banner
Breaking
Monthly Archives

January 2020

ସାଧାରଣତନ୍ତ୍ର ଦିବସରେ ରାଜ୍ୟପାଳଙ୍କ ଦ୍ବାରା ସମ୍ମାନୀତ ହେବେ ୧୪ ପୋଲିସ ଅଧିକାରୀ।

ଭୁବନେଶ୍ବର,(ଓଡ଼ିଆ ନ୍ୟୁଜ): ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଓଡିଶା ପୁଲିସ ପକ୍ଷରୁ ୧୪ ଅଧିକାରୀଙ୍କୁ ରାଜ୍ୟପାଳ ପଦକ ପ୍ରଦାନ ଲାଗି ମନୋନୀତ କରାଯାଇଛି। ୨୦୧୯ ବର୍ଷର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଏହି ପଦକ ପ୍ରଦାନ କରାଯିବ । ସାଧାରଣତନ୍ତ୍ର ଦିବସରେ ମନୋନୀତ ପୁଲିସ ଅଧିକାରୀମାନଙ୍କୁ…
Read More...

ବାଦାମବାଡିର ଇଲୋଟ୍ରୋନିକ ଗୋଦାମରେ ଲାଗିଲା ନିଆଁ।

କଟକ,୨୩/୧(ବ୍ୟୁରୋ): ବାଦାମବାଡିରେ ଥିବା ଏକ ଇଲୋକଟ୍ରୋନିକ ଗୋଦାମରେ ନିଆଁ ଲାଗି ଯାଇଥିବା ସୂଚନା ମିଳିଛି। ଏହି ଅଗ୍ନିକାଣ୍ଡରେ ଗୋଦାମରେ ଥିବା ଲକ୍ଷାଧି୍ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ ହୋଇଯାଇଥିବା ଜଣାପଡିଛି। ସର୍ଟସର୍କିଟରୁ ନିଆଁ ଲାଗିଥିବା ସୂଚନା ମିଳିଛି । ଖବର ପାଇଁ ଅଗ୍ନିଶମ…
Read More...

ଫେବୃଆରୀ ୬ରୁ ସର୍ବକ୍ଷମାରେ ଅର୍ନ୍ତଭୁକ୍ତ ହୋଇନଥିବା ଘର ଭଙ୍ଗା ହେବ। ବିଡିଏ

ଭୁବନେଶ୍ୱର, ୨୩ା୧(ବ୍ୟୁରୋ): ୨୦୧୮ରୁ କାର୍ଯ୍ୟକାରୀ ହୋଇଛି ‘ସର୍ବକ୍ଷମା’ ଯୋଜନା। ଏହା ମାଧ୍ୟମରେ ବେଆଇନ ନିର୍ମାଣକୁ ନିୟମିତ ତଥା ସ୍ବୀକୃତ କରିବାକୁ ସୁଯୋଗ ଦେଇଛନ୍ତି ରାଜ୍ୟ ସରକାର। ଇତିମଧ୍ୟରେ ଏହା ୨ଥର ସଂଶୋଧନ କରାଯାଇ ଲୋକଙ୍କୁ ୬ ମାସ ଲେଖାଏ ମହଲତ ଦିଆଯାଇଛି। ଏହାସତ୍ତ୍ୱେ ରାଜ୍ୟର…
Read More...

ପ୍ରକାଶ ପାଇଲା ଡିସେମ୍ବର ମାସ ପାଇଁ ଓଡିଶା ଷ୍ଟାର ରେଟିଙ୍ଗ , ୨୫ଟି ଶିଳ୍ପାନୁଷ୍ଠାନକୁ ୫ଷ୍ଟାର , ୭୩ଟିକୁ ୧ ଷ୍ଟାର ।

ଭୁବନେଶ୍ୱର,(ବ୍ୟୁରୋ) ଡିସେମ୍ବର ମାସ ପାଇଁ ଓଡିଶା ଷ୍ଟାର ରେଟିଙ୍ଗ ପ୍ରକାଶ ପାଇଛି। ନିକଟରେ ପ୍ରକାଶିତ ହୋଇଥିବା ଏହି ରେଟିଙ୍ଗ ଅନୁସାରେ ଓଡ଼ିଶାରେ ୭୩ଟି ଶିଳ୍ପାନୁଷ୍ଠାନର ପରିବେଶ ପାରଦର୍ଶିତା ଧାର୍ଯ୍ୟ ମାନକ ଠାରୁ କମ ରହିଥିବାର ଜଣା ପଡିଛି। ଡିସେମ୍ବର ମାସର ରେଟିଙ୍ଗ ପ୍ରକ୍ରିୟାରେ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:- ବୁଧ ନକ୍ଷତ୍ରସ୍ଥ ମଙ୍ଗଳ ରୋଗପୀଡ଼ା, ଶତ୍ରୁତା, ଭ୍ରାତୃ ସମ୍ପର୍କହାନୀ ଘଟାଇବାର ପୂର୍ଣ୍ଣ ସୂଚନା ରହିଛି । ଅବଶ୍ୟ କର୍ମସ୍ଥ ରବି ଓ ବୁଧ ପ୍ରଭାବରେ ସମସ୍ୟାର ସମାଧାନ କରିବା ସକାଶେ ଚେଷ୍ଟା କଲେ ଉଦ୍ଦେଶ୍ୟ ପୂରଣ ହୋଇଯିବ । କଳ, କାରଖାନା, ଜଳ, ତୈଳ କିମ୍ବା ବିଦ୍ୟୁତ୍‌ ବ୍ୟବସାୟରୁ…
Read More...

ତୁ ଗୁହାରୀ କରିବୁ ଯାହାକୁ। ମୁଁ ଘଇତା କରିଛି ତାହାକୁ।

ଭୁବନେଶ୍ୱର,(ବ୍ୟୁରୋ): ତୁ ଗୁହାରୀ କରିବୁ ଯାହାକୁ ମୁଁ ଘଇତା କରିଛି ତାହାକୁ।ଏହି ଉକ୍ତିଟି ହେଉଛି ଆମର ଲୋକକଥା ବା ଢଗଢମାଳି । ସାଧାରଣତଃ ଏହି କଥାଟି ଗାଁ ଗହଳିରେ ବହୁ ମାତ୍ରାରେ ବ୍ୟବହାର କରାଯାଇଥାଏ। ଏହାର ଉଦାହରଣ କମିଶନରେଟ ପୋଲିସରେ ଦେଖିବାକୁ ମିଳିଛି ବୋଲି କିଛି ମହିଳା ସଙ୍ଗଠନ…
Read More...

୫ଟି ସଚିବଙ୍କ କଟକ ମେଡିକାଲ ପରିଦର୍ଶନ।

କଟକ,୨୨ ।୧(ଓଡ଼ିଆ ନ୍ୟୁଜ): ଆଜି ସକାଳୁ ୫-ଟି ସଚିବ ଭି.କେ. ପାଣ୍ଡିଆନ୍ କଟକ ବଡ ମେଡିକାଲ ଗସ୍ତ କରି ପ୍ରସ୍ତାବିତ ଏସିବିର ଦ୍ୱିତୀୟ କ୍ୟାମ୍ପସ ଓ ମାରିଟାଇମ ମ୍ୟୁଜିୟମ ବୁଲି ଦେଖିଥିଲେ। ୫ଟି ସଚିବଙ୍କ ସହ ଜଳ ସମ୍ପଦ, ପର୍ଯ୍ୟଟନ ଓ ପୂର୍ତ୍ତ ସଚିବ, କେନ୍ଦ୍ରଞ୍ଚଳ ଆରଡିସି ଓ କଟକ ଜିଲ୍ଲାପାଳ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ରୋଜଗାର ସ୍ଥାନରେ ଶୁକ୍ର ଆପଣଙ୍କୁ ଅଭିଳଷିତ ଅର୍ଥ, ବିଳାସ ସାମଗ୍ରୀ, ଯାନବାହନ ପ୍ରଭୃତି ଲାଭ କରିବାରେ ସହାୟକ ହେବେ। ବାଧ୍ୟବାଧକତାରେ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡିପାରେ। ବହୁତ ଦିନରୁ ଅପେକ୍ଷା କରିଥିବା ଖବରଟି ପାଇବାର ଆଶା ରହିଛି। ବନ୍ଧୁଙ୍କ ଦ୍ୱାରା ନିମନ୍ତ୍ରିତ ହୋଇ…
Read More...

ଜାତିଗତ ଜନଗଣନାକୁ ସ୍ୱାଗତ ଜଣାଇ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ତେଲି ସମାଜ।

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ): ଜାତିଗତ ଜନଗଣନା ପାଇଁ ରାଜ୍ୟ କ୍ୟାବିନେଟରେ ସଙ୍କଳ୍ପ ପାରିତ ହୋଇଛି । ଏ ସଂକ୍ରାନ୍ତରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ପଦକ୍ଷେପକୁ ତେଲି ସମାଜ ପକ୍ଷରୁ ସ୍ୱାଗତ କରାଯାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ପଛୁଆବର୍ଗର…
Read More...

ପରୀକ୍ଷା ପେ ଚର୍ଚ୍ଚାରେ ନରେନ୍ଦ୍ର ମୋଦି।

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ପରୀକ୍ଷା ପେ ଚର୍ଚ୍ଚା ୨୦୨୦’ କାର୍ଯ୍ୟକ୍ରମରେ ପିଲାମାନଙ୍କ ସହିତ ଭାବ ବିନିମୟ କରିଛନ୍ତି। ଦିଲ୍ଲୀର ତାଲକୋଟରା ଷ୍ଟାଡିୟମରେ ଅନୁଷ୍ଠିତ ପରୀକ୍ଷା ପେ ଚର୍ଚ୍ଚାର ୩ ସଂସ୍କରଣରେ ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୨୦୦୦ ପିଲା ଭାଗ ନେଇଥିଲେ।…
Read More...