banner
Breaking
Monthly Archives

March 2020

କରୋନା ପାଇଁ ଚିକିତ୍ସା ବିଜ୍ଞାନରେ ଭାରତକୁ ବଡ ସଫଳତା।

ପୁଣେ : କରୋନା ଭୁତାଣୁ ସାରା ବିଶ୍ବରେ କାୟା ବିସ୍ତାର କରିଚାଲିଛି।ଏଥିରୁ ନିସ୍ତାର ପାଇବା ପାଇଁ ସବୁ ଦେଶ ପ୍ରଚେଷ୍ଟା ଜାରି ରଖିଛନ୍ତି।କିନ୍ତୁ ଚିକିତ୍ସା ବିଜ୍ଞାନରେ ଭାରତକୁ ଏକ ବଡ଼ ସଫଳତା ମିଳିଛି। ମାତ୍ର ୧୨ଶହ ଟଙ୍କାରେ ହୋଇପାରିବ କରୋନା ଟେଷ୍ଟ। ଆଉ ୭ ନୁହେଁ ଅଢ଼େଇ ଘଣ୍ଟାରେ ବି…
Read More...

ଆମେରିକା ସ°କ୍ରମଣରେ ଚୀନକୁ ଟପିଲା। ଭୟଙ୍କର ହେଉଛି କରୋନା

ନୂଆଦିଲ୍ଲୀ : ୟୁରୋପ ଏବେ କରୋନା ଭୂତାଣୁର ନୂଆ କେନ୍ଦ୍ରସ୍ଥଳୀ ପାଲଟିଛି। ୟୁରୋପରେ ଇଟାଲି ଓ ସ୍ପେନରେ ଏହି ସଂକ୍ରମଣ ଦ୍ରୁତଗତିରେ ବଢିଚାଲିଛି। ଇଟାଲୀରେ ଗୋଟିଏ ଦିନରେ ୧୦୦୦ ଜଣଙ୍କର ମୃତ୍ୟୁ ହୋଇଛି, ଯାହାକି କରୋନା ମୃତ୍ୟୁସଂଖ୍ୟାର ଏହା ଦିନିକିଆ ସର୍ବାଧିକ ରେକର୍ଡ ବୋଲି କୁହାଯାଉଛି।…
Read More...

ଭାରତ ତୃତୀୟ ଷ୍ଟେଜ ଆଡକୁ ଗତିକରୁଛି ତେଣୁ ସତର୍କ ରୁହନ୍ତୁ,ଘରେ ରୁହନ୍ତୁ

ନୂଆଦିଲ୍ଲୀ,୨୮।୩: କରୋନା ସଂକ୍ରମଣ ସାରା ପୃଥିବୀରେ କୋକୁଆ ଭୟ ସୃଷ୍ଟି କରିଛି। ଭାରତରେ ଅବସ୍ଥା ଧୀରେଧୀରେ ସଙ୍କଟଜନକ ହେବାରେ ଲାଗିଛି। ଭାରତ ଦ୍ୱିତୀୟ ଷ୍ଟେଜ୍‌ରୁ ତୃତୀୟ ଷ୍ଟେଜ୍‌ ଆଡ଼କୁ ଯାଉଥିବା କୁହାଯାଉଛି। ଗତ ୧୮ ଦିନ ମଧ୍ୟରେ ଦେଶରେ ୨୩ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି।…
Read More...

ଖୁସି ଖବର। ଖୁବଶୀଘ୍ର ଭାରତ ବାହାର କରିବ କରୋନା ପ୍ରତିଶୋଧକ ଟୀକା।

ନୂଆଦିଲ୍ଲୀ : ସାରା ବିଶ୍ବରେ ଆତଙ୍କ ପାଲଟିଥିବା କରୋନା ଭୂତାଣୁର ନିରାକରଣ ପାଇଁ ଆଶାର କିରଣ ଦେଖାଦେଇଛି। କରୋନା ପ୍ରତିଷେଧକ ଟିକା ପାଇଁ ଭାରତୀୟ ବୈଜ୍ଞାନିକମାନେ ଆପ୍ରାଣ ପ୍ରଚେଷ୍ଟା ଚଳାଇଛନ୍ତି। ଦେଶର ପ୍ରସିଦ୍ଧ ଗବେଷଣା ପ୍ରତିଷ୍ଠାନ ନେସନାଲ ଇଷ୍ଟିଚ୍ୟୁଟ ଅଫ ଇମ୍ୟୁନୋଲୋଜି(ଏନଆଇଆଇ)…
Read More...

ତିନିମାସ ଇଏମଆଇ କୋହଳ କରିବାକୁ ଆରବିଆଇର ବ୍ୟାଙ୍କ ମାନଙ୍କୁ ନିର୍ଦ୍ଦେଶ।

ମୁମ୍ବଇ ,(ଓଡ଼ିଆ ନ୍ୟୁଜ) : କରୋନା ଭୂତାଣୁର ମୁକାବିଲା ପାଇଁ ସାରା ଦେଶ ଏକଜୁଟ ହୋଇଥିବାବେଳେ ଭାରତୀୟ ରିଜର୍ଭ ବ୍ୟାଙ୍କ ଏ କ୍ଷେତ୍ରରେ ତା’ର ଭୂମିକା ସ୍ପଷ୍ଟ କରିଛି। କରୋନା ଯୋଗୁ ଦେଶର ବିଭିନ୍ନ କ୍ଷେତ୍ର ପ୍ରଭାବିତ ହେବାର ଆଶଙ୍କା ଥିବାରୁ ଏହାକୁ ଦୃଷ୍ଟିରେ ରଖି ଆରବିଆଇ ପକ୍ଷରୁ ବଡ଼…
Read More...

ତୃତୀୟ କରୋନା ଆକ୍ରାନ୍ତ ଇଣ୍ଡିଗୋ ବିମାନରେ ଦିଲ୍ଲୀରୁ ଫେରିଥିଲେ। କର କ୍ଲିନକରେ ଚିକିତ୍ସିତ ଥିଲେ। କ୍ବାରେଣ୍ଟାଇନରେ…

ଭୁବନେଶ୍ୱର,୨୭।୩(ଓଡ଼ିଆ ନ୍ୟୁଜ) : କରୋନା କାୟା ବିସ୍ତାର କରିବାରେ ଲାଗିଛି। ଓଡ଼ିଶାରେ ତୃତୀୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେ ଜଣେ ୬୦ ବର୍ଷ ବୟସ୍କ ବ୍ୟକ୍ତି। ମାର୍ଚ୍ଚ ୭ରେ ସେ ଦିଲ୍ଲୀ ଯାଇଥିଲେ। ସେଠାରେ କିଛି ଦିନ ରହଣୀ କାଳରେ ସେ ହରିୟାଣା ରିଓ୍ବାଡା ଯାଇଥିଲେ। ସେଠାରୁ…
Read More...

କେନ୍ଦ୍ର ସରକାରଙ୍କ ଗରିବ କଲ୍ୟାଣ ଯୋଜନା। କେଉଁ ମାନେ କଣ ପାଇବେ ପଢନ୍ତୁ।

ନୂଆଦିଲ୍ଲୀ, ୨୬/୩ (ଓଡ଼ିଆ ନ୍ୟୁଜ) : ସାରା ବିଶ୍ବରେ କାୟା ବିସ୍ତାର କରିଚାଲିଛି କରୋନା। ଦୋହଲାଇ ଦେଇଛି ଆର୍ଥିକ ମାନଦଣ୍ଡ।କରୋନା ଭୂତାଣୁର ମୁକାବିଲା ପାଇଁ କେନ୍ଦ୍ର ସରକାର ୨୧ ଦିନ ପାଇଁ ପୂରା ଦେଶକୁ ଲକ୍‌ଡାଉନ ଘୋଷଣା କରିଛନ୍ତି। ତେବେ ଏହି ସମୟରେ ଗରିବ ଓ ଦିନ ମଜୁରିଆମାନେ ବହୁ…
Read More...

ମୋଦୀଜୀଙ୍କୁ ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ।

ଭୁବନେଶ୍ୱର, ୨୬ା୩(ଓଡ଼ିଆ ନ୍ୟୁଜ) : ସାରା ବିଶ୍ୱରେ କରୋନା ଭାଇରସ୍ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି । କରୋନାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୧.୭୦ହଜାର କୋଟିର ପ୍ୟାକେଜ ଆଜି ଘୋଷଣା କରିଥିଲେ । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅର୍ଥମନ୍ତ୍ରୀ ନିର୍ମଳା…
Read More...

ଓଡିଶାରେ ଆଉ ଜଣେ କରୋନା ସ°କ୍ରମିତ। ୩ କୁ ବୃଦ୍ଧି।

ଭୁବନେଶ୍ବର ,୨୬/୩ : ରାଜ୍ୟରେ ତୃତୀୟ କରୋନା ଭୂତାଣୁ ପଜେଟିଭ ରୋଗୀ ଚିହ୍ନଟ ହୋଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିଜ ଟ୍ବିଟର ହ୍ୟାଣ୍ଡେଲରେ ଏହି ସୂଚନା ଦିଆଯାଇଛି। ତେବେ ଏହାକୁ ମିଶାଇ ଓଡ଼ିଶାରେ କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ସମସ୍ତ…
Read More...

ଲକଡାଉନ୍ ମାଧ୍ୟମରେ ୨୧ ଦିନ ଯୁଦ୍ଧର ଡାକରା ଦେଲେ ମୋଦି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ତାଙ୍କ ନିର୍ବାଚନ ମଣ୍ଡଳୀ ବାରଣାସୀର ଜନସାଧାରଣଙ୍କ ସହିତ ଭିଡିଓ କନଫରେନ୍ସ ଜରିଆରେ ଆଲୋଚନା କରିଛନ୍ତି। ଏହି ଅବସରରେ ସେ କହିଥିଲେ ଯେ ବାରଣାସୀର ସାଂସଦ ଭାବେ ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତରେ ସେ ସେମାନଙ୍କ ଗହଣରେ ରହିବା କଥା। ମାତ୍ର…
Read More...