banner
Breaking

ଆଇ ଏ ଏସ୍ ସ୍ତରରେ ଅଦଳବଦଳ

0

ଭୁବନେଶ୍ୱର, ୭ା୮(ଓଡ଼ିଆ ନ୍ୟୁଜ): ଆଜି ରାଜ୍ୟ ପ୍ରଶାସନିକ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି । 
ଅସିତ ତ୍ରିପାଠୀ – କେବିକେ ମୁଖ୍ୟ ପ୍ରଶାସକ
ସୁଦର୍ଶନ ପାଲ ଠାକୁର – ଗୋପବନ୍ଧୁ ଏକାଡ଼େମୀର ନିର୍ଦ୍ଦେଶକ
ସି.ଜେ. ଭେନୁଗୋପାଳ – ରାଜସ୍ୱ ପର୍ଷଦ ସଦସ୍ୟ
ନୀତିନ ଚନ୍ଦ୍ରା- ସାଧାରଣ ପ୍ରଶାସନ ବିଭାଗର ଓଏସଡ଼ି
ଡି.କେ.ସିଂହଦେଓ – ବିଜ୍ଞାନ ଓ କାରିଗରୀ କୌଶଳର ସଚିବ
ରଞ୍ଜନା ଚୋପ୍ରା -ଏସସି/ଏସଟି ବିକାଶ ସଚିବ
ବୀର ବିକ୍ରମ ଯାଦବ – ସମବାୟ ସଚିବ
ଆଇପିଏସ ଅରୁଣ ବୋଥ୍ରା – ସେସୁର ସିଇଓ
ସୁଶୀଲ କୁମାର ଲୋହାନି- ବାଣିଜ୍ୟ କର କମିସନର ଅତିରିକ୍ତ ଦାୟିତ୍ୱ 
ଆର.ରଘୁପ୍ରସାଦ – ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ଭାରପ୍ରାପ୍ତ ସଚିବ
ଆର.ରଘୁପ୍ରସାଦ- ଓମଫେଡ଼ ଏମଡ଼ି ଭାବେ ଅତିରିକ୍ତ ଦାୟିତ୍ୱ
ବିଶାଲ ଗଗନ – ଜଳସମ୍ପଦ ବିଭାଗ ସ୍ୱତନ୍ତ୍ର ସଚିବ
ଭାସ୍କର ଜ୍ୟୋତି ଶର୍ମା – ଭିନ୍ନକ୍ଷମ ସଶକ୍ତିକରଣ ସଚିବ
କ୍ରିଷନ କୁମାର – ପୂର୍ତ୍ତ ସଚିବ
ଅର୍ଚ୍ଚନା ପଟ୍ଟନାୟକ- ଉଠା ଜଳସେଚନ ନିଗମ ଏମଡ଼ି ଭାବେ ଅତିରିକ୍ତ ଦାୟିତ୍ୱ
ଏସ.ଆର.ଯାଦବ – ବିଜ୍ଞାନ ଓ କାରିଗରୀ କୌଶଳ ନିର୍ଦ୍ଦେଶକ
ସୁରେନ୍ଦ୍ର ମୀନା- ପୂର୍ତ୍ତ ବିଭାଗ ଉପସଚିବ
ସାଦିକ ଆଲମ –ସିଏମଜିଆଇର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ

Khansweb Solution Bhubaneswar

Leave A Reply

Your email address will not be published.