banner
Breaking

ଆଜି ସୁନାବେଶରେ ଦର୍ଶନ ଦେବେ ପ୍ରଭୁ

0

ପୁରୀ,(ଓଡ଼ିଆ ନ୍ୟୁଜ୍) ଶ୍ରୀକ୍ଷେତ୍ର ଧାମରେ ଆଜି ରଥ ଉପରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ସୁନାବେଶ । ରାଜରାଜେଶ୍ୱର ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବେ ଶ୍ରୀଜିଉ । ମହଣ ମହଣ ସୁନା ଆଭୂଷଣରେ ବିଭୁଶିତ ହୋଇ ରଥ ଉପରୁ ଭକ୍ତଙ୍କୁ ଦର୍ଶନ ଯେବେ ମହାପ୍ରଭୁ । ଦୁଇଟି ପୟର, ଦୁଇ ଭୁଜ, କିରିଟି ସମେତ ୩୫ରୁ ଉର୍ଦ୍ଧ୍ବ ଅଳଙ୍କାରରେ ଲାଗି ହେବ ମହାପ୍ରଭୁ । ରଥ ଉପରେ ମଧ୍ୟାହ୍ନ ଧୂପ ପରେ ଅପରାହ୍ନ ୪ଟାରୁ ଆରମ୍ଭ ହେବ ସୁନାବେଶ ଦର୍ଶନ । ତେବେ ରାତି ୧୧ଟା ଯାଏଁ ଶ୍ରୀଜିଉଙ୍କୁ ଭକ୍ତମାନେ ଦର୍ଶନ କରିପାରିବେ ।

Khansweb Solution Bhubaneswar

Leave A Reply

Your email address will not be published.