banner
Breaking
Monthly Archives

March 2020

ଅପ୍ରେଲ ୧୪ ପର୍ଯ୍ୟନ୍ତ ସମସ୍ତ ଯାତ୍ରୀବାହୀ ଟ୍ରେନ ବାତିଲ।

ନୂଆଦିଲ୍ଲୀ, ୨୫/୩ : କରୋନା ବା କୋଭିଡ-୧୯ ମହାମାରୀର ବ୍ୟାପକତାକୁ ଦୃଷ୍ଟିରେ ରଖି ଭାରତୀୟ ରେଳପଥ ପକ୍ଷରୁ ଆସନ୍ତା ଏପ୍ରିଲ ୧୪ ତାରିଖ ରାତି ୧୨ଟା ପର୍ଯ୍ୟନ୍ତ ସମସ୍ତ ଯାତ୍ରୀବାହୀ ଟ୍ରେନ ସେବାକୁ ବାତିଲ କରାଯାଇଛି। ଏହି ସମୟ ମଧ୍ୟରେ ସମସ୍ତ ମେଲ୍, ଏକ୍ସପ୍ରେସ ଟ୍ରେନ, ପ୍ରିମିୟମ ଟ୍ରେନ,…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ରବି ଓ ଚନ୍ଦ୍ର ଏକତ୍ର ଅବସ୍ଥାନ କରି ଘରୋଇ ଆଲୋଚନାରେ ସମୟ କଟାଇବେ । ଅସାବଧାନତା ହେତୁ କିମ୍ବା ଦ୍ରବ୍ୟନଷ୍ଟ କିମ୍ବା ଅର୍ଥହାନୀର ସମ୍ଭାବନା ରହିଛି । ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରିତ ରହିବ କିନ୍ତୁ ମାନସିକ ଉତ୍ତେଜନା ଲାଗି ରହିପାରେ । ବନ୍ଧୁସମ୍ପର୍କ, ଯାତ୍ରା, ବାଣିଜ୍ୟ,…
Read More...

ଭାରତରେ କରୋନା ମୃତ୍ୟୁ ୧୨ ଛୁଇଁଲା ।

ଭୋପାଳ,୨୫।୩: କରୋନା ଭାଇରସ୍‌ରେ ସଂକ୍ରମିତ ହୋଇ ମଧ୍ୟପ୍ରଦେଶରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଉଜୈନରେ ରହୁଥିବା ଜଣେ ମହିଳାଙ୍କ ବୁଧବାର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ହୋଇଥିଲା। ସୂଚନାଯୋଗ୍ୟ, ଉକ୍ତ ମହିଳାଙ୍କ ରିପୋର୍ଟ କରୋନା ପଜିଟିଭ୍‌ ଆସିବା ପରେ…
Read More...

ଓଡିଶାକୁ ବିଭିନ୍ନ ରାଜ୍ୟରୁ ଆସିଥିବା ଲୋକମାନେ ୧୪ ଦିନ ସ°ଗରୋଧରେ ରୁହନ୍ତୁ।

ଭୁବନେଶ୍ୱର,୨୫।୩(ଓଡ଼ିଆ ନ୍ୟୁଜ): ଗତ କିଛି ଦିନ ମଧ୍ୟରେ ରାଜ୍ୟ ବାହାରୁ ପାଖାପାଖି ୭୮,୨୩୩ ଜଣ ବ୍ୟକ୍ତି ଫେରି ଆସିଛନ୍ତି। ପ୍ରାୟ ସମସ୍ତେ ଅନ୍ୟ ରାଜ୍ୟରେ ଥିଲେ। ସେମାନଙ୍କ ମଧ୍ୟରୁ ୩ଟି ଜିଲାକୁ ୫ଶହ ପାଖାପାଖି, ୨୭ଟି ଜିଲାକୁ ୧ହଜାରରୁ ଆରମ୍ଭ କରି ୧୧,୦୦୦ ହଜାର ପାଖାପାଖି ଆସିଛନ୍ତି।…
Read More...

ଓଡ଼ିଶାର ୩୦ ଟି ଜିଲ୍ଲା ହେଲା ଲକଡାଉନ୍। ଆଜି ମୁଖ୍ୟମନ୍ତ୍ରୀ କରିବେ ଗୁରୁତ୍ୱପୂର୍ଣ୍ଣ ଘୋଷଣା।

ଭୁବନେଶ୍ୱର,୨୪/୩(ଓଡ଼ିଆ ନ୍ୟୁଜ) : କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବଡ ଘୋଷଣା। ସାରା ଓଡ଼ିଶା ଲକ୍ ଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର। ସମସ୍ତ ୩୦ଟି ଜିଲ୍ଲାକୁ ଲକ୍‌ଡାଉନ କରିବା ନେଇ ସରକାର ନିଷ୍ପତ୍ତି ନେଇଛନ୍ତି । ଆଜି ମଧ୍ୟରାତ୍ରିରୁ ମାର୍ଚ୍ଚ ୨୯ ତାରିଖ ମଧ୍ୟରାତ୍ରି…
Read More...

କରୋନା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ କଟକଣା ଜାରି।

ଭୁବନେଶ୍ୱର,୨୩।୩(ଓଡ଼ିଆ ନ୍ୟୁଜ)- କରୋନା ଭୂତାଣୁ (କୋଭିଡ୍‌-୧୯)ର ସଂକ୍ରମଣ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଦିନରାତି ଲାଗିପଡ଼ିଛନ୍ତି। ପ୍ରତିଦିନ ଏ ଦିଗରେ କିଛି ନା କିଛି ପଦକ୍ଷେପ ନିଆଯାଉଛି। ଏହି ପରିପ୍ରେକ୍ଷୀରେ ସୋମବାର ଆଉ ଏକ ବଡ଼ କଟକଣା ଲଗାଇଛନ୍ତି ରାଜ୍ୟସରକାର।…
Read More...

କାଲିଠାରୁ ଭୁବନେଶ୍ବରରେ ବିନା ପୋଲିସ ପାସରେ ଗଡିବନି ଗାଡି।

ଭୁବନେଶ୍ବର ,୨୩/୩ (ଓଡ଼ିଆ ନ୍ୟୁଜ): କମିସନରେଟ ପୁଲିସର ପାସ ବିନା ଭୁବନେଶ୍ବରରେ ଗଡ଼ିପାରିବନି କୌଣସି ଗାଡ଼ି । ଲକ୍ ଡାଉନ ସମୟରେ ଗାଡି ଚଳାଚଳ ଉପରେ କଟକଣା ଲଗାଇଛନ୍ତି କମିସନରେଟ ପୁଲିସ । ସୋମବାର ଲକ ଡାଉନ ସମୟରେ ଘରୋଇ ଗାଡି ଚଳାଚଳ ଉପରେ କଟକଣା ଲଗାଇବାସହ ଗାଡି ଚଳାଇବା ପାଇଁ ଥାନାରୁ…
Read More...

ଦିଲ୍ଲୀ ପାଇଁ ମୁଖ୍ୟମନ୍ତ୍ରୀ କେଜିର ଓ୍ବାଲଙ୍କ ବଡ ଘୋଷଣା।

ନୂଆଦିଲ୍ଲୀ : ଭାରତରେ ମହାରାଷ୍ଟ୍ର ଏବଂ କେରଳ ପରେ ଦିଲ୍ଲୀରେ ସର୍ବାଧିକ ଲୋକ କରୋନା ସଂକ୍ରମିତ ଅଛନ୍ତି। ରାଜଧାନୀ ଦିଲ୍ଲୀରେ କରୋନା ଭାଇରସର ପ୍ରକୋପ ବଢୁଥିବାର ଦେଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜନସାଧାରଣଙ୍କ ପାଇଁ ବଡ ଘୋଷଣା କରିଛନ୍ତି। ଶନିବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ…
Read More...

ଆକ୍ରାନ୍ତଙ୍କ ସ°ଖ୍ୟା ୩୦୦ ଛୁଇଁଲା। ଅଧିକ ସଚେତନ ରୁହନ୍ତୁ।

ନୂଆଦିଲ୍ଲୀ : ଭାରତରେ ମହାମାରୀ କରୋନା ଭାଇରସ ବଢ଼ିବାରେ ଲାଗିଛି। ଆମମାନଙ୍କୁ ଆହୁରି ଅଧିକରୁ ଅଧିକ ସଚେତନ ହେବାକୁ ପଡିବ। ଆଇସିଏମ୍ଆରର ସୂଚନା ଅନୁଯାୟୀ ଗତକାଲି ରାତିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୩୦୦ରେ ପହଞ୍ଚିଛି। ପଶ୍ଚିମବଙ୍ଗର ଜଣେ ପୁରୁଷ ଓ ପୁଣେର ଜଣେ ମହିଳାଙ୍କଠାରେ କୋବିଡ-୧୯…
Read More...

କରୋନା ଭାଇରସକୁ ନକ୍ ଡାଉନ୍ ପାଇଁ ଲକ୍ ଡାଉନ୍ ।

ଭୁବନେଶ୍ୱର : ରାଜ୍ୟରେ କରୋନା ଭାଇରସକୁ ‘ନକ୍‌ ଡାଉନ୍‌’ (ଧୂଳି ଚଟାଇବା) ପାଇଁ ଏହି ‘ଲକ୍‌ ଡାଉନ୍‌’ (ତାଲା ବନ୍ଦ) ନିଷ୍ପତ୍ତି ନିଆଯାଇଛି। ଭୁବନେଶ୍ବରର ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ଏହା କହିଛନ୍ତି। ସେ…
Read More...