banner
Breaking
Yearly Archives

2019

ପାଟକୁରା ଲଢେ଼ଇ ଅର୍ଥ,ବାହୁବଳ ବନାମ ଭାଇଚାରା,ସ୍ବାଭିମାନ ବଳ

ଭୁବନେଶ୍ବର: (ଓଡ଼ିଆ ନ୍ୟୁଜ୍) ଆଉ ତିନିଦିନ ପରେ ହେବ ପାଟକୁରା ନିର୍ବାଚନ । ପ୍ରଚାର ମଇଦାନରେ ସବୁ ଦଳର ନେତା ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ବିଭିନ୍ନ ପ୍ରଲୋଭନ ଦେଖାଉଛନ୍ତି । ତଥାପି ଭୋଟରଙ୍କ ଚିନ୍ତାଧାରା ଉପରେ ନିର୍ଭର କରୁଛି ବିଜୟ ମୁକୁଟ । ଏକ ଅନୁସନ୍ଧାନରୁ ଯାହା ଜଣାପଡିଛି…
Read More...

ଆସନ୍ତା କାଲି ଚନ୍ଦ୍ର ଗ୍ରହଣ କଣ କରିବା ମନା ଜାଣନ୍ତୁ

ଭୁବନେଶ୍ବର: (ଓଡ଼ିଆ ନ୍ୟୁଜ୍ ) କାଲି ଗୁରୁପୁର୍ଣ୍ଣମା ହେଇଥିବା ବେଳେ ଶ୍ରାବଣ ମାସ ମଧ୍ୟ ଚାଲିଛି Iଶାସ୍ତ୍ରୀୟ ମତରେ ପ୍ରାୟ ୧୪୯ ବର୍ଷ ପରେ ପୁଣିଥରେ ଶ୍ରାବଣ ମାସରେ ପଡୁଛି ଚନ୍ଦ୍ର ଗ୍ରହଣ । ତେବେ ଏହି ଚନ୍ଦ୍ରଗ୍ରହଣ ଆସନ୍ତାକାଲି ୧୬ ତାରିଖ ମଧ୍ୟରାତ୍ରି ର ୧ଟା ୩୧ ରୁ ୪ଟା ୨୯ ଯାଏଁ…
Read More...

ଛାତ୍ରୀଙ୍କୁ କଲବଲ କରି ଯୁବକ ଗିରଫ

ଭୁବନେଶ୍ବର:(ଓଡ଼ିଆ ନ୍ୟୁଜ୍) କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଚଂଳର ଜଣେ ଛାତ୍ରୀଙ୍କ ଅଶ୍ଳିଳ ଭିଡିଓ ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁଯାୟୀ ଛାତ୍ରୀ ଜଣକ ୨୦୧୪ ମସିହାରେ ମେଟ୍ରିକ ସମୟରୁ ପାଖ ଅଞ୍ଚଳର ସୌମ୍ୟ ରଞନ ସାହୁଙ୍କ ସହିତ ପ୍ରଥମେ କଥା ବାର୍ତ୍ତା ଓ ପରେ ପ୍ରେମ ସମ୍ପର୍କ…
Read More...

ଆଇସିସି ବିଶ୍ବକପ୍ ତାଲିକାରୁ ବାଦ ପଡିଲେ ବିରାଟ କୋହଲି

ଭୁବନେଶ୍ୱର: (ଓଡ଼ିଆ ନ୍ୟୁଜ୍) ଆଇସିସି ନିଜର ବିଶ୍ଵକପ୍ ଟିମ୍ ଘୋଷଣା କରିଛି। ଏହି ଦଳରେ ଭାରତର ଦୁଇ ଜଣ ଖେଳାଳିଙ୍କୁ ସ୍ଥାନ ମିଳିଛି, ମାତ୍ର ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କୁ ଏହି ଦଳରୁ ବାଦ ପଡିଛନ୍ତି । ଭାରତ ପକ୍ଷରୁ ଦମଦାର ପ୍ରଦର୍ଶନ କରିଥିବା ରୋହିତ ଶର୍ମା ଓ ଯଶପ୍ରୀତ…
Read More...

କୋଣାର୍କ ଓଡିଶା ପରିବାର ପକ୍ଷରୁ ସାହିତ୍ୟ ଆସର

ଭୁବନେଶ୍ୱର,୧୪ା୭/ କୋଣାର୍କ ଓଡିଶା ପରିବାର ଆନୁକୁଲ୍ୟରେ ମୈାସୁମୀ ସାହିତ୍ୟ ଆସର ସ୍ଥାନୀୟ ଭାରତ ସ୍କାଉଟ ଓ ଗାଇଡ ପ୍ରକ୍ଷାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ହରପ୍ରସାଦ ଦାସ ,ସମ୍ମାନିତ ଅତିଥି ଭାବେ ଶରତ ଦାଶ ,ବିଶ୍ୱଜିତ୍ ସୂର୍ଯ୍ୟ ବଂଶୀ ଏବଂ ମୁଖ୍ୟ ବକ୍ତା…
Read More...

ଜଗନ୍ନାଥ ଓ ଜଗନ୍ନାଥ ସ°ସ୍କୃତିକୁ ଅପମାନ।

ଭୁବନେଶ୍ବର:(ଓଡ଼ିଆ ନ୍ୟୁଜ୍) କୋଟି ବ୍ରହ୍ମାଣର ଠାକୁର ପ୍ରଭୁ ଜଗନ୍ନାଥଙ୍କ ପରମ୍ପରାକୁ ଭାଙ୍ଗି ଚୁରମାର କରିଦେଇଛି ଏକ ଅନୁଷ୍ଠାନ ଭକ୍ତଙ୍କ ମଧ୍ୟରେ ପ୍ରକାଶ ପାଇଛି ଅସନ୍ତୋଷର ଭାବ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ବରର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଆର,ସି,ଏମ୍ ଜଗନ୍ନାଥ…
Read More...

ଆଜି ସୁନାବେଶରେ ଦର୍ଶନ ଦେବେ ପ୍ରଭୁ

ପୁରୀ,(ଓଡ଼ିଆ ନ୍ୟୁଜ୍) ଶ୍ରୀକ୍ଷେତ୍ର ଧାମରେ ଆଜି ରଥ ଉପରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ସୁନାବେଶ । ରାଜରାଜେଶ୍ୱର ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବେ ଶ୍ରୀଜିଉ । ମହଣ ମହଣ ସୁନା ଆଭୂଷଣରେ ବିଭୁଶିତ ହୋଇ ରଥ ଉପରୁ ଭକ୍ତଙ୍କୁ ଦର୍ଶନ ଯେବେ ମହାପ୍ରଭୁ । ଦୁଇଟି ପୟର, ଦୁଇ ଭୁଜ, କିରିଟି ସମେତ…
Read More...

ପଶ୍ଚିମବଙ୍ଗରେ ବିଜେପିକୁ ବଡ ସଫଳତା। ମିଶିବେ ୧୦୭ ବିଧାୟକ

ଭୁବନେଶ୍ବର,(ଓଡ଼ିଆ ନ୍ୟୁଜ୍) ମମତା ବାନାର୍ଜୀଙ୍କୁ ବଡ ଝଟକା ବିଜେପିରେ ମିଶିବେ ୧୦୭ ବିଧାୟକ। ପଶ୍ଚିମବଙ୍ଗର ବିଜେପି ନେତା ମୁକୁଳ ରାୟ ଦାବି କରିଛନ୍ତିି ଯେ ବିଜେପିରେ ମିଶିବେ କଂଗ୍ରେସ, ତୃଣମୂଳ କଂଗ୍ରେସ ଓ ସିପିଏର ୧୦୭ ବିଧାୟକ । ଏମାନେ ସମସ୍ତେ ବିଜେପିର ଯୋଗାଯୋଗରେ ଅଛନ୍ତି ବୋଲି…
Read More...

ପାଟକୁରା ୪୦ ହଜାର ଭୋଟରେ ହାରିବ ବିଜେପି। ଫେସବୁକ ପୃଷ୍ଠାରୁ ବରିଷ୍ଠ ସାମ୍ବାଦିକ ଲକ୍ଷ୍ମୀଧର ନାୟକ

ଚାଳିଶି ହଜାର ଭୋଟ୍ ରେ ହାରିବ ବିଜେପି, ଷ୍ଟାର ପ୍ରଚାରକ ମୁଣ୍ଡ ପିଛା ହଜାରେ । ପୁରୁଣା କଂଗ୍ରେସ କଥା କଥାକେ Emergency ଲଗୋଉଥିଲା, ଲୋକେ ତା ସତ୍ତା ହଜେଇଦେଲେ । ଏ ନୂଆ ବିଜେପି କଥା କଥାକେ ସିବିଆଇ ଲଗୋଉଛି, ଇସିଆଇ, ଆରବିଆଇ ..... ସମସ୍ତଙ୍କ ଇଜ୍ଜତ ମହତ ମାଟିରେ ମିଶେଇ…
Read More...

ପ୍ରଚଳିତ ହେବ ନୂଆ ରେଗା ଆଇନ ,ଘର ଭଡାଟିଆଙ୍କୁ ମିଳିବ ଫାଇଦା

ଭୁବନେଶ୍ବର:(ଓଡ଼ିଆ ନ୍ୟୁଜ୍)ପ୍ରଚଳିତ ହେବ ନୂଆ ରେଗା ଆଇନ ଯେଉଁଥିରେ ଭଡାଟିଆଙ୍କୁ ମିଳିବ ଫାଇଦା । ଦେଶରେ ଅନେକ ଲୋକ ଭଡ଼ା ଘରେ ରହୁଛନ୍ତି । ଏହି ସମୟରେ ଘର ଭଡ଼ା ଟଙ୍କା ବୃଦ୍ଧିକୁ ନେଇ ଘର ମାଲିକ ଓ ଭଡ଼ାଟିଆଙ୍କ ମଧ୍ୟରେ ବାରମ୍ବାର ବିବାଦ ଉପୁଜେ । ସାରା ଭାରତରେ ଦେଖିଲେ ଏହି ସମସ୍ୟା…
Read More...