banner
Breaking
Yearly Archives

2019

୨୧ ରେ ବିଜେପୁର ନିର୍ବାଚନ।

ଭୁବନେଶ୍ୱର,୨୧ା୯(ଓଡ଼ିଆ ନ୍ୟୁଜ): ଆଜି ବିଜେପୁର ବିଧାନସଭା ଉପନିର୍ବାଚନ ପାଇଁ ବିଗୁଲ ବାଜିଛି । ଅକ୍ଟୋବର ୨୧ରେ ବିଜେପୁର ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହୋଇ ୨୪ ରେ ଗଣତି କରାଯିବ । ସେନେଇ ନାମାଙ୍କାନ ଶେଷ ତାରିଖ ୩୦ ସେପ୍ଟେମ୍ବର ରହିଥିବା ବେଳେ ନାମାଙ୍କନ ଯାଞ୍ଚ ୧ଅକ୍ଟୋବରରେ କରାଯିବ ।…
Read More...

ପ୍ରକୃତିପ୍ରେମୀଙ୍କ ଦ୍ବାରା ମଞ୍ଜିଗୋଳା ରୋପଣ

ଭୁବନେଶ୍ବର,୨୦।୯(ଓଡ଼ିଆ ନ୍ୟୁଜ): ଫଣି ପ୍ରଭାବରେ ଶ୍ରୀହୀନ ହୋଇପଡ଼ିଥିବା ରାଜ୍ୟର ବିଭିନ୍ନ ସ୍ଥାନରେ ସବୁଜ ବଳୟ ସୃଷ୍ଟି କରିବାକୁ ଆଗେଇ ଆସିଛନ୍ତି କେତେକ ସ୍ୱେଚ୍ଛାସେବୀ । ବୃକ୍ଷ ନଥିବା ସ୍ଥାନରେ ସବୁଜିମା ସୃଷ୍ଟି କରିବା ସହ ମୃତ୍ତିକା କ୍ଷୟକୁ ରୋକିବା ଓ ଅମ୍ଳଜାନ ଯୋଗାଇବାରେ ସହାୟକ ହେବା…
Read More...

ଭୁବନେଶ୍ବର ଅଟୋ ମହାସଙ୍ଘର ବିଶ୍ବକର୍ମା ଭସାଣୀ ମହୋତ୍ସବ।

ଭୁବନେଶ୍ୱର,୨୦/୯(ଓଡ଼ିଆ ନ୍ୟୁଜ): ଭୁବନେଶ୍ୱର ଅଟୋ ମହାସଙ୍ଘର ଦ୍ଵାଦଶ ତମ ବିଶ୍ବକର୍ମା ଭସାଣୀ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ସହୀଦ ନଗର ଭସାଣୀ ପଡିଆଠାରେ ଅନୁଷ୍ଠିତ ଏହି ଉତ୍ସବରେ ଭୁବନେଶ୍ବରର ବିଭିନ୍ନ ସ୍ଥାନର ଆଟୋସଙ୍ଘ ପକ୍ଷରୁ ପାରମ୍ପରିକ ବାଦ୍ୟ ଓ ଆଧୁନିକ ବାଦ୍ୟରେ ନାଚଗୀତ କରି…
Read More...

ସେବା ସପ୍ତାହରେ ପ୍ଲାଷ୍ଟିକ ବର୍ଜନ ଓ ଜଳ ସ°ରକ୍ଷଣ ପାଇଁ ଶପଥ।

ଭୁବନେଶ୍ବର,୨୦/୯(ଓଡ଼ିଆ ନ୍ୟୁଜ): ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଜନ୍ମ ତିଥିକୁ ସେବା ସପ୍ତାହ ପାଳନ ଅବସରରେ ଭୁବନେଶ୍ୱର ପଟିଆଗଡ଼ ଅନ୍ତର୍ଗତ ରାଜା ମଧୁସୂଦନ ଦେବ ଡିଗ୍ରି ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ପ୍ଲାଷ୍ଟିକ ମୁକ୍ତ ଭାରତ ଏବଂ ଜଳ ସଂରକ୍ଷଣ ସମ୍ବନ୍ଧରେ ଏକ…
Read More...

ପାକିସ୍ତାନୀ ହନିଟ୍ରାପରେ ଭାରତୀୟ ଯବାନ। ଗୁଇନ୍ଦାକୁ ବଡ ସଫଳତା।

ନୂଆଦିଲ୍ଲୀ,୨୦/୯: ପାକିସ୍ତାନର ଆଇଏସ୍‌ଆଇ ପକ୍ଷରୁ ଚାଲିଥିବା ଏକ ‘କଲ୍‌ ସେଣ୍ଟର’ର ପର୍ଦ୍ଦାଫାଶ କରିବାରେ ଭାରତୀୟ ଗୋଇନ୍ଦା ସଂସ୍ଥାଗୁଡ଼ିକୁ ବଡ଼ ସଫଳତା ମିଳିଛି। ଏହି କଲ୍‌ ସେଣ୍ଟରରୁ ଆଇଏସ୍‌ଆଇ ହନିଟ୍ରାପ୍‌ ବିଛାଇ ଭାରତୀୟ ଯବାନଙ୍କୁ ଫସାଉଥିଲା ବୋଲି ଜଣାପଡ଼ିଛି। ରାଜଧାନୀ…
Read More...

ଦେହକୁ ଉପଭୋଗ କରିବା ପରେ ଜାତି କଥା ମନେପଡିଲା।

ବ୍ରହ୍ମପୁର ,୧୯ା୯: ଜଣେ ଦଳିତ ମହିଳାଙ୍କୁ ପ୍ରତାରଣା କରିବା ସହ ତାଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରିଥିବା ଅଭିଯୋଗରେ ଟାଉନ ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଗୋଳନ୍ଥରା ଥାନା ଅନ୍ତର୍ଗତ ଜୁଗୁଡି ସୁଜିତ କୁମାର ସାହୁ। ତାଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଛି । ସୁଜିତ…
Read More...

୭ ଓ୍ବିକେଟରେ ଜିତିଲା ଭାରତ।

ମୋହାଲି, ୧୯।୯(ପି.ଟି.)- ସ୍ଥାନୀୟ ପଞ୍ଜାବ କ୍ରିକେଟ ଆସୋସିଏଶନ (ପିସିଏ) ଆଇଏସ୍‌ ବିନ୍ଦ୍ରା ଗ୍ରାଉଣ୍ଡରେ ବୁଧବାର ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଫଳରେ ୩ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ଭାରତ ୧-୦ରେ ଅଗ୍ରଣୀ ହାସଲ…
Read More...

ନିଟ୍ ଲାଭରେ ରେକର୍ଡ କଲା ନାଲକୋ।

ଭୁବନେଶ୍ୱର,୧୯-୯: ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ (ନାଲ୍‌କୋ) ନିଟ୍‌ ଲାଭରେ ରେଡର୍କ ହାସଲ କରିଛି। କମ୍ପାନୀ ୨୦୧୮-୧୯ ଆର୍ଥତ୍କ ବର୍ଷରେ ଦଶନ୍ଧିରେ ସର୍ବାଧିକ ୧୭୩୨ କୋଟି ଟଙ୍କା ନିଟ୍‌ ଲାଭ କରିଥିବା ଏହାର ୩୮ ତମ ବାର୍ଷିକ ସାଧାରଣ ବୈଠକ ଅବସରରେ ସୂଚନା ଦେଇଛି। ସେହିଭଳି ଗତ…
Read More...

ସାଙ୍ଗ ଛୁରୀ ଭୁଶି ହତ୍ୟାକଲା ସାଙ୍ଗକୁ।

କଟକ ,୧୯ା୯: ଲାଲବାଗ ଥାନା ଅନ୍ତର୍ଗତ ଚୁନଭାଟି ଗଳି ଅଞ୍ଚଳରେ ବୁଧବାର ସନ୍ଧ୍ୟାରେ ଜଣେ ଯୁବକଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି। ସେ ହେଲେ କାର୍ତ୍ତିକ ବାରିକ(୩୦) ଓରଫ ଗୁଡୁ। ସେହି ଅଞ୍ଚଳର ସଞ୍ଜୀବ ନାମକ ଯୁବକ କାର୍ତ୍ତିକଙ୍କୁ ହତ୍ୟା କରିଛନ୍ତି ବୋଲି ତାଙ୍କ ପରିବାର ଲୋକ ଅଭିଯୋଗ…
Read More...

ସ୍ତ୍ରୀକୁ ହତାଦର କରିପାରିବ ନାହିଁ। ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ,୧୯ା୯(ଓଡ଼ିଆ ନ୍ୟୁଜ): ବୈବାହିକ ମାମଲାରେ ଭରଣପୋଷଣ ପ୍ରଦାନ ସଂକ୍ରାନ୍ତ ନିୟମାବଳୀ ପ୍ରସ୍ତୁତି ପାଇଁ ସୁପ୍ରିମକୋର୍ଟ ନିଷ୍ପତ୍ତି ନେଇଛନ୍ତି। ଏନେଇ ଖଣ୍ଡପୀଠଙ୍କୁ ସହାୟତା କରିବାକୁ ଦୁଇଜଣ ଆଇନଜୀବୀ ଗୋପାଳ ଶଙ୍କରନାରାୟଣନ ଏବଂ ଅନିଥା ଶେନୟଙ୍କୁ ଆମିକସ୍‌ କ୍ୟୁରି ଭାବେ ନିଯୁକ୍ତି…
Read More...