banner
Breaking

ଆସନ୍ତା କାଲି ଚନ୍ଦ୍ର ଗ୍ରହଣ କଣ କରିବା ମନା ଜାଣନ୍ତୁ

0

ଭୁବନେଶ୍ବର: (ଓଡ଼ିଆ ନ୍ୟୁଜ୍ ) କାଲି ଗୁରୁପୁର୍ଣ୍ଣମା ହେଇଥିବା ବେଳେ ଶ୍ରାବଣ ମାସ ମଧ୍ୟ ଚାଲିଛି Iଶାସ୍ତ୍ରୀୟ ମତରେ ପ୍ରାୟ ୧୪୯ ବର୍ଷ ପରେ ପୁଣିଥରେ ଶ୍ରାବଣ ମାସରେ ପଡୁଛି ଚନ୍ଦ୍ର ଗ୍ରହଣ । ତେବେ ଏହି ଚନ୍ଦ୍ରଗ୍ରହଣ ଆସନ୍ତାକାଲି ୧୬ ତାରିଖ ମଧ୍ୟରାତ୍ରି ର ୧ଟା ୩୧ ରୁ ୪ଟା ୨୯ ଯାଏଁ ଆଂଶିକ ଚନ୍ଦ୍ରଗ୍ରହଣ ହେବ ,ଏହି ସମୟରେ ଚନ୍ଦ୍ରଗ୍ରହଣ ର ବିରଳ ଦୃଶ୍ୟ କୁ ସାଧାରଣ ଲୋକେ ମଧ୍ୟ ଦର୍ଶନ କରିପାରିବେ I
ତେବେ ଗ୍ରହଣ ଲାଗୁଥିବାରୁ ଆସନ୍ତାକାଲି ଅପରାହ୍ନ ୪.୩୦ ଠାରୁ ଦେବନୀତି ଏବଂ ପାକ I ଅର୍ଥାତ ଏହି ସମୟ ପରେ ଠାକୁର ପୂଜା ,ସନ୍ଧ୍ୟା ଦର୍ଶନ ଏବଂ ରୋଷେଇ ନିଷେଧ କରାଯାଇଛି I ଏହା ପୂର୍ବରୁ ରନ୍ଧା ହେଇଥିବା ଖାଦ୍ୟ ଆପଣ ଗ୍ରହଣ କରିପାରିବେ I ଏବଂ ପରଦିନ ସକାଳୁ ସ୍ନାନ ସାରି ଦେବନୀତି କରିବେ I

Khansweb Solution Bhubaneswar

Leave A Reply

Your email address will not be published.