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଏଥିପାଇଁ କେତେକ ସ୍ଥାନରେ ଅଘଟଣ ଘଟୁଥିବାର ପ୍ରଚାର ଓ ବିଭିନ୍ନ ପ୍ରକାରର ଗୁଜବ ସାମାଜିକ ଗଣମାଧ୍ୟମରେ ଏବଂ ତୁଣ୍ଡ ବାଇଦ ମାଧ୍ୟମରେ ପ୍ରଚାର ପ୍ରସାର କରାଯାଉଛି। ଏହାକୁ ବିଶ୍ୱାସ କରନ୍ତୁ ନାହିଁ।…
Read More...

ଓଡିଶାରେ ପ୍ରଥମ କରୋନା ରୋଗୀ ଚିହ୍ନଟ।

ଭୁବନେଶ୍ଵର,(ବ୍ୟୁରୋ) : ସାରା ବିଶ୍ଵରେ ଭୟର ବାତାବରଣ ସୃଷ୍ଟି କରିଥିବା କରୋନା ଭୂତାଣୁ ଓଡ଼ିଶାରେ ପହଞ୍ଚିଛି। ଓଡ଼ିଶାରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ରୋଗୀଙ୍କ ଘର ଭୁବନେଶ୍ଵରର ବଡ଼ଗଡ଼ ଅଞ୍ଚଳରେ। ଗତ ୬ ତାରିଖରେ ଇଟାଲୀରୁ ଦିଲ୍ଲୀ ଫେରିଥିଲେ। ପରେ ୧୨ ତାରିଖରେ ଟ୍ରେନ ଯୋଗେ…
Read More...

ପଠାଣି ସାମନ୍ତ ମେଧାବୃତ୍ତି ପରୀକ୍ଷା ଫଳ ପ୍ରକାଶିତ।

କଟକ, ୧୪/୩(ଓଡ଼ିଆ ନ୍ୟୁଜ) : ପଠାଣି ସାମନ୍ତ ମେଧାବୃତ୍ତି (ପିଏମ୍‌ଏସ୍‌ଟି) ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି । ଷ୍ଟେଜ୍‌-୧ରେ ୧୮ ହଜାର ୯୮୩ ଜଣ ଛାତ୍ରଛାତ୍ରୀ ୩୦ ପ୍ରତିଶତରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଷ୍ଟେଜ୍‌-୨ରେ ୨୦ ହଜାର ୮୩୨ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ…
Read More...

ଓଡିଶାରେ କରୋନା ପାଇଁ ପଦକ୍ଷେପ ଗ୍ରହଣ କଲେ ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଭୁବନେଶ୍ୱର,୧୩।୩(ଓଡ଼ିଆ ନ୍ୟୁଜ) : ମହାମାରୀର ରୂପ ନେଇଛି କରୋନା। ଆତଙ୍କିତ ଅବସ୍ଥାରେ ରହିଛନ୍ତି ଜନସାଧାରଣ। କରୋନା ସଂକ୍ରମଣ ବିଶ୍ୱବାସୀଙ୍କ ନିଦ ହଜାଇସାରିଥିବା ବେଳେ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କର୍ଣ୍ଣାଟକର କଲ୍‌ବୁର୍ଗୀରେ କରୋନାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ…
Read More...