banner
Breaking
Monthly Archives

January 2020

ଦେଶରେ ଚାଲିଥିବା ଗ୍ୟାସ ପ୍ରକଳ୍ପକୁ ରାଜ୍ୟ ସରକାର ଗୁରୁତ୍ୱ ଦେବାସହ ସହଯୋଗ କରନ୍ତୁ।

ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତି କରିବାରେ ସମସ୍ତ ଅଂଶୀଦାରଙ୍କ ଯୋଗଦାନ ଉପରେ ଗୁରୁତ୍ୱ କଚ୍‍ରୁ କୋହିମା ଏବଂ କାଶ୍ମୀରରୁ କୋଚି ପର୍ଯ୍ୟନ୍ତ ଗ୍ୟାସ ପାଇପଲାଇନ ବ୍ୟବସ୍ଥାର ପ୍ରସ୍ତୁତି ଚାଲିଛି -ପ୍ରଥମ ଥର ଭାରତ ସରକାର ପୂର୍ବ ଏବଂ ଉତର-ପୂର୍ବ ଅଞ୍ଚଳରେ ଗ୍ୟାସ ପାଇପଲାଇନ କାର୍ଯ୍ୟରେ…
Read More...

ପ୍ରଥମ ଟି୨୦ ରେ ନ୍ୟୁଜିଲାଣ୍ଡକୁ ହରାଇଲା ଭାରତ।

ଅକ୍‌ଲାଣ୍ଡ,(ବ୍ୟୁରୋ) : ଭାରତ ଓ ନ୍ୟଜିଲାଣ୍ଡ ମଧ୍ୟରେ ଶୁକ୍ରବାର ନ୍ୟୁଜିଲାଣ୍ଡର ଅକ୍‌ଲାଣ୍ଡରେ ଖେଳାଯାଇଥିବା ପାଞ୍ଚଟିକିଆ ଟ୍ବେଣ୍ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଭାରତ ଘରୋଇ ଦଳକୁ ୬ୱିକେଟରେ ପରାସ୍ତ  କରିଛି। ପ୍ରଥମେ ଟସ୍ ଜିତି ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ନ୍ୟୁଜିଲାଣ୍ଡକୁ…
Read More...

ମୋ ସରକାର ଅଧିନକୁ ଆସିବ ରାଜସ୍ୱ ବିଭାଗ । ଦିନକରେ ମିଳିବ ଜମିବାଡ଼ି କାଗଜପତ୍ର।

ଭୁବନେଶ୍ବର,୨୪/୧(ଓଡ଼ିଆ ନ୍ୟୁଜ) : “ମୋ ସରକାର” ଅଧିନକୁ ରାଜସ୍ବ ବିଭାଗ ଆସିବାକୁ ଥିବାବେଳେ ଏହା ଫେବୃଆରୀ ୧୦ରୁ କାର୍ଯ୍ୟକାରୀ କରିବ। ଯାହାଫଳରେ ଏପ୍ରିଲ ୧ରୁ ମାତ୍ର ଏକ ଘଣ୍ଟା ସମୟ ମଧ୍ୟରେ ଜମିବାଡ଼ି କାଗଜପତ୍ର ମିଳିପାରିବ। ଜମିବାଡ଼ି କାଗଜପତ୍ର ପାଇଁ ଲୋକମାନଙ୍କ ଆଉ ମାସ ମାସ ଧରି…
Read More...

ରନ୍ଧା ଖାଦ୍ୟରୁ ବାହାରିଲା ବିଷଧର ସାପ। ମହାପ୍ରଭୁ ହରଣକଲେ ବିଷ।

ପଟ୍ଟାମୁଣ୍ଡାଇ,(ଓଡ଼ିଆ ନ୍ୟୁଜ): କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଚନ୍ଦନନଗର ପଞ୍ଚାୟତର ଦେଉଳି ଗ୍ରାମରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏସ.ଏଚ.ଜି ଗ୍ରୁପର ମହିଳାମାନେ ଏକ ସ୍ଥାନରେ ଭୋଜି କରୁଥିଲେ। କିଛି ମହିଳା ଖାଇସାରିବା ପରେ ଅନ୍ୟ ମାନଙ୍କୁ ଖାଇବା ପରସିବା…
Read More...

ରାଜଧାନୀରେ ଲଜ୍ଜା। ୮ ବର୍ଷର ଝିଅକୁ ବଳତ୍କାର।

ଭୁବନେଶ୍ୱର,୨୪ା୧(ବ୍ୟୁରୋ):ରାଜଧାନୀରେ ପୁଣି ଲଜ୍ଜା। ଖଣ୍ଡଗିରି ଥାନା ଆଇଗଣିଆ ଅଞ୍ଚଳରେ ଥିବା ଏକ ବସ୍ତିରେ ଜଣେ ୮ବର୍ଷର ଶିଶୁ କନ୍ୟାଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୀଡ଼ିତା ଶିଶୁ କନ୍ୟାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିବାପରେ ପୋଲିସ ଏକ ବଳାତ୍କାର ମାମଲା ରୁଜୁ…
Read More...

ଯୋଗୀ ଆଦିତ୍ୟନାଥ ଦେଶର ନମ୍ବର ୧ ମୁଖ୍ୟମନ୍ତ୍ରୀ। ନବୀନ ୪ର୍ଥ ସ୍ଥାନରେ।

ନୂଆଦିଲ୍ଲୀ,୨୪ା୧:ଇଣ୍ଡିଆ ଟୁଡେ ମୁଡ୍‌ ଅଫ୍‌ ଦି ନେଶନ ପକ୍ଷରୁ ଜାନୁୟାରୀରେ କରାଯାଇଥିବା ସର୍ଭେ ଅନୁଯାୟୀ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ଅଭିହିତ କରାଯାଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଏବଂ ପଶ୍ଚିମବଙ୍ଗ…
Read More...

ସାବିତ୍ରୀ ରଥ ହେବେ ହାଇକୋର୍ଟର ବିଚାରପତି।

କଟକ,୨୪ା୧:ହାଇକୋର୍ଟ ଆଡଭୋକେଟ ସାବିତ୍ରୀ ରଥ ଓଡ଼ିଶା ହାଇକୋର୍ଟର ବିଚାରପତି ହେବେ। ସୁପ୍ରିମକୋର୍ଟଙ୍କ କଲେଜିୟମ ପକ୍ଷରୁ ସାବିତ୍ରୀଙ୍କ ନାମ ଗତ ବୁଧବାର ସୁପାରିସ କରାଯାଇଥିଲା। କଲେଜିୟମର ସୁପାରିସ ଉପରେ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ମୋହର ମାରିବା ପରେ ରଥ ନିଯୁକ୍ତି ପାଇବେ। ସାବିତ୍ରୀ ଏବେ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:- ଆଜି ଆପଣଙ୍କର କର୍ମତତ୍ପରତା, ବନ୍ଧୁମିଳନ, ଦୂରଯାତ୍ରାରୁ ସଫଳତା ପାଇବେ। ଅଫିସରେ କୌଣସି ପଦସ୍ଥ ବ୍ୟକ୍ତିଙ୍କ ସହଯୋଗରୁ ଅଟକି ରହିଥିବା କାମରେ ଅଗ୍ରଗତି ଘଟିପାରେ। ରାସ୍ତାକାମ, ଘରତିଆରି କିମ୍ବା ଯାନବାହନ, କଳକବ୍ଜା ସମ୍ବନ୍ଧୀୟ ନିର୍ମାଣଧୀନ କାର୍ଯ୍ୟ ସ୍ଥଗିତ ରହିପାରେ।…
Read More...

କଟକ ଉନ୍ନତି କରଣ ପାଇଁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ।

କଟକ, ୨୩ା୧(ଓଡ଼ିଆ ନ୍ୟୁଜ): ଓଡ଼ିଶାର ପୂର୍ବତନ ରାଜଧାନୀ ତଥା ଓଡ଼ିଶାର ଅନ୍ୟତମ ବାଣିଜ୍ୟ କେନ୍ଦ୍ର କଟକ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ ଘୋଷଣା କରିଛନ୍ତି । ଆଜି ସେ କଟକ ଗ୍ରସ୍ତ କରି ନିଜେ ପାଦରେ ଚାଲିଚାଲି ବୁଲି ଦେଖିବା ସହ ସମୀକ୍ଷା କରି କହିଛନ୍ତି କଟକ ସହରର ନବକଳେବର…
Read More...

ଡିଗ୍ରୀ କଲେଜରୁ ହଟିବ ବିଧାୟକ ଓ ନେତାଙ୍କ ପ୍ରଭାବ। ଦାୟିତ୍ୱ ନେବେ ଛାତ୍ରଛାତ୍ରୀ ଓ ଅଭିଭାବକ।

ଭୁବନେଶ୍ୱର,୨୩/୧(ଓଡ଼ିଆ ନ୍ୟୁଜ): ପରିଚାଳନା କମିଟିରେ ରହିପାରିବେ ନାହିଁ ବିଧାୟକ ଓ ନେତା। ଡିଗ୍ରୀ କଲେଜ୍ ପରିଚାଳନାରେ ଶିକ୍ଷାବିତ୍‌ଙ୍କୁ ମିଳିବ ଗୁରୁତ୍ୱ। କ୍ୟାମ୍ପସକୁ ରାଜନୀତିରୁ ମୁକ୍ତ ରଖିବାକୁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଭୁବନେଶ୍ୱରରେ ଅଭିଭାବକ ମହାସଂଘ ପକ୍ଷରୁ…
Read More...