banner
Breaking
Yearly Archives

2019

ପୁଲିସ ଜବତ କରିପାରିବ ନାହିଁ ସ୍ଥାବର ସମ୍ପତ୍ତି-ସୁପ୍ରିମକୋର୍ଟ

ନୂଆଦିଲ୍ଲୀ୨୪/୯(ବ୍ୟୁରୋ): ମଙ୍ଗଳବାର ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ, ଜଷ୍ଟିସ୍ ଦୀପକ ଗୁପ୍ତା ଓ ସଞ୍ଜୀବ ଖାନ୍ନା ଗଠିତ ୩ ଜଣିଆ ଖଣ୍ଡପୀଠ ଏପରି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି। ତଦନ୍ତ ଚାଲିଥିବା ବେଳେ ସ୍ଥାବର ସମ୍ପତ୍ତି ଜବତ କରିପାରିବ ନାହିଁ ପୁଲିସ୍।…
Read More...

ବାହାନ ଡାଟା ବେସରେ ପ୍ରଦୂଷଣ ଯାଞ୍ଚ ପ୍ରମାଣପତ୍ର l କେନ୍ଦ୍ର ପକ୍ଷରୁ ସବୁ ରାଜ୍ୟକୁ ନିର୍ଦ୍ଦେଶ।

ନୂଆଦିଲ୍ଲୀ: ଲୋକଙ୍କ ଅସୁବିଧା ଦୂର କରିବା ତଥା ସେମାନଙ୍କୁ ଶୋଷଣରୁ ରକ୍ଷା କରିବା ଲାଗି ‘ବାହାନ’ ଡାଟାବେସରେ ପ୍ରଦୂଷଣ ଯାଞ୍ଚ ପ୍ରମାଣପତ୍ର ସମେତ ଗାଡ଼ିର ସମସ୍ତ ସୂଚନା ଉପଲବ୍ଧ କରାଇବାର ଆବଶ୍ୟକତାକୁ ପୁଣିଥରେ ଦୋହରାଇଛି କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ। ନାଗରିକଙ୍କ…
Read More...

ବାଧ୍ୟତାମୂଳକ ହେଲା ପଲ୍ୟୁସନ ସାର୍ଟିଫିକେଟ। ଅକ୍ଟୋବର ୧ ରୁ ଲାଗୁ

ଭୁବନେଶ୍ୱର୨୪/୯(ବ୍ୟୁରୋ): ଅକ୍ଟୋବର ୧ ତାରିଖରୁ ସବୁ ଗାଡ଼ି ପାଇଁ ଅନ୍‌ଲାଇନ୍ ପଲ୍ୟୁସନ୍ ଟେଷ୍ଟିଂ ସାର୍ଟିଫିକେଟ୍‌ ବାଧ୍ୟତାମୂଳକ। ଏହି ସାର୍ଟିଫିକେଟ୍ ‘VAHAN’ରେ ଅପ୍‌ଲୋଡ୍‌ ହୋଇଥିବା ଆବଶ୍ୟକ। ସେହିପରି କୌଣସି ପଲ୍ୟୁସନ୍ ଟେଷ୍ଟିଂ ସେଣ୍ଟର ଅକ୍ଟୋବର ପହିଲାରୁ ମାନୁଆଲ୍ ସାର୍ଟିଫିକେଟ୍…
Read More...

ବେବିନା ମହାଲିକ ମହିଳା ସମାଜରେ ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିଛନ୍ତି : ମାନ୍ୟବର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ

ଭୂବନେଶ୍ୱର,ତା.୨୪/୦୯: ନିଜର ଅସୀମ ସାହାସ ପ୍ରଦର୍ଶନ ସହ ଉପଯୁକ୍ତ ମୁକାବିଲା କରି ଅଶ୍ଳୀଳ ବ୍ୟବାହାର କରୁଥିବା ଯୁବକଙ୍କୁ ଦିନ ଦ୍ୱିପ୍ରହରରେ ରାସ୍ତା ଉପରେ କାବୁ କରିବା ସହ ଧରା ପକାଇ ଚର୍ଚ୍ଚିତା ହୋଇଥିବା ବେବିନା ମହାଲିକଙ୍କୁ ଓଡିଶା ଗସ୍ତରେ ଥିବା ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ…
Read More...

ପିଓକେ ସମେତ ଉତ୍ତର ଭାରତରେ ଭୂକମ୍ପ ୫ ମୃତ୍ୟୁ ୫୦ ଆହତ

ନୂଆଦିଲ୍ଲୀ, ୨୪।୯(ବ୍ୟୁରୋ):  ପିଓକେରେ ହେଲା ଭୂକମ୍ପ, ଦିଲ୍ଲୀ ଏନ୍‌ସିଆର୍‌ ସମେତ ଉତ୍ତର ଭାରତର ଅନେକ ଅଞ୍ଚଳରେ ମଧ୍ୟ ମଙ୍ଗଳବାର ଅପରାହ୍ନରେ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୬.୩ ରହିଛି। ସେହିପରି ପାକିସ୍ତାନର ଇସ୍‌ଲାମାବାଦ, ପେଶାଓ୍ବର, ରାଓ୍ବଲପିଣ୍ଡି ଓ…
Read More...

ଚିତାମ୍ବରମଙ୍କୁ ଜେଲରେ ଭେଟିଲେ ମନମୋହନ ଓ ସୋନିଆ

ନୂଆଦିଲ୍ଲୀ,୨୩।୯: ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍‌ଙ୍କୁ ତିହାର ଜେଲ୍‌ରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ସୋମବାର ଭେଟିଛନ୍ତି। ସେମାନଙ୍କ ସହିତ ଚିଦାମ୍ବରମ୍‌ଙ୍କ ପୁଅ କାର୍ତ୍ତି ଚିଦାମ୍ବରମ୍‌ ମଧ୍ୟ ଜେଲ୍‌ରେ ପହଞ୍ଚିଛନ୍ତି।…
Read More...

ଓଡିଶାରେ ପୁଞ୍ଜି ନିବେଶ କରିବ ଦକ୍ଷିଣ କୋରିଆ।

ଭୁବନେଶ୍ୱର,୨୩/୯:ଓଡିଶାରେ ପୁଞ୍ଜିନିବେଶ କରିବ ଦକ୍ଷିଣ କୋରିଆ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହଆଲୋଚନା କରିଛନ୍ତି ଦକ୍ଷିଣ କୋରିଆର ୪୬ ଜଣିଆ ପ୍ରତିନିଧି ଦଳ । ଏହି ବୈଠକ ପରେ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ଓଡିଶାରେ ୬ଟି କ୍ଷେତ୍ରରେ ପୁଞ୍ଜି ନିବେଶ ପାଇଁ…
Read More...

ଆସୁଛି ବାତ୍ୟା ହିକ୍କା।

ନୂଆଦିଲ୍ଲୀ,୨୩।୯: ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ହିକ୍କା’ ଆସନ୍ତା ୨୫ ତାରିଖ ସକାଳ ସୁଦ୍ଧା ଓମାନ ଉପକୂଳ ଛୁଇଁବ ବୋଲି ଅନୁମାନ କରିଛି ଜାତୀୟ ପାଣିପାଗ ବିଭାଗ। ସୋମବାର ଏହା ଆରବ ସାଗର ମଧ୍ୟରେ ସୃଷ୍ଟି ହାଇଥିବା ବେଳେ ଏହା ଧୀଧେୀରେ ଉପକୂଳ ମୁହଁ ହେଉଥିବା କୁହାଯାଉଛି।…
Read More...

୨୦୨୧ ରେ ଡିଜିଟାଲ ଜନଗଣନା । ଗୋଟିଏ କାର୍ଡରେ ମିଳିବ ସବୁ ତଥ୍ୟ।ଥ

ନୂଆଦିଲ୍ଲୀ,୨୩/୯(ଓଡ଼ିଆ ନ୍ୟୁଜ): ଆସନ୍ତା ୨୦୨୧ରେ ଦେଶରେ ଡିଜିଟାଲ ଜନଗଣନା କରାଯିବ। ଏଥିରେ ମୋବାଇଲ୍‌ ଆପ୍‌ ବ୍ୟବହୃତ ହେବ। ଏନେଇ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ସୂଚନା ଦେଇଛନ୍ତି। ଏହା ସହିତ ଏକ ବିଭିନ୍ନ କ୍ଷେତ୍ରରେ ବ୍ୟବହୃତ ହେଉଥିବା ବହୁବିଧ ପରିଚୟ ପତ୍ର ପ୍ରସ୍ତୁତି ନେଇ ପ୍ରସ୍ତାବ…
Read More...

ସମତା ଆନ୍ଦୋଳନ ସମିତିର ଓଡ଼ିଶା ଶାଖା ଗଠିତ ।

ଭୁବନେଶ୍ୱର , ୨୩/୯(ବ୍ୟୁରୋ) : ଦେଶରେ ସାମାଜିକ, ଆର୍ଥିକ ତଥା ରାଜନୈତିକ ବିଷମତା ଦୂର କରି ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ରାଷ୍ଟ୍ର ଗଠନ ପାଇଁ ଉତ୍ସର୍ଗୀକୃତ ସାମାଜିକ ସଂଗଠନ "ସମତା ଆନ୍ଦୋଳନ ସମିତି"ର ଓଡ଼ିଶା ଶାଖା ଗଠନ ହୋଇଛି । ଗତ ସନ୍ଧ୍ୟାରେ ସ୍ଥାନୀୟ ଅଗ୍ରୱାଲ ଧର୍ମଶାଳାରେ ଆୟୋଜିତ ଏକ…
Read More...