banner
Breaking

୨୨ଟି ପ୍ରକଳ୍ପର ଭିତ୍ତି ପ୍ରସ୍ତର ପକାଇଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର, ୦୭/୮: (ଓଡ଼ିଆ ନ୍ୟୁଜ): ଓଡ଼ିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୨ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଲୋକସେବା ଭବନ ଠାରେ ୨୨ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ୧୦ଟି କ୍ଷେତ୍ରରେ ୨୨ଟି ନୂଆ ପ୍ରକଳ୍ପର ଭିତ୍ତି ପ୍ରସ୍ତର ହେବ ବୋଲି ଘୋଷଣା କରିଛନ୍ତି ନବୀନ । ଉଲ୍ଲେଖଯୋଗ୍ୟ ଯେ ଏଥିପାଇଁ ସମୁଦାୟ ୪୪୬୧ କୋଟି ଟଙ୍କାର ପୁଞ୍ଜିନିବେଶ କରାଯିବ ଏବଂ ଏହାଦ୍ୱାରା ପ୍ରାୟ ୯୨୩୦ ଜଣ କର୍ମନିଯୁକ୍ତି ପାଇବେ ।

Khansweb Solution Bhubaneswar

Leave A Reply

Your email address will not be published.