banner
Breaking
Yearly Archives

2019

କମିଶନରେଟ ପୋଲିସକୁ ବଡ ସଫଳତା

ଭୁବନେଶ୍ବର,୮/୮(ବ୍ୟୁରୋ)କମିଶନରେଟ ପୋଲିସକି ମିଳିଛି ବଡ ସଫଳତା। ରାଜଧାନୀ ଭୁବନେଶ୍ୱରେ ସମେତ ବିଭିନ୍ନ ସ୍ଥାନରେ ଆତଙ୍କ ଖେଳାଇ ଲୁଟ୍‌ପାତ୍ କରୁଥିବା କୁଖ୍ୟାତ ଅପରାଧୀ ରବି ରାଓ ସମେତ ୮ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଏମାନଙ୍କ ମଧ୍ୟରୁ ୫ ଜଣଙ୍କୁ ପୁଲିସ ଏନକାଉଣ୍ଟର କରିଛି।…
Read More...

କଟକ ପୋଲିସ ଓ ସମାଜସେବୀଙ୍କର ମାନବିକତା ଉଦ୍ଧାର ହେଲେ ପାଗଳି

କଟକ,(ଓଡ଼ିଆ ନ୍ୟୁଜ) ଆଜି କଟକ ବଜ୍ରକବାଟି ଛକ ଠାରେ ଜଣେ ମାନସିକ ବିକାରଗ୍ରସ୍ତ ମହିଳା ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ଢୁ ଢୁ ବର୍ଷାରେ ବୁଲୁଥିବାର ଦେଖିକି ସମାଜସେବୀ ଅଭିଜିତ ଦାସ , ପ୍ରହଲ୍ଲାଦ ମହାରଣା ଓ ଲିପିକା ରାୟ ଉଦ୍ଧାର ମରିଥିଲଲେ।ଉଦ୍ଧାର ପରର ତାଙ୍କୁ ବସ୍ତ୍ର ପିନ୍ଧାଇବା ସହ କିପରି…
Read More...

ଉତ୍ତର ନିର୍ବାଚନ ମଣ୍ଡଳୀ ପାଇଁ ଅଣ୍ଟା ଭିଡିଲେ ବିଧାୟକ ସୁଶାନ୍ତ

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ) ଶୂନ୍ୟରୁ ଖସିଲେ ସୁଶାନ୍ତ କୁ ଭୁଲ ପ୍ରମାଣିତ କରି ଦେଖାଇଛନ୍ତି ବିଧାୟକ ସୁଶାନ୍ତ ରାଉତ।ଦିନରାତି ଏକକରି ଲାଗିଛନ୍ତି ଲୋକଙ୍କ ସେବାରେ। ଯିଏ ଯେତେବେଳେ ଆସୁ ସମସ୍ତଙ୍କ ପାଇଁ ଦରଜା ଖୋଲା। ଉତ୍ତର ଭୁବନେଶ୍ୱର ବିଧାୟକ ସୁଶାନ୍ତ ରାଉତ ଉତ୍ତର ନିର୍ବାଚନ ମଣ୍ଡଳୀ…
Read More...

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ

ନୂଆଦିଲ୍ଲୀ ୭/୮(ଓଡ଼ିଆ ନ୍ୟୁଜ): ଭାରତର ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତ୍ରୀ ସୁଷମା ସ୍ୱରାଜଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ବୁଧବାର ଅପରାହ୍ଣରେ ଲୋଧୀ ରୋଡସ୍ଥିତ ଶ୍ମଶାନରେ ତାଙ୍କୁ ଶେଷ ବିଦାୟ ଦିଆଯାଇଛି। ଅପରାହ୍ଣ ୩ଟାରେ ଅଶୋକ…
Read More...

ଆଇ ଏ ଏସ୍ ସ୍ତରରେ ଅଦଳବଦଳ

ଭୁବନେଶ୍ୱର, ୭ା୮(ଓଡ଼ିଆ ନ୍ୟୁଜ): ଆଜି ରାଜ୍ୟ ପ୍ରଶାସନିକ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି ।  ଅସିତ ତ୍ରିପାଠୀ – କେବିକେ ମୁଖ୍ୟ ପ୍ରଶାସକ ସୁଦର୍ଶନ ପାଲ ଠାକୁର – ଗୋପବନ୍ଧୁ ଏକାଡ଼େମୀର ନିର୍ଦ୍ଦେଶକ ସି.ଜେ. ଭେନୁଗୋପାଳ – ରାଜସ୍ୱ ପର୍ଷଦ ସଦସ୍ୟ ନୀତିନ ଚନ୍ଦ୍ରା- ସାଧାରଣ ପ୍ରଶାସନ…
Read More...

୨୨ଟି ପ୍ରକଳ୍ପର ଭିତ୍ତି ପ୍ରସ୍ତର ପକାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୦୭/୮: (ଓଡ଼ିଆ ନ୍ୟୁଜ): ଓଡ଼ିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୨ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଲୋକସେବା ଭବନ ଠାରେ ୨୨ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ୧୦ଟି କ୍ଷେତ୍ରରେ…
Read More...

ବି କେ ଶର୍ମା ହେଲେ ପୋଲିସ ମହାନିର୍ଦ୍ଦେଶକ

ଭୁବନେଶ୍ୱର, ୭ା୮(ଓଡ଼ିଆ ନ୍ୟୁଜ): ଶେଷରେ ବି.କେ.ଶର୍ମାଙ୍କୁ ଆଜି ଭାରପ୍ରାପ୍ତ ପୋଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ୧୯୮୬ ବ୍ୟାଚର ଆଇପିଏସ ବି.କେ. ଶର୍ମା ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ସେ କ୍ରାଇମବ୍ରାଞ୍ଚ ଏଡ଼ିଜି ଓ ଅଗ୍ନି ସମ ଡିଜି ଏବଂ ପୋଲିସ କମିଶନର ରହିଥିଲେ ।…
Read More...

ସୁଷମାଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର, (ଓଡ଼ିଆ ନ୍ୟୁଜ)ବୈଦେଶିକ ମନ୍ତ୍ରୀ ସୁଷମାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି , ପ୍ରଧାନମନ୍ତ୍ରୀ, ଓ ଗୃହ ମନ୍ତ୍ରୀ ଅମିତ ଶାହା । ସୁଷମାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଶୋକସନ୍ତପ୍ତ ପରିବାରକୁ ସମବେଦନା…
Read More...

ଅବପାତରେ ପରିଣତ ହେଲା ଲଘୁଚାପ, ଆହୁରି ୨୪ ଘଣ୍ଟା ଛେଚିବ

ଭୁବନେଶ୍ବର୭/୮(ଓଡ଼ିଆ ନ୍ୟୁଜ) : ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆଜି ଅବପାତରେ ପରିଣତ ହୋଇଛି। ସକାଳ ସୁଦ୍ଧା ୨୦.୫ ଡିଗ୍ରି ଉତ୍ତର ଅକ୍ଷାଂଶ ଓ ୮୮.୦ ପୂର୍ବ ଦ୍ରାଘିମାରେ ବାଲେଶ୍ବରର ଦକ୍ଷିଣ ପୂର୍ବ ଦିଗରେ ପ୍ରାୟ ୧୬୦ କିମି ଓ ଦୀଘାର ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ୧୩୦ କିମି ଦୂରରେ…
Read More...

ଜିରୋ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର।ରିର୍ଜଭ ବ୍ୟାଙ୍କ ଦେଲା ଅନେକ ସୁବିଧା

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ): ସାରା ଦେଶରେ କୋଟି କୋଟି ଜିରୋ ବାଲାନ୍ସ ଆକାଉଣ୍ଟଧାରୀ(ଜନଧନ ଆକାଉଣ୍ଟ)ଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କ ସେପ୍ଟେମ୍ବର ପହିଲାରୁ ନୂଆ ସୁବିଧା ଦେବାକୁ ଘୋଷଣା କରିଛନ୍ତି। କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ବ୍ୟାଙ୍କଗୁଡ଼ିକ ପାଇଁ ଏକ ନୂଆ ଆଡଭାଇଜାରୀ ଜାରି କରାଯାଇଛି।…
Read More...