banner
Breaking

ବି କେ ଶର୍ମା ହେଲେ ପୋଲିସ ମହାନିର୍ଦ୍ଦେଶକ

0

ଭୁବନେଶ୍ୱର, ୭ା୮(ଓଡ଼ିଆ ନ୍ୟୁଜ): ଶେଷରେ ବି.କେ.ଶର୍ମାଙ୍କୁ ଆଜି ଭାରପ୍ରାପ୍ତ ପୋଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ୧୯୮୬ ବ୍ୟାଚର ଆଇପିଏସ ବି.କେ. ଶର୍ମା ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ସେ କ୍ରାଇମବ୍ରାଞ୍ଚ ଏଡ଼ିଜି ଓ ଅଗ୍ନି ସମ ଡିଜି ଏବଂ ପୋଲିସ କମିଶନର ରହିଥିଲେ । ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ଭିଆରଏସ ଆବେଦନକୁ ଆଜି ମଞ୍ଜୁରି ମିଳିପାରେ ବୋଲି ସୂଚନା ମିଳିଛି । ଆସନ୍ତାକାଲି ଲୋକାୟୁକ୍ତ ସଦସ୍ୟ ଭାବେ କାର୍ଯ୍ୟରେ ଯୋଗଦେବେ ଆର.ପି.ଶର୍ମା ।

Khansweb Solution Bhubaneswar

Leave A Reply

Your email address will not be published.