banner
Breaking

ଆଜିଠାରୁ ବୃହସ୍ପତି ଚଳନ। ଏହି ପାଞ୍ଚଟି ରାଶିର ବ୍ୟକ୍ତି ହେବେ ମାଲାମାଲ।

ସତର୍କ, ସଚେତନ, ସଜାଗ ଓ ଘରେ ରୁହନ୍ତୁ। କରୋନା ଛୁଇଁ ପାରିବନି।

0

ମୀନ ଦି୧୭ନ ତା ୩୦ ରିଖ ସୋମବାର ରାତ୍ରି ୩।୨୬ ରେ ମକର ରାଶିକୁ ବୃହସ୍ପତି ଚଳିଛନ୍ତି ।ଏହାର ପ୍ରଭାବରେ ଜନ୍ମ ରାଶିଠାରୁ ୨,୫,୭,୯,୧୧ ରେ ପଡୁଥିବା ରାଶି ମାନଙ୍କର ଶୁଭ ସମୟ ଆରମ୍ଭ ହୋଇଛି ।

ଏହି ଅନୁସାରେ କନ୍ୟା,ମୀନ,ବୃଷ,କର୍କଟ ଓ ଧୁନ ରାଶିର ବ୍ୟକ୍ତିମାନେ ଗୋଚରରେ ଶୁଭଫଳ ପାଇବେ ।ଏହି ରାଶିର ବ୍ୟକ୍ତି ମାନଙ୍କର ସନ୍ତାନସନ୍ତତିଙ୍କ ଉନ୍ନତି,ବିବାହ,ବ୍ୟବସାୟରେ ଉନ୍ନତି ହେବାସହ ଲକ୍ଷ୍ମୀପ୍ରାପ୍ତିର ଯୋଗ ରହିଛି ।
ସେହିପରି ମେଷ,ସିଂହ,ବିଚ୍ଛା ଓ ମକର ରାଶିର ବ୍ୟକ୍ତିମାନଙ୍କର ଚନ୍ଦ୍ରଚଳନ ଶୁଭ ହେତୁ ଶୁଭଫଳ ପ୍ରଦାନ କରିବେ । ଖ୍ୟାତିପତ୍ତି ବଢ଼ିବା ସହ କର୍ମକ୍ଷେତ୍ରରେ ପଦୋନ୍ନତି,ମାଲିମକଦ୍ଦମାରେ ବିଜୟ ଲାଭହେବ । ସେହିପରି ଯଦି ପରିବାର ବା କୁଟୁମ୍ବ ଭିତରେ କଳହ ଲାଗିରହିଥାଏ ତେବେ ଏହାର ସମାଧାନର ବାଟ ଫିଟିବ ।

କିନ୍ତ ବୃହସ୍ପତି ଚଳନ ଦ୍ୱାରା ଏତେ ଉପକୃତ ହେବେ ନାହିଁ ତିନୋଟି ରାଶିର ବ୍ୟକ୍ତି ବିଶେଷ । ମିଥୁନ,ତୁଳା ଓ କୁମ୍ଭ ରାଶିର ବ୍ୟକ୍ତି ବିଶେଷ ପାଇଁ ଶୁଭ ଅଶୁଭ ମିଶ୍ରିତ ଫଳ ଲାଭ ହେବ । ସେଥିପାଇଁ ଜଗିରଖି ଚଳିବାକୁ ପରାମର୍ଶ ଦିଆଯାଇଛି ।

Khansweb Solution Bhubaneswar

Leave A Reply

Your email address will not be published.