banner
Breaking
Monthly Archives

March 2020

ଲକଡାଉନ୍ ବଳରେ ଆମେ କରୋନାକୁ ଦୁରେଇ ଦେଇପାରିବା।

ନୂଆଦିଲ୍ଲୀ: ଭାରତରେ ଲକ୍‌ଡାଉନ ଯୋଗୁ କରୋନା ସଂକ୍ରମଣ ହାର ହ୍ରାସ ପାଇଛି। ଯଦି ଏହାକୁ ବଳବତ୍ତର ରଖାଯାଏ ତାହେଲେ ଆମେ କରୋନା ମୁକ୍ତ ହୋଇପାରିବା। ଗତ ୪ ଦିନର ତଥ୍ୟକୁ ଧ୍ୟାନ ଦେଲେ ଏହା ଜଣାପଡ଼ୁଛି। ସଂକ୍ରମିତଙ୍କ ସଂଖ୍ୟା ପୂର୍ବାପେକ୍ଷା ବଢିଥିଲେ ହେଁ ଦୈନିକ ସଂକ୍ରମଣ ହାର କମିଛି। ୨୫…
Read More...

ପଶ୍ଚିମେଶ୍ବର ମନ୍ଦିର ପରିସରରେ ଚିକେନ ରାନ୍ଧି ପୂଜକ ଗିରଫ।

ତାଳଚେର,୩୦।୩(ବ୍ୟୁରୋ): ତାଳଚେରର ପ୍ରସିଦ୍ଧ ଶୈବପୀଠ ପଶ୍ଚିମେଶ୍ୱର ମନ୍ଦିର ପରିସରରେ ପୂଜକମାନେ ଚିକେନ ରୋଷେଇ କରି ଖାଇବା ମହଙ୍ଗା ପଡ଼ିଛି। ଏହି ଅଭିଯୋଗରେ ତାଳଚେର ପୋଲିସ ୩ ଜଣ ପୂଜକଙ୍କୁ ସୋମବାର ଗିରଫ କରି କୋର୍ଟ ଚାଲାଣ କରିଛି। ତାଳଚେର ଥାନାରେ କେସ୍‌ ନଂ୧୧୭/୨୦ରେ ଏକ ମାମଲା ରୁଜୁ…
Read More...

ଲକ୍ ଡାଉନ୍ ବେଳେ ଭୋକିଲାଙ୍କୁ ଖାଦ୍ୟ ବାଣ୍ଟିଲେ ସ୍ୱେଚ୍ଛାସେବୀ

ଭୁବନେଶ୍ୱର, ୩୦।୩(ଓଡ଼ିଆ ନ୍ୟୁଜ)- କରୋନା ଭୂତାଣୁ ମୁକାବିଲା ପାଇଁ ସାରା ଦେଶରେ ଲକ୍ ଡାଉନ୍ ଘୋଷଣା କରାଯାଇଛି । ତାଲା ବନ୍ଦ ଯୋଗୁଁ ସହରରେ ଥିବା ସମସ୍ତ ହୋଟେଲ ,ଜଳଖିଆ ଦୋକାନ ଆଦି ବନ୍ଦ ରହିଛି । ଏହି ସମୟରେ ସହରବାସୀଙ୍କ ସେବାରେ ନିୟୋଜିତ ପୋଲିସ୍ କର୍ମଚାରୀ ଓ ବିଏମସି କର୍ମଚାରୀ ଭୋକ…
Read More...

ସରିଲା ବିଧାନସଭା। ବ୍ୟୟ ମଞ୍ଜୁରୀ ବିଲ ଅନୁମୋଦିତ। ସମସ୍ତଙ୍କୁ କରୋନା ଚିନ୍ତା।

ଭୁବନେଶ୍ୱର, ୩୦।୩(ଓଡ଼ିଆ ନ୍ୟୁଜ): କରୋନା (କୋବିଭ-୧୯) ସଂକ୍ରମଣକୁ ଦୃଷ୍ଟିରେ ରଖି ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟକୁ ସୀମିତ କରାଯାଇଛି। ମଙ୍ଗଳବାର ପାରିତ ହେବାକୁ ଥିବା ବ୍ୟୟମଞ୍ଜୁରୀ ବିଲ୍‌କୁ ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ମାର୍ଚ୍ଚ ୩୦ରେ ଗୃହିତ କରାଯାଇଛି। ୨୦୨୦-୨୧ ଆର୍ଥିକ…
Read More...

ମୋଦୀଙ୍କୁ ପ୍ରଶ°ସା କଲେ ସାମାଜିକ କର୍ମୀ।

ଓ୍ବାଶିଂଟନ,୩୦।୩: ଏବେ ବିଶ୍ୱର ଅଧିକାଂଶ ଦେଶ କରୋନା ଭାଇରସ ସହ ଲଢେଇ କରି ଚାଲିଛନ୍ତି। ତେବେ କରୋନା ସଂକ୍ରମଣକୁ ରୋକିବାକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ପଦକ୍ଷେପ ନେଇଛନ୍ତି ତାହାକୁ ଏବେ ପ୍ରଶଂସା କରୁଛନ୍ତି କେତେଜଣ ସମାଜିକ କର୍ମୀ। ସେମାନେ କହିଛନ୍ତି କରୋନା ସଂକ୍ରମଣକୁ…
Read More...

କରୋନା ଅପଡେଟ ଓଡିଶାରେ ୩୭୦ ନମୁନାରୁ ସବୁ ନେଗେଟିଭ।

ଭୁବନେଶ୍ୱର, ୩୦ା୩ (ଓଡ଼ିଆ ନ୍ୟୁଜ): ପ୍ରତିଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ନେଇ ୨୪ଘଣ୍ଟାର ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ । ସେ କହିଛନ୍ତି ରାଜ୍ୟ ବାହାରେ ଓଡ଼ିଆ ଅଟକ ପଡ଼ିଛନ୍ତି । ଯିଏ ଯେଉଁଠି ଅଛନ୍ତି ସେଠି ରହିବାକୁ କେନ୍ଦ୍ର ନିର୍ଦ୍ଦେଶ ଦେଇଛି । ଏହାସହ…
Read More...

ଘରଭଡା କୋହଳ କରିବେ ମାଲିକ। ବେସରକାରୀ ସ°ସ୍ଥା ମଜୁରୀ ନଦେଲେ ହେବ କାର୍ଯ୍ୟାନୁଷ୍ଠାନ।

ନୂଆଦିଲ୍ଲୀ,୩୦ା୩: କରୋନା ସଂକ୍ରମଣ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବ୍ୟାପୀ ୨୧ ଦିନିଆ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହି ସମୟ ମଧ୍ୟରେ ନିଯୁକ୍ତିଦାତାମାନେ କର୍ମଚାରୀମାନଙ୍କୁ ସମ୍ପୂର୍ଣ୍ଣ ମଜୁରି ପ୍ରଦାନ କରିବେ। ସେମାନଙ୍କ ଦରମାରୁ କାଟଛାଣ୍ଟ କରିବା…
Read More...

ଆଜି ଆସନ୍ତା କାଲି ବର୍ଷା। ଏହାପରେ ତାତି ବଢିବ।

ଭୁବନେଶ୍ୱର,୩୦ା୩(ଓଡ଼ିଆ ନ୍ୟୁଜ): ସାରା ରାଜ୍ୟରେ ଏବେ ତାପମାତ୍ରା ବଢ଼ିବାରେ ଲାଗିଛି। ଦିନବେଳା ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଛି। ହେଲେ ଅପରାହ୍ନରୁ ହଠାତ ପାଗରେ ପରିବର୍ତ୍ତନ ଘଟୁଛି। ରବିବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସହିତ ବଜ୍ରପାତ ମଧ୍ୟ ହୋଇଛି। ଆସନ୍ତା ଦୁଇଦିନ ଏହିଭଳି ପାଗ…
Read More...

ଆଜିଠାରୁ ବୃହସ୍ପତି ଚଳନ। ଏହି ପାଞ୍ଚଟି ରାଶିର ବ୍ୟକ୍ତି ହେବେ ମାଲାମାଲ।

ମୀନ ଦି୧୭ନ ତା ୩୦ ରିଖ ସୋମବାର ରାତ୍ରି ୩।୨୬ ରେ ମକର ରାଶିକୁ ବୃହସ୍ପତି ଚଳିଛନ୍ତି ।ଏହାର ପ୍ରଭାବରେ ଜନ୍ମ ରାଶିଠାରୁ ୨,୫,୭,୯,୧୧ ରେ ପଡୁଥିବା ରାଶି ମାନଙ୍କର ଶୁଭ ସମୟ ଆରମ୍ଭ ହୋଇଛି । ଏହି ଅନୁସାରେ କନ୍ୟା,ମୀନ,ବୃଷ,କର୍କଟ ଓ ଧୁନ ରାଶିର ବ୍ୟକ୍ତିମାନେ ଗୋଚରରେ ଶୁଭଫଳ ପାଇବେ ।ଏହି…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ରାଶ୍ୟାଧିପତି ସହ ଅନ୍ୟ ଦୁଇଟି ଗ୍ରହଙ୍କ ସମାବେଶ କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିତି ସୃଷ୍ଟି କରିପାରନ୍ତି । ସାମାନ୍ୟ କଥାକୁ କେନ୍ଦ୍ରକରି ପାରିବାରିକ କ୍ଷେତ୍ରରେ ସମସ୍ୟାଜନିତ ଟେନ୍‌ସନ ସୃଷ୍ଟି କରିବ । ବ୍ୟବସାୟ କ୍ଷେତ୍ରରେ କେତେକ ସୁବିଧା ସୁଯୋଗ ପାଇ ଖୁସି ହୋଇପାରନ୍ତି ।…
Read More...